Latest Odisha News

BREAKING NEWS

ସୋସିଆଲ ମିଡିଆରେ ଟ୍ରେଣ୍ଡ କଲା ବୟକଟ ପଠାନ

ମୁମ୍ବାଇ: ଶାହାରୁଖ ଖାଁ ଅଭିନୀତ ପଠାନ ଫିଲ୍ମ ଏବେ ଚର୍ଚ୍ଚାରେ । ତେବେ ବଲିଉଡ ପାଇଁ ଗ୍ରହଣ ସାଜିଥିବା ବୟକଟ ଟ୍ରେଣ୍ଡ ପଠାନକୁ ଗ୍ରାସ କରିବାକୁ ଆସିଛି । ରିପୋର୍ଟ ମୁତାବକ ବେଶରମ ଗୀତ ରିଲିଜ ହେବା ପରେ ବୟକଟ ପଠାନ ଟ୍ରେଣ୍ଡ କରିବାରେ ଲାଗିଛି । ଯାହାକି ମେକର୍ସଙ୍କ ମୁଣ୍ଡ ବ୍ୟାଥାର କାରଣ…

ରାଜ୍ୟ ପୁସ୍ତକ ମହୋତ୍ସବରେ ଆଧୁନିକ କବିତାରେ ଜୀବନର ସ୍ୱର ଓ ସ୍ଵାକ୍ଷର” ସମ୍ପର୍କରେ ଆଲୋଚନା

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବର ଚତୁର୍ଥ ଦିନରେ "ଆଧୁନିକ କବିତାରେ ଜୀବନର ସ୍ୱର ଓ ସ୍ଵାକ୍ଷର" ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି I ଏହି ଆଲୋଚନାରେ ପ୍ରସିଦ୍ଧ ଗୁଜୁରାଟୀ କବି ସୀତାଂଶୁ ୟାଶଚନ୍ଦ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ I ତାଙ୍କ ସହ ଓଡ଼ିଆ…

ପୁସ୍ତକ ପରିଚୟ : ନଟର ଡାଏରୀ

ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା  ବହି : ନଟର ଡାଏରୀ କଥାକାର : ପ୍ରକାଶ ମହାପାତ୍ର ପ୍ରକାଶକ : ଇଭେଣ୍ଟସ୍ ପୃଷ୍ଠା ସଂଖ୍ୟା : ୨୧୬ ମୂଲ୍ୟ : ୨୫୦ ଟଙ୍କା ମାତ୍ର ଅନେକ ଅନୁଭବର ଚିତ୍ରିତ ବ୍ୟାଖ୍ୟା ନିଜ ସହ ନିଜର କଥା ଆପଣ କେବେ ନିଜ ସହ ନିଜେ କଥା ହୋଇଛନ୍ତି ? କେବେ ଚେଷ୍ଟା…

ମନୀଷ ସିସୋଡିଆଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କଲେ ସୁପ୍ରିମକୋର୍ଟ, ଖାରଜ ହେଲାନି ମାନହାନି ଆବେଦନ

ନୂଆଦିଲ୍ଲୀ: ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ତଥା ଆପର ବରିଷ୍ଠ ନେତା ମନୀଷ ସିସୋଡିଆଙ୍କ ଉପରେ ସୋମବାର ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏଥିସହ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ବିରୋଧରେ ଦାଏର କରିଥିବା ମାନହାନି ମୋକଦ୍ଦମାକୁ ଖାରଜ କରିବାକୁ ମନା କରି ଦେଇଛନ୍ତି ।…

ଭୁବନେଶ୍ୱର ରେଳ ଷ୍ଟେସନର ନବୀକରଣ କାର୍ଯ୍ୟ ତଦାରଖ ପାଇଁ ଖୋଲିଲା କ୍ୟାମ୍ପ ଅଫିସ୍

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନର ପ୍ରସ୍ତାବିତ ପୁନଃ ବିକାଶ କାର୍ଯ୍ୟ ତଦାରଖ ପାଇଁ ଷ୍ଟେସନ ସାମ୍ନାରେ ଅସ୍ଥାୟୀ କ୍ୟାମ୍ପ ଅଫିସ୍ କାର୍ଯ୍ଯ ଆରମ୍ଭ କରାଯାଇଛି । ଯାତ୍ରୀଙ୍କ ଅନୁକୂଳ ସୁବିଧା ସହିତ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ଭାବରେ ଭୁବନେଶ୍ୱର ରେଳ ଷ୍ଟେସନକୁ ପୁନଃ ବିକାଶ କରାଯାଉଛି ।…

