Latest Odisha News

BREAKING NEWS

ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଉଦଯାପିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ…

ପନ୍ତ କହିଲେ, ଏଥର ରିକଭରୀ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ

ମୁମ୍ବାଇ:ଭାରତର ଷ୍ଟାର ଖେଳାଳି ରିଷଭ ପନ୍ତଙ୍କ ଦୁର୍ଘଟଣା ସମସ୍ତଙ୍କ କ୍ରିକେଟପ୍ରେମୀଙ୍କୁ ବ୍ୟଥିତ କରିଥିଲା । ତାଙ୍କ ଅସ୍ତ୍ରୋପଚାର ସଫଳ ହେବା ପରେ ପ୍ରଥମ ଥର ପାଇଁ ପନ୍ତ ଟୁଇଟ କରିଛନ୍ତି । ସେ ତାଙ୍କ ଟୁଇଟରେ ରିକଭରୀ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି । ଖୁବ ଶୀଘ୍ର ସୁସ୍ଥ…

ରୁଷିଆ, ବେଲାରୁଷ ମିଳିତ ସମରାଭ୍ୟାସ ନେଇ ଚିନ୍ତାରେ ୟୁକ୍ରେନ ଏବଂ ବିଶ୍ୱ

କୀଭ: ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ ହେବାର ନାମ ଧରୁନି । ରୁଷ ତାର ଜିଦରେ ଅଟଳ ରହି ୟୁକ୍ରେନକୁ ଛାରଖାର କରିବାରେ ଲାଗିଛି । ଅପରପକ୍ଷରେ ୟୁରୋପୀୟ ଦେଶଗୁଡିକ ସହାୟତାରେ ୟୁକ୍ରେନ ଯୁଦ୍ଧର ମୁକାବିଲା କରୁଛି । ତେବେ ସୋମବାର ରୁଷିଆ ଏବଂ ବେଲାରୁଷ ମଧ୍ୟରେ ସମରଭ୍ୟାସ ଆରମ୍ଭ ହୋଇଛି । ଉଭୟ ଦେଶର…

ଏଥର କୋହଲୀଙ୍କ ଟାର୍ଗେଟ ୧୦୦ ଶତକ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ତାଙ୍କ ପୂର୍ବ ଲୟକୁ ଫେରିଛନ୍ତି । ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ସେ ୨ଟି ଶତକ ମାରିଛନ୍ତି । ଏଥିସହ ତାଙ୍କ ଶତକ ସଂଖ୍ୟା ୭୪ରେ ପଂହଚିଛି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୧୦୦ ଆନ୍ତର୍ଜାତୀୟ ଶତକକୁ ଭାଙ୍ଗିବା ଏକ…

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜରେ ମ୍ୟାନେଜର ହେବେ ଓଡିଶାର ଶିବବ୍ରତ

ଭୁବନେଶ୍ୱର: ଓଡିଶା କ୍ରିକେଟ ଆସୋସିଏଶନ ସଦସ୍ୟ ଶିବବ୍ରତ ମଲ୍ଲିକଙ୍କୁ ଆଗାମୀ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ କ୍ରିକେଟ ସିରିଜ ପାଇଁ ମ୍ୟାନେଜର ଭାବେ ନିଯୁକ୍ତ କରାଯାଇଛି । ଏହି ୩ଟି ମ୍ୟାଚ ଜାନୁୟାରୀ ୧୮, ୨୧ ଓ ୨୪ରେ ଯଥାକ୍ରମେ ହାଇଦ୍ରାବାଦ, ରାୟପୁର ଓ ଇନ୍ଦୋରରେ ଖେଳାଯିବ । ମଙ୍ଗଳା କ୍ଲବର…

ହକି ବିଶ୍ୱକପ: ନେଦରଲାଣ୍ଡସର କ୍ରମାଗତ ଦ୍ୱିତୀୟ ବିଜୟ, ଚିଲିକୁ ହରାଇଲା ମାଲେସିଆ

ରାଉରକେଲା: ହକି ବିଶ୍ୱକପର ସୋମବାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଇଥିବା ୨ଟି ମ୍ୟାଚରେ ନେଦରଲାଣ୍ଡସ ଓ ମାଲେସିଆ ସେମାନଙ୍କ ମୁକାବିଲାକୁ ଜିତି ନେଇଛନ୍ତି । ପ୍ରଥମ ମ୍ୟାଚରେ ଚିଲି ଓ ମାଲେସିଆ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । ମାଲେସିଆ ୩-୨ ଗୋଲରେ ଚିଲିକୁ ପରାସ୍ତ…

