Latest Odisha News

BREAKING NEWS

ଅବୈଧ ରୂପରେ ରାଜଧାନୀ ଦିଲ୍ଲୀରେ ରହୁଛନ୍ତି ୯୦୦ ପାକିସ୍ତାନୀ, ପୋଲିସ ପାଖରେ ନାହିଁ ଠିକଣା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ୯୦୦ ପାକିସ୍ତାନୀ ଅବୈଧ ରୂପରେ ରହୁଛନ୍ତି । ତେବେ ସବୁଠାରୁ ଚିନ୍ତାର କଥା ପୋଲିସ ପାଖରେ ଏମାନଙ୍କ ଠିକଣା ନାହିଁ । ସେହିପରି କେତେ ବାଂଲାଦେଶୀ ଓ ରୋହିଙ୍ଗ୍ୟା ରହୁଛନ୍ତି ତାହା ମଧ୍ୟ ପୋଲିସକୁ ଜଣା ନାହିଁ । ୫୪୭୭ ବିଦେଶୀ ମଧ୍ୟ ଅବୈଧ ରୂପରେ ଏଠାରେ…

ଆଶୀକ ୩ରେ କାର୍ତିକଙ୍କ ସହ ସ୍କ୍ରିନ ଶେୟାର କରିବେ ନୂଆ ମୁହଁ

ମୁମ୍ବାଇ: ଆଶୀକ, ଆଶୀକ ୨ର ଅପୂର୍ବ ସଫଳତା ପରେ ଏକାର ମେକର୍ସ ଏବେ ତୃତୀୟ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଆଶୀକରେ ରାହୁଲ ରାୟ ଓ ଅନୁ ଅଗ୍ରୱାଲ ଏବଂ ଆଶୀକ ୨ରେ ଆଦିତ୍ୟ ରାୟ କାପୁର ଓ ଶ୍ରଦ୍ଧା କାପୁର ଏହି ଫିଲ୍ମ ମାଧ୍ୟମରେ ରାତାରାତି ଷ୍ଟାର ପାଲଟି ଯାଇଥିଲେ । ଆଶୀକ…

ଜେରେମୀ ଫରାରଙ୍କୁ ହୂର ମୂଖ୍ୟ ବୈଜ୍ଞାନିକ ଦାୟିତ୍ୱ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର(ହୂ)ର ମୂଖ୍ୟ ବୈଜ୍ଞାନିକ ଭାବେ ନିଯୁକ୍ତ ହୋଇଛନ୍ତି ଜେରେମୀ ଫରାର । ତାଙ୍କ ପୂର୍ବରୁ କୃଷି ବୈଜ୍ଞାନିକ ଏମଏସ ସ୍ୱାମୀନାଥନଙ୍କ ଝିଅ ସୌମ୍ୟା ସ୍ୱାମୀନାଥନ ଏହି ଦାୟିତ୍ୱ ସୂଚାରୁରୂପେ ତୁଲାଇ ଆସିଥିଲେ । ସୂଚନାଯୋଗ୍ୟ, ଏମଏସ ସ୍ୱାମୀନାଥନଙ୍କୁ ଭାରତର…

ଭାରତ ଓ ଦକ୍ଷିଣ ଏସିଆରେ ଭଲିବଲର ପ୍ରସାର ନିମନ୍ତେ କିସ୍‍ ଓ ଏଫ୍‍ଆଇଭିବି ମଧ୍ୟରେ ବୁଝାମଣା

ଭୁବନେଶ୍ୱର: ଭାରତ ଓ ଦକ୍ଷିଣ ଏସିଆରେ ଭଲିବଲ୍‍ର ପ୍ରସାର ନିମନ୍ତେ କିସ୍‍ ଓ ଅନ୍ତର୍ଜାତୀୟ ଭଲିବଲ୍‍ ସଂଘ (ଏଫ୍‍ଆଇଭିବି) ମଧ୍ୟରେ ସୋମବାର ସୁଇଜରଲାଣ୍ଡଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । କିସ୍‍ ପକ୍ଷରୁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିବା…

ଆଇପିଏଲ ମିନି ଅକ୍ସନ: ୪୦୫ ଖେଳାଳିଙ୍କ ଉପରେ ଲାଗିବ ବାଜି

କୋଚି: ଏଠାରେ ଡିସେମ୍ବର ୨୩ରୁ ଇଣ୍ଡିଆନ ପ୍ରିମିୟର ଲିଗର ମିନି ଅକ୍ସନ ଆୟୋଜିତ ହେବ । ୨୭୩ ଭାରତୀୟ, ୧୩୨ ବିଦେଶୀ ଓ ୪ ଆସୋସିଏଟ ଦେଶର ଖେଳାଳିଙ୍କ ସମେତ ଓଭରାଲ ୪୦୫ଜଣଙ୍କ ଉପରେ ଫ୍ରାଂଚାଇଜ ବାଜି ଲଗେଇବେ । ୯୯୧ ଖେଳାଳିଙ୍କ ମଧ୍ୟରୁ ୩୬୯ଜଣଙ୍କ ନାମ ଶର୍ଟଲିଷ୍ଟ କରାଯାଇଥିଲା । ପରେ…

