Latest Odisha News

BREAKING NEWS

ବିଜେପି ନେତା ଶୁଭେନ୍ଦୁଙ୍କ କମ୍ବଳ ବଂଟା କାର୍ଯ୍ୟକ୍ରମରେ ଦଳାଚକଟା, ୩ ମୃତ

କୋଲକାତା: ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଯୋଗ ଦେଇଥିବା ଏକ କାର୍ଯ୍ୟକ୍ରମରେ ଅଘଟଣ ଘଟିଛି । ବିଜେପି ନେତା ଶୁଭେନ୍ଦୁ ଆସନସୋଲରେ କମ୍ବଳ ବଂଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମାତ୍ର ଅତ୍ୟଧିକ ଭୀଡ ହେବା ଯୋଗୁ ଦଳାଚକଟା ପରିସ୍ଥିତି ଉପୁଜିଥିଲା । ଏଥିରେ ୩ଜଣଙ୍କ…

ଜୋନାଲ ମିଟରେ ଓଡିଶାର ବୀରେନ୍ଦ୍ରଙ୍କୁ ରୌପ୍ୟ, ଜାତୀୟ ପ୍ରତିଯୋଗିତା ପାଇଁ ହାସଲ କଲେ ଯୋଗ୍ୟତା

ଇନ୍ଦୋର: ଓଡିଶାରେ କ୍ରୀଡାର ବିକାଶ ଘଟିବାରେ ଲାଗିଛି । ରାଜ୍ୟର ପ୍ରଥମ ପାରା ଶୁଟର ବୀରେନ୍ଦ୍ର ବଳିୟାରସିଂ ଇନ୍ଦୋରରେ ଅନୁଷ୍ଠିତ ତୃତୀୟ ଜୋନାଲ ପାରା ଶୁଟିଂ ଚାମ୍ପିୟନଶିପରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ଷ୍ଟାଣ୍ଡିଂ ଏସଏଚ-୧ ପୁରୁଷ ୧୦ ମିଟର ଇଭେଂଟରେ ରୌପ୍ୟ ପଦକ ଜିତିଛନ୍ତି ।…

ଅକ୍ଷୟ, କାର୍ତିକଙ୍କୁ ନେଇ ଅଡୁଆରେ ମେକର୍ସ, ହେରାଫେରୀ ୩ ପାଇଁ ଲକ କଲେ ୨ଟି ସ୍କ୍ରିପ୍ଟ

ମୁମ୍ବାଇ: ହେରାଫେରୀ ୩ ଫିଲ୍ମ ଆରମ୍ଭରୁ ଚର୍ଚ୍ଚାର କାରଣ ସାଜିଛି । ପ୍ରଡ୍ୟୁସର ଫିରୋଜ ନାଡିୟାଡୱାଲା ବର୍ତମାନେ ଏହି ଫିଲ୍ମ ପାଇଁ ୨ଟି ସ୍କ୍ରିପ୍ଟ ଲକ କରିଛନ୍ତି । ଅକ୍ଷୟ କୁମାର ଏବଂ କାର୍ତିକ ଆର୍ଯ୍ୟନଙ୍କୁ ନେଇ ଏହି ବିବାଦ ଉପୁଜିବାରୁ ମେକର୍ସ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଭୁଲ…

ନିଶାରେ ଛୋଟ କୁକୁର ଛୁଆର କାନ, ଲାଞ୍ଜ ଖାଇଦେଲେ

ବରେଲୀ: ନିଶା କଣ ବା ନ କରିପାରେ ? ବରେଲୀରେ ଜଣେ ମଦ୍ୟପ ଏ ଭଳି କାଣ୍ଡ ରଚିଛନ୍ତି ଯେ, ତାଙ୍କ ମନୁଷ୍ୟପଣିଆ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସାଙ୍ଗମାନଙ୍କ ସହ ମଦ ପିଉଥିବା ମୁକେଶ ବାଲ୍ମିକୀ ଚାଖଣ ନ ଥିବାରୁ ରାଗି ଯାଇଥିଲା । ନିଶାଗ୍ରସ୍ତ ଅବସ୍ଥାରେ ଅଭିଯୁକ୍ତ ବାଲ୍ମିକୀ ଖେଳୁଥିବା ୨ଟି…

ରଣଜୀ ଟ୍ରଫି: ବରୋଦା ବିପକ୍ଷରେ ଓଡିଶାର ଚମତ୍କାର ବ୍ୟାଟିଂ ପ୍ରଦର୍ଶନ

କଟକ: ବରୋଦା ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚର ପ୍ରଥମ ଦିବସରେ ଓଡିଶା ବ୍ୟାଟ୍ସମ୍ୟାନ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ଦ୍ୱିତୀୟ ଦିବସ ଶେଷ ସୁଦ୍ଧା ଓଡିଶା ପ୍ରଥମ ଇନିଂସରେ ୪୫୭ ରନ କରି ଅଲଆଉଟ ହୋଇ ଯାଇଛି । ଏହାର ଜବାବରେ ବରୋଦା କୌଣସି ୱିକେଟ ନ ହରାଇ ୭୭ ରନ ସଂଗ୍ରହ କରି…

