Latest Odisha News

BREAKING NEWS

ବିଜେପି ଗଡ଼ରେ ବିଜେପିକୁ କଡା ଟକ୍କର ଦେବ ଆପ୍-ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ବିଜେପି ଗଡରେ ବିଜେପିକୁ କଡା ଟକ୍କର ଦେବ ଆପ୍ । ଏମିତି ଦୃଢୋକ୍ତି ବାଢିଛନ୍ତି କେଜ୍ରିୱାଲ । ଏକଜିଟ୍ ପୋଲ୍ ଉପରେ ପ୍ରତିକ୍ରିୟା ରଖିଛନ୍ତି ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ   କହିଛନ୍ତି, ଶାସକ ବିଜେପିକୁ ଚ୍ୟାଲେଞ୍ଜ କରିବା ପାଇଁ…

ଦିଲ୍ଲୀରେ ଗର୍ଜିଲେ ପଶ୍ଚିମ ଓଡ଼ିଶାବାସୀ, ସ୍ୱତନ୍ତ୍ର ହିରାଖଣ୍ଡ ରାଏଜ ଗଠନ ଦାବି

ନୂଆଦିଲ୍ଲୀ: ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ୍ କରାଯାଉ । ଗଠନ ହେଉ ସ୍ୱତନ୍ତ୍ର ହିରାଖଣ୍ଡ ରାଏଜ୍ । ଏହି ୨ଟି ପ୍ରମୁଖ ଦାବିକୁ ନେଇ ଦିଲ୍ଲୀର ଯନ୍ତରମନ୍ତରରେ ଧାରଣା ଦେଇଛନ୍ତି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଲୋକ । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ…

ଇଡି ସାମ୍ନାରେ ସତ ଓଗାଳି ପାରନ୍ତି ଅର୍ଚ୍ଚନା

ଭୁବନେଶ୍ୱର:ଇଡି ସାମ୍ନାରେ ସବୁ ସତ ଖୋଲି ପାରନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ବଡବଡିଆଙ୍କ ମୁଖା ଖୋଲି ଦେଇ ପାରନ୍ତି । ଆଜି ଗଣମାଧ୍ୟମ ସାମ୍ନାରେ ଏମିତି କିଛି ସୂଚନା ଦେଇ ଯାଇଛନ୍ତି ଅର୍ଚ୍ଚନା । ଆଜି ଇଡି ସାମ୍ନାକୁ ଯିବା ପୂର୍ବରୁ ଅର୍ଚ୍ଚନାଙ୍କୁ ଡାକ୍ତର ଚେକଅପ ପାଇଁ…

୨୦୨୨ର ଏହି ପରାଜୟକୁ ଭୁଲି ପାରିବେନି ଭାରତୀୟ କ୍ରିକେଟପ୍ରେମୀ

୨୦୨୨ ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ମିଶ୍ରିତ ଫଳ ଆଣିଛି । ଓଭରାଲ ଟିମ ଇଣ୍ଡିଆ ୬୭ ଆନ୍ତର୍ଜାତୀୟ ମ୍ୟାଚ ଖେଳି ୪୩ ବିଜୟ ହାସଲ କରିଛି । ପ୍ରଦର୍ଶନ ବିଚାରକୁ ନେଲେ ଏହା ଏତେଟା ଖରାପ ନୁହେଁ । ମାତ୍ର ୬ଟି ପରାଜୟକୁ ଭାରତୀୟ ପ୍ରଶଂସକ ଭୁଲି ପାରି ନାହାନ୍ତି । ଦକ୍ଷିଣ ଆଫ୍ରିକାଠାରୁ…

ଫିଫା ବିଶ୍ୱକପ: ବ୍ରାଜିଲ, କ୍ରୋଏସିଆ କ୍ୱାର୍ଟରରେ

ଦୋହା: ୫ଥର ଚାମ୍ପିୟନ ବ୍ରାଜିଲ ଚମତ୍କାର ପ୍ରଦର୍ଶନ କରି ଚଳିତ ଫିଫା ବିଶ୍ୱକପ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ବ୍ରାଜିଲ ୪-୧ ଗୋଲରେ ଦକ୍ଷିଣ କୋରିଆକୁ ସହଜରେ ପରାସ୍ତ କରିଥିଲା । ଭିନିସିୟସ ଜୁନିୟରମ(୭ମ), ନେମାର (୧୩ତମ), ରିଚାର୍ଲିସନ (୨୯ତମ) ଓ ଲୁକାସ ପାକ୍ୱେଟା ୩୬ତମ ମିନିଟରେ…

ବିମାନବନ୍ଦରରେ ଓହ୍ଲାଇଲା ବିଶ୍ୱର ସବୁଠାରୁ ବଡ କାର୍ଗୋ ବିମାନ ‘ବେଲୁଗା’

ହାଇଦ୍ରାବାଦ:ବିମାନବନ୍ଦରରେ ଓହ୍ଲାଇଲା ବିଶ୍ୱର ସବୁଠାରୁ ବଡ କାର୍ଗୋ ବିମାନ  ବେଲୁଗା । ମଙ୍ଗଳାବର ହାଇଦ୍ରାବାଦ ରାଜୀବ ଗାନ୍ଧୀ ଅର୍ନ୍ତଜାତୀୟ ବିମାନବନ୍ଦରରେ ଓହ୍ଲାଇଛି ଏହି  କାର୍ଗୋ ବିମାନ । ଏୟାରବସ୍ ବେଲୁଗା ଏଭଳି ଏକ କାର୍ଗୋ ବିମାନ ଯାହା ଦେଖିବାକୁ ଏକ ବଡ ହ୍ୱିଲ ମାଛ ପରି  ।…

ଛୁରାମାଡ଼ରେ ଯୁବକ ଗୁରୁତର ଆହତ

ବଡ଼ବିଲ : ପୁରୁଣା ବସ ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼ । ବସ ଷ୍ଟାଣ୍ଡରେ ଥିବା ଏକ ଚା’ ଦୋକାନ ନିକଟରେ ଯୁବକଙ୍କୁ ଛୁରାମାଡ଼ କରାଯାଇଛି । ଆହତ ହୋଇଥିବା ଯୁବକଙ୍କ ନାମ ଏମ୍ ଡି ଆକବର । ସେ ନ୍ୟୁ ମାର୍କେଟ ଅଞ୍ଚଳର ବୋଲି ଜଣାପଡ଼ିଛି  । ଛୁରାମାଡ଼ ଯୋଗୁଁ ତାଙ୍କ ଯୁବକ ଜଣକର ବାମପଟ ପେଟରେ…

ଆଜି ସନ୍ଧ୍ୟାରେ ଅବପାତରେ ପରିଣତ ହେବ ଲଘୁଚାପ, ୮ ସକାଳେ ବାତ୍ୟା ଛୁଇଁପାରେ ସ୍ଥଳଭାଗ

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ସକ୍ରିୟ ରହିଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆଜି ସନ୍ଧ୍ୟାରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ଏହା ପରେ ଅବପାତ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି…

ଅର୍ଚ୍ଚନାଙ୍କ ମୁହଁରୁ ସତ ଉଗାରିବ ଇଡି, ଖୋଲିବ କଳାସାମ୍ରାଜ୍ୟର ଗୁମର ?

ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଆଜିଠୁ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗକୁ ରିମାଣ୍ଡରେ ନେବ । ପଚାରିବ ୫ ବର୍ଷରେ ନାଗ-ଚାନ୍ଦ ଦମ୍ପତି କେମିତି ହେଲେ କୋଟିପତି । କାହାକୁ କାହାକୁ ହନିଟ୍ରାପରେ ଫସାଇ ଅର୍ଚ୍ଚନା ବ୍ଲାକମେଲ୍ କରି ଆଣିଛନ୍ତି କଳାଧନ । ସୋମବାର ଖୋର୍ଦ୍ଧା…