ରାମ ମନ୍ଦିର ଉପରେ ଆକ୍ରମଣ ନେଇ ଷଡଯନ୍ତ୍ର ରଚୁଛନ୍ତି ଆତଙ୍କବାଦୀ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ଆତଙ୍କବାଦୀମାନେ କେତେକ ସ୍ଥାନରେ ଆତ୍ମଘାତୀ ଆକ୍ରମଣ ନେଇ ଯୋଜନା କରୁଛନ୍ତି ବୋଲି ଭାରତର ଗୋଇନ୍ଦା ବିଭାଗ ଆଲର୍ଟ କରିଛି । ଅଯୋଧ୍ୟା ରାମ ମନ୍ଦିରକୁ ସେମାନେ ଟାର୍ଗେଟ କରିବାକୁ ଚାହୁଁଛନ୍ତି ବୋଲି ଇଂଟେଲିଜେନ୍ସି ଏଜେନ୍ସି ସୂଚନା ଦେଇଛି ।…

୧୭ ବର୍ଷରୁ କମ ମହିଳା ଫୁଟବଲ: ଶ୍ରଦ୍ଧାଞ୍ଜଳୀଙ୍କୁ ଭାରତୀୟ କୋଚ ଦାୟିତ୍ୱ

ଭୁବନେଶ୍ୱର: ୧୭ ବର୍ଷରୁ କମ ମହିଳା ସାଫ(ସାଉଥ ଏସିଆନ ଫୁଟବଲ ଫେଡେରେଶନ) ଚାମ୍ପିୟନଶିପ ପାଇଁ ଓଡିଶାର ପୂର୍ବତନ ମହାନ ଫୁଟବଲ ଖେଳାଳି ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କୁ ମିଳିଛି ଗୁରୁ ଦାୟିତ୍ୱ । ଏହି ଚାମ୍ପିୟନଶିପ ପାଇଁ ସେ ଜାତୀୟ ମହିଳା ଦଳର କୋଚ ଦାୟିତ୍ୱ ତୁଲାଇବେ । ପୂର୍ବରୁ ସେ ରାଜ୍ୟ…

ଫ୍ରୋଜେନ ମଟର ବ୍ୟବସାୟ କରନ୍ତୁ..ପାଆନ୍ତୁ ୫୦ରୁ ୮୦ ପ୍ରତିଶତ ଲାଭ

ଭୁବନେଶ୍ଠର: ଶୀତଦିନେ ବଜାରରେ ଫ୍ରୋଜେନ ମଟରର ବେଶ୍ ଚାହିଦା ରହିଛି । ଏପରି ପରିସ୍ଥିତିରେ ଆପଣ ଏହି ବ୍ୟବସାୟ ଆରମ୍ଭ କରି ବହୁତ ଭଲ ରୋଜଗାର କରିପାରିବେ । ସାଧାରଣତଃ ସମସ୍ତେ ଫ୍ରୋଜନ ମଟର ତରକାରୀ ପସନ୍ଦ କରନ୍ତି । ଘରେ ଘରେ ପ୍ରିୟ ଖାଦ୍ୟ ଭାବରେ ମଟର ବ୍ୟବହୃତ ହେଉଥାଏ ।  ତେଣୁ ବଜାରରେ…

ମଣିଷ କିନ୍ତୁ ରବର କଣ୍ଢେଇ ପରି ଶରୀରକୁ ଯେମିତି ଚାହାନ୍ତି ସେମିତି ମୋଡନ୍ତି

ଗାବନ: ପତଳା ଶରୀର । ଯୁୃଆଡେ ଚାହିଲେ ସିଆଡେ ମୋଡି ହୋଇ ଯାଉଛି । ମୋଡାମୋଡି ଶରୀରରେ ଯିଏ ତାଙ୍କୁ ଦେଖିବ, ଡରିଯିବ । ଲାଗିବ ବୋଧହୁଏ ଶାରୀରିକ ଭିନ୍ନକ୍ଷମ । କିନ୍ତୁ ନା । ସେ ଶାରୀରିକ ଭାବେ ସୁସ୍ଥ ଏବଂ ସକ୍ଷମ । ଏତେ ସକ୍ଷମ ଯେ ତାଙ୍କର ଶରୀର ତାଙ୍କ ନିୟନ୍ତ୍ରଣରେ । ଯୋଗ ହେଉଛି…