Latest Odisha News

BREAKING NEWS

ବସ୍ତି ଉଚ୍ଛେଦକୁ ନେଇ ରାଉରକେଲାରେ ଉତ୍ତେଜନା, ମହିଳାଙ୍କ ଆତ୍ମହୁତି ଉଦ୍ୟମ

ରାଉରକେଲା: ପ୍ରଥମେ ଥଇଥାନ କର ପରେ ଉଚ୍ଛେଦ କରିବ । ରାଉରକେଲାରେ ବସ୍ତି ଉଚ୍ଛେଦ ବେଳେ ଉତ୍ତେଜନା ପ୍ରକାଶ ପାଇଛି । ବସ୍ତି ଉଚ୍ଛେଦକୁ ବିରୋଧ କରି ପିଲାଠୁ ବୁଢ଼ା ଏକାଠି ହୋଇଛନ୍ତି । ପ୍ରବଳ ବିରୋଧ ଉତ୍ତେଜନା ଭିତରେ ପ୍ରଶାସନ ରାଉରକେଲାର ଗଣେଣ ବସ୍ତିରେ ବୁଲଡୋଜର ବୁଲାଇଛି ପ୍ରଶାସନ ।…

କିଏ କହିଲେ ଏତେ ଶୀଘ୍ର ଟି୨୦ କ୍ରିକେଟରୁ ଅବସର ନେଉନି

ରାଜକୋଟ: ବିସିସିଆଇର ପରୀକ୍ଷା ନିରୀକ୍ଷା ବେଳେ ୨ଟି ଟି୨୦ ସିରିଜରୁ ସିନିୟର ଖେଳାଳିଙ୍କୁ ପ୍ରାୟତଃ ବାଦ ଦିଆଯାଇଛି । ୨୦୨୪ ଟି୨୦ ବିଶ୍ୱକପକୁ ଆଖି ଆଗରେ ରଖି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଯୁବ ଖେଳାଳିଙ୍କୁ ସୁଯୋଗ ପ୍ରଦାନ କରାଯାଉଛି । ଏହି ୨ ସିରିଜରେ ବିରାଟ କୋହଲି, ରୋହିତ…

ବିଡବ୍ଲ୍ୟୁଏଫ ଜୁନିୟର ର‌୍ୟାଙ୍କିଙ୍ଗ: ଏକମାତ୍ର ଭାରତୀୟ ଭାବେ ଟପ ଟେନରେ ଶ୍ୱେତାପର୍ଣ୍ଣା

ଭୁବନେଶ୍ୱର: ଭାରତର ଉଦୀୟମାନ ବ୍ୟାଡମିଂଟନ ଖେଳାଳି ଶ୍ୱେତାପର୍ଣ୍ଣା ପଣ୍ଡା ବିଡବ୍ଲ୍ୟୁଏଫ ଜୁନିୟର ମିକ୍ସଡ ଡବଲ୍ସ ର‌୍ୟାଙ୍କିଙ୍ଗରେ ପ୍ରଥମ ୧୦ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ଓଡିଆ ଝିଅ ଶ୍ୱେତାପର୍ଣ୍ଣା ଏକମାତ୍ର ଭାରତୀୟ ଭାବେ ୯ମ ସ୍ଥାନରେ ରହିଛନ୍ତି । ସେହିପରି ବ୍ୟାଡମିଂଟନରେ ଏହି…

ଅର୍ଶ ଡଲ୍ଲାଙ୍କୁ ଆତଙ୍କବାଦୀ ଘୋଷିତ କଲା ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଆଇଏସଆଇ ସମର୍ଥୀତ ଖଲିସ୍ତାନ ଟାଇଗର ଫୋର୍ସର ସହଯୋଗୀ ଅର୍ଶଦୀପ ସିଂ ଗିଲ ଓରଫ ଅର୍ଶ ଡଲ୍ଲାଙ୍କୁ ଗୃହ ମନ୍ତ୍ରଣାଳୟ ୟୁଏପିଏ ନିୟମ ଅନୁସାରେ ଆତଙ୍କବାଦୀ ଭାବେ ଘୋଷିତ କରିଛି । ଆଇଏସଆଇ ଇଶାରରେ ସେ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଉଥିଲା । ଡଲ୍ଲା କାନାଡାରେ ରହୁଥିବା…

