Latest Odisha News

BREAKING NEWS

ଜାତୀୟ ରଗବୀ ଟିମରେ ଓଡିଶାରୁ ୧୦ ଖେଳାଳି

ଭୁବନେଶ୍ୱର: ୧୮ ବର୍ଷରୁ କମ ବାଳକ ଓ ବାଳିକା ଏସିଆନ ରଗବୀ ଚାମ୍ପିୟନଶିପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଘୋଷିତ ଭାରତୀୟ ଦଳରେ ୫ ବାଳିକାଙ୍କ ସମେତ ଓଡିଶା ୧୦ଜଣ ସ୍ଥାନ ପାଇଛନ୍ତି । ନେପାଳର କାଠମାଣ୍ଡୁରେ ଡିସେମ୍ବର ୧୧ ଓ ୧୨ରେ ଏହି ଚାମ୍ପିୟନଶିପ ଆୟୋଜିତ ହେବ । ୧୮ଜଣିଆ ବାଳିକା…

ଫିଫା ବିଶ୍ୱକପ: ଫ୍ରାନ୍ସ-ଇଂଲଣ୍ଡ କ୍ୱାର୍ଟର ଫାଇନାଲ ମୁକାବିଲା

ଦୋହା: ଚଳିତ ଫିଫା ବିଶ୍ୱକପ ଫୁଟବଲରେ ଆର୍ଜେଂଟିନା-ନେଦରଲାଣ୍ଡ ଓ ଫ୍ରାନ୍ସ-ଇଂଲଣ୍ଡ କ୍ୱାର୍ଟର ଫାଇନାଲରେ ପରସ୍ପରକୁ ଭେଟିବ । ପ୍ରି-କ୍ୱାର୍ଟରରେ ଫ୍ରାନ୍ସ ୩-୧ ଗୋଲରେ ପୋଲାଣ୍ଡକୁ ଓ ଇଂଲଣ୍ଡ ୩-୦ରେ ସେନେଗାଲକୁ ପରାସ୍ତ କରିଥିଲା । ଫ୍ରାନ୍ସ ପକ୍ଷରୁ ଓଲିଭର ଗିରୋଡ ୪୪ତମ ଏବଂ କାୟଲିନ…

ଜାଗା ମିଶନ୍‌ରେ ଚିହ୍ନଟ ହେବେ ବସ୍ତି ବାସିନ୍ଦା;ଆରମ୍ଭ ହେବ ତଥ୍ୟ ସଂଗ୍ରହ

ବ୍ରହ୍ମପୁର:ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପଟ୍ଟା ପ୍ରଦାନ ପାଇଁ ବ୍ରହ୍ମପୁର ମହାନଗର ନିଗମ ତରଫରୁ ଗତ ୧୦ ତାରିଖରୁ ଚାଲିଥିବା ଡ୍ରୋନ୍‌ ସର୍ଭେ ଶେଷ ହୋଇଯାଇଛି। ସୋମବାର ଠାରୁ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମହାନଗର ନିଗମର ସମ୍ମିଳନୀ କକ୍ଷରେ ଆରମ୍ଭ ହୋଇଯାଇଛି। ଡ୍ରୋନ୍‌…

ଏଏଫସି ଏସିଆନ କପ ୨୦୨୭: ଆୟୋଜକ ଦୌଡରୁ ଓହରିଲା ଭାରତ

ନୂଆଦିଲ୍ଲୀ:ଏଏଫସି ଏସିଆନ କପ ୨୦୨୭ ଆୟୋଜକ ଦୌଡରୁ ଭାରତ ଓହରି ଯାଇଛି । ଫଳରେ ସାଉଦି ଆରବ ଆୟୋଜକ ଅଧିକାର ହାତେଇବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ଏହି ଦୌଡରେ ଅନ୍ୟ କୌଣସି ଦେଶ ବିଡ ଦାଖଲ କରି ନାହାନ୍ତି । ଏସିଆନ ଫୁଟବଲ ମହାସଂଘ ମଧ୍ୟ ଭାରତ ଏବଂ ସାଉଦି ଆରବ ମଧ୍ୟରୁ ଏହି ଅଧିକାର ମିଳିବ…

କୁମ୍ବଲେଙ୍କୁ ପଛରେ ପକାଇବା ସହ ନୂତନ କୀର୍ତିମାନ ସ୍ଥାପନ କଲେ ଆଣ୍ଡରସନ

ରାୱଲପିଣ୍ଡି: ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟରେ  ଇଂଲଣ୍ଡ ୭୪ ରନରେ ପାକିସ୍ତାନକୁ ପରାସ୍ତ କରିଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ୧-୦ର ଅଗ୍ରଣୀ ହାସଲ କରି ନେଇଛି । ଏହି ମ୍ୟାଚରେ ଇଂଲଣ୍ଡ ପେସର ଜେମ୍ସ ଆଣ୍ଡରସନ ୱିକେଟ ହାସଲରେ ଭାରତର ଅନୀଲ କୁମ୍ବଲେଙ୍କୁ ପଛରେ…

ପୋଷା କୁକୁରକୁ ଧରି ବାଇକ ଚଢି ଆସିଲେ ବର, ଭିଡିଓ ଭାଇରାଲ

ବାହାଘରକୁ ସ୍ମରଣୀୟ କରିବା ପାଇଁ ସମସ୍ତେ ଚାହାନ୍ତି । କେଉଁଠି ବର ହେଲିକପ୍ଟରରେ ଆସନ୍ତି ତ କେଉଁଠି ଘୋଡାରେ ଚଢି । କାହା ବାହାଘର କେତେ ଆଡମ୍ବରରେ ହେଉଛି ସେଥିପାଇଁ ମଧ୍ୟ ହୁଏ ପ୍ରତିଯୋଗିତା । ପାଣି ପରେ ବହିଯାଏ ଅର୍ଥ । ହେଲେ ଏ ବାହାଘରରେ ଆଡମ୍ବର ନାହିଁ କିନ୍ତୁ ସ୍ମରଣୀୟ । ବର ସହ…

ଭୂମି ମାଫିଆ କବଜା କଲେ ଗାୟକ ଲକି ଅଲୀଙ୍କ ଫାର୍ମ ହାଉସ

ମୁମ୍ବାଇ: ବଲିଉଡର ସିନିୟର ଗାୟକ ଲକି ଅଲୀ ଏବେ ଅଡୁଆରେ ପଡିଛନ୍ତି । ତାଙ୍କ ଫାର୍ମ ହାଉସକୁ ଭୂମି ମାପିଆମାନେ କବଜା କରି ନେଇଥିବା ସେ ସୋସିଆଲ ମିଡିଆରେ ଜଣାଇଛନ୍ତି । ସେ ତାଙ୍କ ଆକାଂଉଟରେ କର୍ଣ୍ଣାଟକ ଡିଜିପିଙ୍କୁ ମଧ୍ୟ ପତ୍ର ଲେଖି ଏ ସମ୍ପର୍କରେ ଜଣାଇଛନ୍ତି । ଏହି ପତ୍ରରେ ସେ କେତେଜଣ…

ରାଜଧାନୀରେ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀରୁ ମିଳିଲା ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ । ଉଭୟେ ଆତ୍ମହତ୍ୟା କରିଛନ୍ତି ନା ଏହା ଏକ ହତ୍ୟା ଘଟଣା ତାହା ସ୍ପଷ୍ଟ ଜଣାପଡ଼ି ନାହିଁ । ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି । ମୃତ ପ୍ରେମୀ ଯୁଗଳ ହେଲେ ଚିତ୍ରସେନ୍ ଗୌଡ଼ ଓ ପି.ବର୍ଷା ରେଡ୍ଡୀ । ଚତ୍ରସେନଙ୍କ ଘଣ…

ଚୀନର ନୂଆ ପ୍ଲାନ: ଆମେରିକାକୁ ଜବାବ ଦେବାକୁ ଜିନପିଙ୍ଗଙ୍କ ସାଉଦୀ ଆରବ ଗସ୍ତ

ନୂଆଦିଲ୍ଲୀ: କିଏ ହେବ ଶକ୍ତିଶାଳୀ ? କାହାର କ୍ଷମତା ହେବ ସବୁଠାରୁ ଅଧିକ ? ଦୁଇ ପ୍ରଭାବଶାଳୀ ଦେଶ ଆମେରିକା-ଚୀନ ମଧ୍ୟରେ ଚାଲିଛି ପ୍ରତିଯୋଗିତା । ଏହି କାରଣକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା  ବି ବଢିଚାଲିଛି । ତାଇବାନକୁ ନେଇ ହେଉ ବା ଅନ୍ୟ ଯେ କୌଣସି ପ୍ରସଙ୍ଗକୁ ନେଇ ହେଉ, ଦୁଇ ଦେଶ…

ବାକି ଟଙ୍କା ମାଗିବାରୁ ଦୋକାନରେ ଲଗାଇଲେ ନିଆଁ

ମୟୁରଭଞ୍ଜ : କପ୍ତିପଦା ଥାନା ଅନ୍ତର୍ଗତ ଶାଳଚୁଆ ଗାଁରେ ଅଭାବନୀୟ ଘଟଣା ଘଟିଛି । ବାକି ଟଙ୍କା ମାଗିବାରୁ ଯୁବକଙ୍କ ଉନ୍ମତକାଣ୍ଡ । ସୂଚନା ଅନୁଯାୟୀ ଶାଳଚୁଆ ଗାଁରେ ଆଦିକନ୍ଦ ବାରିକ ଏକ ଗ୍ରୋସରୀ ଦୋକାନ କରିଥିଲେ । ଆଦିକନ୍ଦଙ୍କ ଦୋକାନରୁ ସଞ୍ଜୟ ଜେନା ନାମକ ଜଣେ ଯୁବକ ବାକିରେ ସାମଗ୍ରୀ…