Latest Odisha News

BREAKING NEWS

ରଣଜୀ ଟ୍ରଫି: ବେଙ୍ଗଲକୁ ହରାଇ ଓଡିଶା ଟିମ ବସନ୍ତ ମହାନ୍ତିଙ୍କୁ ଦେଲା ସ୍ମରଣୀୟ ବିଦାୟ

କଲିକତା: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ତାର ଶେଷ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ଟେବୁଲ ଟପର ବେଙ୍ଗଲକୁ ୭ ୱିକେଟରେ ପରାସ୍ତ କରିଛି । ଓଡିଶାର ଏହି ବିଜୟ ସହ ପେସ ବୋଲର ବସନ୍ତ ମହାନ୍ତିଙ୍କ କ୍ୟାରିୟରର ଶେଷ ମ୍ୟାଚ ସ୍ମରଣୀୟ ହୋଇପଡିଛି । ଯୁବ ପେସର ସୁନୀଲ ରାଉଳ ଏହି ମ୍ୟାଚରେ ୧୧୫…

ଦୁଇ ବିଧବାଙ୍କ କାନ୍ଧରେ ପରିବାରର ବୋଝ, ମୁଣ୍ଡ ଗୁଞ୍ଜିବାକୁ ନାହିଁ ଘର

ନବରଙ୍ଗପୁର: ବଖରାଏ ଘର, ୫ ପ୍ରାଣୀର କୁଟୁମ୍ବ । ପାଇଖାନାରେ ଖାଦ୍ୟ ରାନ୍ଧି ଖାଉଛନ୍ତି ପରିବାର । ରାଜ୍ୟରେ ଆବାସକୁ ନେଇ ରାଜନୈତିକ ବୟାନବାଜି ଚାଲିଥିବା ବେଳେ ନେତାଙ୍କ ଇଚ୍ଛାଶକ୍ତି ଓ ପ୍ରଶାସନର ପାରିବା ପଣିଆ ଉପରେ ଏ ଦୃଶ୍ୟ ପ୍ରଶ୍ନ ଉଠାଉଛି । ମୁଣ୍ଡ ଗୁଞ୍ଜିବାକୁ ଜାଗା ନଥିବା ବେଳେ ଏବେ…

୧୯ ବର୍ଷରୁ କମ୍ ମହିଳା ଟି୨୦ ବିଶ୍ୱକପ: ଫାଇନାଲରେ ଭାରତ

ପୋଚେଷ୍ଟ୍ରୁମ: ଭାରତୀୟ ଟିମ ଚଳିତ ୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ୱକପ କ୍ରିକେଟର ଫାଇନାଲରେ ପ୍ରବେଶ କରିଛି । ଶୁକ୍ରବାର ଅନୁଷ୍ଠିତ ସେମିଫାଇନାଲରେ ଭାରତ ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ହରାଇଥିଲା । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ ହରଇ ୧୦୭ ରନ କରିଥିଲା ।…

ଖଣି ଦୁର୍ନୀତି ମାମଲା, ୫ ଘଣ୍ଟା ପରେ ଇଡି ଅଫିସରୁ ବାହାରିଲେ ବିଜେଡି ବିଧାୟକ

ଭୁବନେଶ୍ୱର: ଇଡି ଖୋଲୁଛି ଖଣି ଫାଇଲ୍ । ତାଳଚେର ବିଜେଡି ବିଧାୟକ ବ୍ରଜ ପ୍ରଧାନ ଦ୍ୱିତୀୟ ଥର ପାଇଁ ଇଡିରେ ହାଜର ହୋଇଛନ୍ତି । ପ୍ରାୟ ୫ ଘଣ୍ଟାର ଜେରା ପରେ ବ୍ରଜ ପ୍ରଧାନ ଇଡି କାର୍ଯ୍ୟାଳୟରୁ ବାହାରି ଥିବା ବେଳେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି । ଏହା ପୂର୍ବରୁ ଗତ ୨୦…

ବଣାଇରୁ ଅପହୃତ ବ୍ଲକ ଉପାଧ୍ୟକ୍ଷ କନ୍ଧମାଳରୁ ଉଦ୍ଧାର, ଠିକାଦାର ଗିରଫ

ଫୁଲବାଣୀ: ବଣାଇ ବ୍ଲକ ଉପାଧ୍ୟକ୍ଷ ବିନତି ବେହେରା ଉଦ୍ଧାର ହୋଇଛନ୍ତି । ଅପହରଣର ପ୍ରାୟ ୨୫ ଦିନ ପରେ ପୋଲିସ ବିନତି ବେହେରାଙ୍କୁ କନ୍ଧମାଳ ଜିଲ୍ଲାରୁ ଉଦ୍ଧାର କରିଥିବା ବେଳେ ମାମଲାରେ ଜଣେ ଠିକାଦାରଙ୍କୁ ଗିରଫ କରିଛି । ଜାନୁଆରୀ ୪ ତାରିଖରୁ ବଣାଇ ବ୍ଲକ ଉପାଧ୍ୟକ୍ଷ ବିନତି ବେହେରା ନିଖୋଜ…