ଚୀନରେ ଆଉ ଏକ ବୁହାନ, ୯୦ ପ୍ରତିଶତ ଲୋକ କରୋନା ସଂକ୍ରମିତ

ନୂଆଦିଲ୍ଲୀ: କରୋନାର ଉତ୍ପତ୍ତି ସ୍ଥଳ ଚୀନରେ କରୋନା ସଂକ୍ରମଣ ଥମିବାର ନା ନେଉନି । ଚୀନର ଗୋଟିଏ ପରେ ଗୋଟିଏ ସହରରେ ସଂକ୍ରମଣ ବ୍ୟାପିବାରେ ଲାଗିଛି । ଏବେ ଖବର ଆସିଛି, ଚୀନର ତୃତୀୟ ଜନବହୁଳ ସହର ହେନାନ ପ୍ରାନ୍ତର ୯୦ ପ୍ରତିଶତ ଲୋକ କରୋନା ସଂକ୍ରମଣର ଶିକାର ହୋଇଛନ୍ତି । ଏ ସୂଚନା ଦେଇଛନ୍ତି…

ପନ୍ତଙ୍କ ଦୁର୍ଘଟଣା ଖବର କଭରେଜ ନେଇ ଅସନ୍ତୋଷ ବ୍ୟକ୍ତ କଲେ ସରକାର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସଡକ ଦୁର୍ଘଟଣା ଖବର ପରିବେଷଣ ନେଇ କେତେକ ଟିଭି ଚ୍ୟାନେଲ ଉପରେ ସରକାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଚ୍ୟାନେଲଗୁଡିକ ନିୟମ ମୁତାବକ କାର୍ଯ୍ୟ କରିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଚେତାବନୀ ଦିଆଯାଇଛି । ପନ୍ତଙ୍କ ଦୁର୍ଘଟଣା…

ଅର୍ଚ୍ଚନା ନାଗ ମାମଲା, ୪ ଅଭିଯୁକ୍ତଙ୍କ ବିରୋଧରେ ୨୨୪୧ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଇଡି

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ମାମଲାରେ ଚାର୍ଜସିଟ୍ ଦାଖଲ କରିଛି ଇଡି । ୪ ଅଭିଯୁକ୍ତ ଅର୍ଚ୍ଚନା ନାଗ, ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ସହ ସହଯୋଗୀ ଖଗେଶ୍ୱର ପାତ୍ର ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚାର୍ଜସିଟ୍ ଦାଖଲ କରିଛି । ଭୁବନେଶ୍ୱର ସେସନ୍ସ…

ନାଁ ତ ଶୁଣିଥିବେ ଅମିତ ରୋହିଦାସ……

ସୁନ୍ଦରଗଡ: ଭାରତୀୟ ହକିର ଜଣାଶୁଣା ନାମ ହେଲେ ଅମିତ ରୋହିଦାସ । ରାଜ୍ୟଗୋଷ୍ଠୀ କ୍ରୀଡା (୨୦୨୨), ୨୮ତମ ସୁଲତାନ ଆଜଲାନ ଶାହ କପ, ୨୦୧୮ ଚାମ୍ପିୟନ୍ସ ଟ୍ରଫି, ୨୦୧୬ ହକି ୱାର୍ଲ୍ଡ ଲିଗ ଓ ଏସିଆ କପ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ । ଜଣେ ଭଲ ଡିଫେଣ୍ଡର ଭାବେ ଦେ ଭାରତୀୟ ଦଳରେ ନିଜସ୍ୱ ଏକ ଛାପ…

ଅଧରାତିରେ ଭଙ୍ଗାରୁଜା ପରେ ପିକନିକ୍ ପଳାଇଥିଲେ, ୩୪ ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ହକି ବିଶ୍ୱକପକୁ ନେଇ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇଛି ପୋଲିସ । ଛକ ଛକରେ ଚେକିଂ ଚାଲିଛି । ରାଜଧାନୀରେ କଡ଼ା ସୁରକ୍ଷା ସତ୍ତ୍ୱେ ଅସାମାଜିକ ଯୁବକଙ୍କ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି । ଶନିବାର ରାତିରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ବାରରେ ଭଙ୍ଗାରୁଜା…

୨.୫ ଲକ୍ଷ ମିଶନ ଶକ୍ତି ଗ୍ରୁପର ବ୍ୟାଙ୍କ ଖାତାକୁ ଗଲା ୧୨୫ କୋଟି ଟଙ୍କା ସୁଧ ରିହାତି

ଭୁବନେଶ୍ୱର: ବିଭିନ୍ନ ଜିଲ୍ଲାରୁ ଆସିଥିବା ମିଶନ ଶକ୍ତି ଗ୍ରୁପର ମା ମାନଙ୍କ ହୁଳହୁଳି ଓ କରତାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନ କନ୍‌ଭେନ ସେଣ୍ଟରରୁ ମିଶନ ଶକ୍ତି ଗ୍ରୁପ ମାନଙ୍କୁ ୧୨୫ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ରାଜ୍ୟର…