ଇଂଲଣ୍ଡର ପୂର୍ବତନ ଷ୍ଟାର ଅଲରାଉଣ୍ଡର ଫ୍ଲିଂଟଫ ଦୁର୍ଘଟଣାରେ ଗୁରୁତର

ଲଣ୍ଡନ: ଇଂଲଣ୍ଡ କ୍ରିକେଟ ଦଳର ପୂର୍ବତନ ଷ୍ଟାର ଅଲରାଉଣ୍ଡର ଆଣ୍ଡ୍ର‌୍ୟୁ ଫ୍ଲିଂଟଫ କାର ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇ ପଡିଛନ୍ତି । ତାଙ୍କୁ ଏୟାରଲିଫ୍ଟ କରାଯାଇ ଡାକ୍ତରଖାନାକୁ ନିଆଯାଇଛି । ଯିବା ବାଟରେ ଡାକ୍ତର ତାଙ୍କ ଚିକିତ୍ସା କରିଥିଲେ । ଏବେ ସେ ବିପଦମୁକ୍ତ ଅଛନ୍ତି । ଦକ୍ଷିଣ…

ଶତକ ହାସଲରୁ ପୂଜାରା ବଂଚିତ, ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୨୭୮/୬

ଚଟୋଗ୍ରାମ: ଏଠାରେ ବୁଧବାରଠାରୁ ଆରମ୍ଭ ହୋଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୬ ୱିକେଟ ହରାଇ ୨୭୮ ରନ ସଂଗ୍ରହ କରିଛି । ଚେତେଶ୍ୱର ପୂଜାରା ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ ମଧ୍ୟ ଅଳ୍ପକେ ଶତକ ହାସଲରୁ ବଂଚିତ ହୋଇଥିଲେ । ସେ ୯୦ ରନ…

ଦିଲ୍ଲୀ ଏମ୍ସ ସର୍ଭର ହ୍ୟାକ କରିଥିଲା ଚୀନ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସର ସର୍ଭରକୁ ଚୀନ ହ୍ୟାକ କରିଥିବା ଜଣାପଡିଛି । ହ୍ୟାକ ହୋଇଥିବା ୧୦୦ଟି ସର୍ଭରରୁ ୫ଟିରେ ଚୀନର କାରସାଦି ଥିବା ଜଣାପଡିଛି । ଏକ ବଡଧରଣର କ୍ଷତି ପୂର୍ବରୁ ଅଧିକାରୀମାନେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାରୁ ସବୁ କିଛି ନିୟନ୍ତ୍ରଣ ମଧ୍ୟରେ ରହିଥିଲା । ତଥାପି ଅନେକ…

ଏତଲା ରଖିଲାନି ପୋଲିସ, ଲୋକସେବା ଭବନ ଆଗରେ ଫିନାଇଲ୍ ପିଇଲେ ବୃଦ୍ଧ

ଭୁବନେଶ୍ୱର: ଖୋଦ୍ ରାଜଧାନୀରେ ଲୋକଙ୍କ ଅଭିଯୋଗ ଶୁଣୁନି ପୋଲିସ । ଏକଥା ଆମେ କହୁନୁ, ବୁଧବାର ଅପରାହ୍ଣରେ ରାଜଧାନୀର ହାଇ ସିକ୍ୟୁରିଟି ଜୋନ୍ ଲୋକସେବା ଭବନ ଆଗରେ ଜଣେ ବୃଦ୍ଧ ଫିନାଇଲ୍ ପିଇବା ପ୍ରମାଣ କରିଛି । ବୟସ୍କ ନାଗରିକଙ୍କ ସୁରକ୍ଷା ଓ ସେମାନଙ୍କୁ ସବୁ କ୍ଷେତ୍ରରେ ଅଗ୍ରାଧିକାର ଦିଆ…

ସଚିନଙ୍କ ରାସ୍ତାରେ ଅର୍ଜୁନ: ପଦାର୍ପଣ ରଣଜୀ ମ୍ୟାଚରେ ଜୁନିୟର ତେନ୍ଦୁଲକରଙ୍କ ଶତକ

ମୁମ୍ବାଇ: ୧୯୮୮ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ପଦାର୍ପଣ ରଣଜୀ ମ୍ୟାଚରେ ଶତକ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାର ୩୪ ବର୍ଷ ପରେ ତାଙ୍କ ପୁଅ ଅର୍ଜୁନ ସମାନ ଶୈଳୀରେ କ୍ୟାରିୟରକୁ ଦିଗ ପ୍ରଦାନ କରିଛି । ଗୋଆ ପକ୍ଷରୁ ଖେଳୁଥିବା ୨୩ ବର୍ଷୀୟ ଅର୍ଜୁନ ରାଜସ୍ଥାନ…