ଇସ୍ରୋର ମିଶନ ସୂର୍ଯ୍ୟ, ଜାଣନ୍ତୁ ସ୍ପେସକ୍ରାଫ୍ଟ ଆଦିତ୍ୟ ଏଲ୍-୧ ବାବଦରେ

ଭୁବନେଶ୍ୱର: ଭାରତର ପ୍ରଥମ ସୂର୍ଯ୍ୟ ମିଶନ । ସୂର୍ଯ୍ୟଙ୍କ ଅଧ୍ୟୟନ ଲାଗି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଆଗାମୀ ଜୁନ୍-ଜୁଲାଇରେ ସ୍ପେସକ୍ରାଫ୍ଟ ଆଦିତ୍ୟ-ଏଲ୍୧କୁ ପଠାଇବ । ଇସ୍ରୋକୁ ମିଶନ ଲାଗି ପେଲୋଡ ଭିଜିବଲ ଲାଇନ୍ ଏମିସନ୍ କରୋନାଗ୍ରାଫ (VELC) ମିଳିଛି । ସୂର୍ଯ୍ଯଯାନ ଲାଗି VELC…

ବାଗଦେବୀଙ୍କ ସାମ୍ନାରେ ଦୁଇ ସନ୍ତାନଙ୍କ ସହ ସେଲ୍ଫି ନେଲେ ରାଣୀ ମୁଖାର୍ଜୀ

ମୁମ୍ବାଇ: ଖୁବ୍ ଶୀଘ୍ର ଆସିବାକୁ ଯାଉଛି ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଅଭିନିତ ଫିଲ୍ମ ‘ମିସେସ ଚାଟାର୍ଜୀ ଭରସେସ ନରୱେ’ । ଚଳଚ୍ଚିତ୍ରଟି ୧୭ ମାର୍ଚ୍ଚ ୨୦୨୩ରେ ରିଲିଜ ହେବ । ଏହାର ପ୍ରଥମ ଲୁକ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଫଟୋରେ ରାଣୀ ମୁଖାର୍ଜୀ ହଳଦିଆ ରଙ୍ଗର ଶାଢୀରେ ନଜର…

କ୍ୟାରିୟରରେ ଶେଷ ଗ୍ରାଣ୍ଡସ୍ଲାମରେ ରନର୍ସଅପ ହେଲେ ସାନିଆ

ମେଲବୋର୍ଣ୍ଣ: ଭାରତର ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜା କ୍ୟାରିୟରର ଶେଷ ଗ୍ରାଣ୍ଡସ୍ଲାମରେ ରନର୍ସଅପ ହୋଇଛନ୍ତି । ଚଳିତ ଅଷ୍ଟ୍ରେଲିଆନ ଓପନ ମିକ୍ସଡ ଡବଲ୍ସ ଫାଇନାଲରେ ଭାରତ ଯୋଡି ସାନିଆ ଏବଂ ରୋହନ ବୋପାନ୍ନା ୬-୭, ୨-୫ ସେଟରେ ବ୍ରାଜିଲ ଯୋଡି ଲୁଇସା ଷ୍ଟେଫାନୀ ଓ ରାଫେଲ ମାଟୋସଙ୍କ…

ପ୍ରଭାତ ମହାପାତ୍ରଙ୍କ ‘ପ୍ରଭାତ ସମ୍ଭାର’ ଉନ୍ମୋଚିତ

ଭୁବନେଶ୍ବର :  ଏଥେନା ବୁକ୍ସ ଆନୁକୁଲ୍ୟରେ ବିଶିଷ୍ଟ ଗାଳ୍ପିକ ପ୍ରଭାତ ମହାପାତ୍ରଙ୍କ ଦ୍ଵାରା ରଚିତ ସମସ୍ତ ଗଳ୍ପକୁ ନେଇ ଗୋଟିଏ ଗଳ୍ପ ସଙ୍କଳନ 'ପ୍ରଭାତ ସମ୍ଭାର' ଏଥେନା ବୁକ୍ସର ସଭା ଗୃହରେ ଉନ୍ମୋଚିତ ହୋଇଯାଇଛି । ବିଶିଷ୍ଟ ଜୀବନୀକାର ସତ୍ୟ ନାରାୟଣ ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ…

ଅମିୟ ବେଜ ପାଇବେ ୧୫ତମ ଟାଇମପାସ୍‍ ବୁକର ପୁରସ୍କାର

ଭୁବନେଶ୍ୱର : ପ୍ରକାଶନ ସଂସ୍ଥା ‘ଟାଇମପାସ୍‍’ ପକ୍ଷରୁ ୪୫ ବର୍ଷ ବୟସସୀମାର କଥାକାରଙ୍କୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ‘ଟାଇମପାସ୍‍ ବୁକର ପୁରସ୍କାର’ ପାଇଁ ଚଳିତବର୍ଷ ଗାଳ୍ପିକ ଅମିୟ ବେଜ୍‍ ମନୋନୀତ ହୋଇଛନ୍ତି । ଶ୍ରୀ ବେଜ ଗଳ୍ପ ପାଣ୍ଡୁଲିପି ‘ମୋହ’ ପାଇଁ ଏହି ପୁରସ୍କାର ପାଇବେ । ଏହି…