Latest Odisha News

BREAKING NEWS

ଯେତେବେଳେ ଯାହା

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ଆମ ଭାରତବର୍ଷରେ ଗୁରୁଦିବସ ପାଳନ ବିଧି ଯିଏ ପ୍ରଚଳନ କରିଥିଲେ.. ତାଙ୍କୁ ମୋର କୋଟିଏ ପ୍ରଣାମ । ଏବେ ଯୁଗ ଆଗେଇଲା । ଯୁଗ ଅନୁସାରେ ତଳଦେଇ ପରମ୍ପରାର ବି ପ୍ରମୋସନହୋଇ ଢ଼େରେ ଉର୍ନ୍ନତି ହେଲାଣି । ଗୁରୁ ଓ ଛାତ୍ର -ଛାତ୍ରୀଙ୍କ ସମ୍ପର୍କ ଅଗ୍ରଗତି କଲାଣି ।…

ଆକର୍ଷଣ କେନ୍ଦ୍ର ହେବ ଶିଖରଚଣ୍ଡୀ ମନ୍ଦିର, ଉନ୍ନୟନ ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ଶିଖରଚଣ୍ଡୀ ମନ୍ଦିର ଓ ଏହାର ପାରିପାର୍ଶ୍ୱିକ ଅଞ୍ଚଳର ଉନ୍ନୟନ କରାଯାଇ ଏହାକୁ ଭୁବନେଶ୍ବର ସହରର ଅନ୍ୟତମ ଆକର୍ଷଣ କେନ୍ଦ୍ର ଭାବରେ ବିକଶିତ କରାଯିବ । ୫୩.୬୪ ଏକର ଅଞ୍ଚଳରେ ଏହି ଉନ୍ନତି କାର୍ଯ୍ୟ କରାଯିବ ଏବଂ ଏଥିପାଇଁ ୨୫ କୋଟି ଟଙ୍କା ଖର୍ଚ୍ଚ କରାଯିବ । ମୁଖ୍ୟମନ୍ତ୍ରୀ…

ଶ୍ରୀକ୍ଷେତ୍ରରେ ହୋଟେଲ ଛାତରୁ ଖସି ପର୍ଯ୍ୟଟକ ମୃତ

ପୁରୀ: ଶ୍ରୀକ୍ଷେତ୍ରରେ ଅଘଟଣ । ହୋଟେଲ ଛାତରୁ ଖସି ଆଖି ବୁଜିଲେ ପର୍ଯ୍ୟଟକ । ସମୁଦ୍ରକୂଳ ଥାନା ଚକ୍ରତୀର୍ଥ ରୋଡରେ ଥିବା ଥିବା ହୋଟେଲ ନୀଳାଚଳର ଛାତରୁ ଖସି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ମୃତ ପର୍ଯ୍ୟଟକ ହେଉଛନ୍ତି ଛତିଶଗଡ଼ର ଅଶୋକ ଅଗ୍ରୱାଲ । ଅଶୋକ ହୋଟେଲ ନୀଳାଚଳରେ ତାଙ୍କ…

ସୁପ୍ରିମକୋର୍ଟ କାହିଁକି କହିଲେ ଜିମ ନୁହେଁ ସିନେମା ହଲ

ନୂଆଦିଲ୍ଲୀ: ସିନେମା ହଲ ଭିତରକୁ ବାହାରୁ ଖାଦ୍ୟ ପାନୀୟ ନେବା ସମ୍ପର୍କରେ ଆଜି ମାନ୍ୟବର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରି କହିଛନ୍ତି ସିନେମା ହଲ ଏକ ବେସରକାରୀ ସମ୍ପତି । ଏଠାରେ ମାଲିକଙ୍କର…

ଆନନ୍ଦ ପଣ୍ଡିତଙ୍କ ଘୋଷଣା, ଖୁବ ଶୀଘ୍ର ଆରମ୍ଭ ହେବ ଦି ବିଗ ବୁଲ ୨, ସରକାର ୪

ମୁମ୍ବାଇ: ଅଭିଷେକ ବଚ୍ଚନଙ୍କ ବିଗ ବୁଲ ଥିଏଟର ରିଲିଜ ହୋଇ ନ ପାରି ସିଧାସଳଖ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା । ଦର୍ଶକ ମଧ୍ୟ ଏହାକୁ ବେଶ ପସନ୍ଦ କରିଥିଲେ । ଏହାର ପ୍ରଡ୍ୟୁସର ଆନନ୍ଦ ପଣ୍ଡିତ ବିଗ ବୁଲର ସିକ୍ୱେଲ କରିବା ନେଇ ଅଂଟା ଭିଡିଛନ୍ତି । ସେ କହିଛନ୍ତି ଦି ବିଗ ବୁଲର ପରବର୍ତୀ…