ଏହି ଦେଶରେ ମାଆ ହେଲେ ମିଳିବ ୩ ଲକ୍ଷ ଟଙ୍କା

ଟୋକିଓ: ଜାପାନରେ ଯୁବପିଢ଼ୀଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଛି । ଏ ନେଇ ସରକାର ଚିନ୍ତା ବ୍ୟକ୍ତ କରିବା ସହ ଏକ ମନଲୋଭ ଅଫର ପ୍ରଦାନ କରିଛନ୍ତି । ଏହା ଅନୁସାରେ ଏଥର ବିବାହିତ ଯୋଡି ବାପାମାଆ ହେବାର ସୌଭାଗ୍ୟ ଅର୍ଜନ କଲେ ସେମାନଙ୍କୁ ସରକାରଙ୍କ ପକ୍ଷରୁ ୩ଲକ୍ଷ ଟଙ୍କା ପ୍ରଦାନ କରାଯିବ ।…

ସହଜ ଓ ସରଳ ହେଲା ରାଜ୍ୟରେ ସ୍ୱାସ୍ଥ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା

ଭୁବନେଶ୍ୱର: ରାଜ୍ୟରେ ଉଚ୍ଚ ଗୁଣାତ୍ମକମାନର ସ୍ୱାସ୍ଥ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଏବଂ ଏ କ୍ଷେତ୍ରରେ ଘରୋଇ ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ କରିବା ନିମନ୍ତେ ରାଜ୍ୟ ସରକାର ନୋ-ଅବ୍‌ଜେକ୍‌ସନ ପ୍ରମାଣପାତ୍ର ପ୍ରଦାନ ପ୍ରକ୍ରିୟାକୁ ଅଧିକ ସହଜ ଓ ସରଳ କରିଛନ୍ତ । ଏଥିପାଇଁ ଆଜି ରାଜ୍ୟ…

୨୦୧୪ରୁ ଏ ପର୍ଯ୍ୟନ୍ତ ୨୨୦ କଳାକୃତି ଭାରତକୁ ଫେରିଛି: ସଂସ୍କୃତି ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଭାରତର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଏକ ଖୁସି ଖବର ଶେୟାର କରିଛି । ଏହା ଅନୁସାରେ ଭାରତ ୨୦୧୪ ପରଠାରୁ ଚୋରୀ ହୋଇଯାଇଥିବା ୨୨୦ରୁ ଅଧିକ କଳାକୃତି ବିଭିନ୍ନ ଦେଶରୁ ଫେରାଇ ଆଣିବାରେ ସଫଳ ହୋଇଛି । ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ଟୁଇଟରେ ଉଲ୍ଲେଖ ରହିଛି…

କୋଭିଡ୍ ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାରକୁ ଫିକି ସିଏସଆର ସମ୍ମାନ

ନୂଆଦିଲ୍ଲୀ: କୋଭିଡ୍-୧୯ ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଦେଶର ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ଫିକି ସିଏସଆର ସ୍ୱତନ୍ତ୍ର ପ୍ରଶଂସା ପୁରସ୍କାରରେ ସମ୍ମାନିତ କରିଛି । ନୂଆଦିଲ୍ଲୀରେ ଅନୁଷ୍ଠିତ ଫିକି ସିଏସଆର ସମ୍ମିଳନୀରେ କେନ୍ଦ୍ର…

ମନି ଲଣ୍ଡରିଂ ମାମଲାରେ ଅର୍ଚ୍ଚନାଙ୍କୁ ଗିରଫ କଲା ED

ଭୁବନେଶ୍ୱର: କାମ ଦେଲାନି ମୁହଁ ଫୁଟାଣି । ଫୁସକି ଗଲା ଅର୍ଚ୍ଚନା ବାଣ । ଇଡି ରିମାଣ୍ଡର ପ୍ରଥମ ଦିନରେ ଅର୍ଚ୍ଚନା ଯେଉଁ କଳା ସାମ୍ରାଜ୍ୟକୁ ନେଇ ଫୁଟାଣି ମାରିଥିଲେ, ଆଜି ସେହି ମୁହଁରେ ଇଡି ତାଲା ପକାଇଛି । ୭ ଦିନିଆ ରିମାଣ୍ଡ ସରିବା ପରେ ଅର୍ଚ୍ଚନା ନାଗଙ୍କୁ ଗିରଫ କରିଥିବା ଦର୍ଶାଇଛି…