କମାଲ କଲେ ୨ ବର୍ଷୀୟା ଝିଅ, ସ୍ମରଣଶକ୍ତିରେ ହାସଲ କଲେ ବିଶ୍ୱରେକର୍ଡ
ହୁଗୁଳି: ମାତ୍ର ୨ ବର୍ଷ ବୟସରେ ହୁଗୁଳିର ଅଧିଷ୍ଠାତ୍ରୀ ବିଶ୍ୱାସଙ୍କ କାରନାମା ବିଶ୍ୱାସ କରି ହେଉ ନାହିଁ । ସେ ପୁଣି ସ୍ମରଣଶକ୍ତିରେ ହାସଲ କରିଛନ୍ତି ବିଶ୍ୱରେକର୍ଡ । ଯେଉଁ ବୟସରେ ପିଲାମାନେ ତାଙ୍କ ନାମ ଠିକରେ ଉଚ୍ଚାରଣ କରିପାରିନ୍ତି ନାହିଁ ସେ ବିଷୟରେ ସେ ଅନର୍ଗଳ ଅନେକଗୁଡିଏ ଶବ୍ଦ ଓ…