ଆଉ ବର୍ଷକ ଲାଗି ମାଗଣା ଚାଉଳ ଘୋଷଣା କଲେ ନବୀନ

ଭୁବନେଶ୍ୱର: ରାଜ୍ୟବାସୀଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଆଉ ବର୍ଷକ ଲାଗି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ପାଇବେ ମାଗଣା ଚାଉଳ । ୨୦୨୩ ଜାନୁଆରୀରୁ ଡିସେମ୍ବର ଯାଏ ହିତାଧିକାରୀ ମାଗଣା ଚାଉଳ ପାଇବେ । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ମାସିକ ୫ କେଜି…

ଜେଲରେ ଅର୍ଚ୍ଚନା ନାଗ ଓ ଖଗେଶ୍ୱର ପାତ୍ରଙ୍କୁ ଜେରା କରିବ ଇଡି

ଭୁବନେଶ୍ୱର: ଏକାଧିକ ବାର ରିମାଣ୍ଡ ସତ୍ତ୍ୱେ ଇଡି ଆଗରେ ମୁହଁ ଖୋଲି ନଥିଲା ଅର୍ଚ୍ଚନା । ଏବେ ଇଡି ହାତରେ ଅର୍ଚ୍ଚନାଙ୍କ ଡିଜିଟାଲ୍ ଡିଭାଇସର ଫରେନ୍ସିକ ଆନାଲିସିସ୍ ରିପୋର୍ଟ ରହିଥିବା ବେଳେ ଝାରପଡ଼ା ଜେଲରେ ହେବ ଜେରା । ବ୍ଲାକମେଲିଂ ମାମଲାରେ ଅର୍ଚ୍ଚନା ନାଗ ଓ ଖଗେଶ୍ୱର ପାତ୍ରଙ୍କୁ…

ମନ୍ତ୍ରୀଙ୍କ ମନ୍ତବ୍ୟ ପାଇଁ ସରକାର ହେବେନି ଦାୟୀ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମନ୍ତ୍ରୀଙ୍କ ବିବାଦୀୟ ବୟାନ ପାଇଁ ସରକାର ଦାୟୀ ରହିବେ ନାହିଁ ଆଜି ମାନ୍ୟବର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଅଭିବ୍ୟକ୍ତର ସ୍ୱାଧୀନତା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ସମ୍ବିଧାନ ବେଂଚ ଏହି ଶୁଣାଣୀ କରିଛନ୍ତି । ବିଚାରପତି ଏସଏ ନଜିରଙ୍କ ନେତୃତ୍ୱରେ ଏହି…

ମହାନ ଟେନିସ ଖେଳାଳି ନାଭ୍ରାତିଲୋଭାଙ୍କୁ କ୍ୟାନସର

ନ୍ୟୁୟର୍କ: ଆମେରିକାର ମହାନ ମହିଳା ଟେନିସ ଖେଳାଳି ମାର୍ଟିନା ନାଭ୍ରାତିଲୋଭା କ୍ୟାନସରରେ ଆକ୍ରାନ୍ତ ହୋଇଛି । ରିପୋର୍ଟ ମୁତାବକ ୬୬ ବର୍ଷୀୟା ଏହି ଖେଳାଳିଙ୍କର ୨୦୧୦ରେ ବ୍ରେଷ୍ଟ କ୍ୟାନସର ହୋଇଥିଲା । ଏହା କିଛି ମାସର ଚିକିତ୍ସା ପରେ ଭଲ ହୋଇ ଯାଇଥିଲା । ନିକଟରେ ଡବ୍ଲ୍ୟୁଟିଏ ଫାଇନାଲ…

ବାପା ତିଆରି କରିଥିବା ଷ୍ଟାଡିୟମରେ ଖେଳିବ ପୁଅ

ଡେରାଡୁନ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ମଙ୍ଗଳବାର ବେଙ୍ଗଲ ଓ ଉତରାଖଣ୍ଡ ମଧ୍ୟରେ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ବେଙ୍ଗଲ ପକ୍ଷରୁ ଖେଳୁଥିବା ଅଭିମନ୍ୟୁ ଈଶ୍ୱରନ ପ୍ରଥମ ରଣଜୀ ମ୍ୟାଚ ଖେଳିବାକୁ ଯାଉଛନ୍ତି । ତେବେ ସବୁଠାରୁ ମଜାର କଥା ନିଜ ନାମରେ ନାମିତ ଷ୍ଟାଡିୟମରେ ସେ ତାଙ୍କ କ୍ରିକେଟ…