ଗୋଲ୍ଡେନ ଗ୍ଲୋବ୍ସ ଆୱାର୍ଡ୍ସ: ୨ଟି ବିଭାଗରେ ଆରଆରଆରକୁ ନୋମିନେଶନ

ମାଡ୍ରାସ: ଦେଶ ପରେ ଏବେ ବିଦେଶରେ ଧୂମ ମଚାଉଛି ଆରଆରଆର । ବ୍ୟବସାୟୀକ ସଫଳତା ପରେ ଏସଏସ ରାଜମୌଲୀଙ୍କ ଏହି ଫିଲ୍ମ ଗୋଟିଏ ପରେ ଗୋଟିଏ ଆନ୍ତର୍ଜାତୀୟ ସମ୍ମାନ ପାଇବାରେ ଲାଗିଛି । ଲସ ଆଞ୍ଜେଲ୍ସ ଫିଲ୍ମ କ୍ରିଟିକ୍ସ ଆସୋସିଏଶନ ପୁରସ୍କାର ପରେ ଏବେ ଗୋଲ୍ଡେନ ଗ୍ଲୋବ ଆୱାର୍ଡ୍ସର ୨ଟି ବିଭାଗ ପାଇଁ…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ଫାଇନାଲ ଦୌଡରୁ ବାଦ ପଡିଲା ପାକିସ୍ତାନ, ଭାରତ ପାଇଁ ସମ୍ଭାବନା

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜିତ ହେବା ମହଙ୍ଗା ସାବ୍ୟସ୍ତ ହୋଇଛି । ଏଥିସହ ପାକିସ୍ତାନ କ୍ରିକେଟ ଟିମ ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ ଦୌଡରୁ ବାଦ ପଡିଛି । ଅପରପକ୍ଷରେ ଭାରତ ପାଇଁ ଏବେ ବି ସମ୍ଭାବନା ରହିଛି । ଟିମ ଇଣ୍ଡିଆ ଏବେ ୫୨.୦୮ ପଂଏଟ ସହ…

ବିସିସିଆଇ କଂଟ୍ରାକ୍ଟ ଲିଷ୍ଟ: ବାଦ ପଡି ପାରନ୍ତି ଈଶାନ୍ତ, ରାହାଣେ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଆଗାମୀ ସିଜନ ପାଇଁ ଅନୁବନ୍ଧିତ ଖେଳାଳିଙ୍କ ତାଲିକା ଖୁବ ଶୀଘ୍ର ଜାରୀ କରିପାରେ । ଏଥର ଅନେକଗୁଡିଏ ପରିବର୍ତନ ହେବ ବୋଲି ଆଶା କରାଯାଉଛି । ବିସିସିଆଇର ଜନୈତ ଅଧିକାରୀଙ୍କ ମତରେ ଈଶାନ୍ତ ଶର୍ମା, ରିଦ୍ଧିମାନ ଶାହ ଓ ଅଜିଙ୍କ୍ୟ ରାହାଣେ ତାଲିକାରୁ…

୧୦ ବର୍ଷ ପରେ ପିତା ହେବାକୁ ଯାଉଛନ୍ତି ରାମଚରଣ

ମାଡ୍ରାସ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ରାମଚରଣ ୧୦ ବର୍ଷ ପରେ ବାପା ହେବାକୁ ଯାଉଛନ୍ତି । ରାମଚରଣଙ୍କ ବାପା ଚିରଞ୍ଜିବୀ ଏ ସମ୍ପର୍କରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ରାମଚରଣ ଓ ଉପାସାନା ପରସ୍ପରକୁ ଭଲ ପାଇବା ପରେ ୧୪ ଜୁନ ୨୦୧୨ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ…

ଅନଲାଇନରେ ଭାରତୀୟଙ୍କ ଆଧାର, ପାନ କାର୍ଡ ତଥ୍ୟ ବିକୁଛନ୍ତି ପାକିସ୍ତାନୀ ହ୍ୟାକର୍ସ

ନୂଆଦିଲ୍ଲୀ: ତଥ୍ୟ ଲିକକୁ ନେଇ ବଡ଼ ଖବର ଆସିଛି । ଏଥରକ ହଜାର ହଜାର ଭାରତୀୟ ଆଧାର କାର୍ଡ ସହ ପାନ କାର୍ଡ ତଥ୍ୟ ଲିକ୍ ହୋଇଛି । ଆଉ ଏ ଡାଟା ଲାଗିଛି ପାକିସ୍ତାନୀ ହ୍ୟାକରଙ୍କ ହାତରେ । ପ୍ରାୟ ୫ ହଜାରରୁ ଅଧିକ ଭାରତୀୟ ନାଗରିକଙ୍କ ପାନ ସହ ଆଧାର କାର୍ଡ ସହ ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ…