Latest Odisha News

BREAKING NEWS

ଦକ୍ଷିଣ ଆଣ୍ଡାମାନ୍‌ ସମୁଦ୍ରରେ ଲଘୁଚାପ କ୍ଷେତ୍ର, ହୋଇପାରେ ବାତ୍ୟା

ନୂଆଦିଲ୍ଲୀ:ବଙ୍ଗୋପ ସାଗରରେ ବାତ୍ୟା ଆଶଙ୍କା  ।  ଦକ୍ଷିଣ ଆଣ୍ଡାମାନ୍‌ ସମୁଦ୍ରରେ ସୃଷ୍ଟି ହୋଇଛି  ଲଘୁଚାପ କ୍ଷେତ୍ର । ଏହା  ଘନିଭୂତ ହୋଇ ନେଇପାରେ ସାମୁଦ୍ରିକ ଝଡ଼ର ରୂପ । ଏମିତି କିଛି ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହି ସାମୁଦ୍ରିକ ଝଡ଼  ଦକ୍ଷିଣ-ପଶ୍ଚିମମୁହାଁ ହୋଇ ଉତ୍ତର…

ନ୍ୟୁଡ କଲ ହେଲା କାଳ; ନଦୀକୁ ଡେଇଁ ପଡିଲେ ବ୍ୟାଙ୍କ ଅଧିକାରୀ

ସୁବର୍ଣ୍ଣପୁର: ସାମ୍ନାକୁ ଆସିଲା  ବ୍ୟାଙ୍କ ଅଧିକାରୀ ଦିବ୍ୟ ରଂଜନ ମିଶ୍ର ଆତ୍ମହତ୍ୟା ଘଟଣାର ନୂଆ ଟ୍ୱିଷ୍ଟ । କାହିଁକି ଆତ୍ମହତ୍ୟା କଲେ ଦିବ୍ୟରଞ୍ଜନ ? କ’ଣ ଥିଲା ମଜବୁରୀ ? ଏହାର  ରହସ୍ୟ ଖୋଲିଛି ସୁବର୍ଣ୍ଣପୁର ପୋଲିସ l ଦିବ୍ୟ ରଂଜନ ମିଶ୍ର ଆତ୍ମହତ୍ୟା ପଛର କାରଣ ଥିଲା ନ୍ୟୂଡ କଲ l…

ମହାନତା ଦେଖାଇଲେ ବିଧାୟିକା, ଆହତ ମହିଳାଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନା ନେଲେ

କୋରାପୁଟ:ଭୋଟ ପରେ ଭୋଟରଙ୍କୁ ଭୁଲଯାନ୍ତି ନେତା । ଭୋଟ ସମୟରେ ଯାହାର ଦ୍ୱାର ସବୁବେଳେ ଖୋଲାଥାଏ ଭୋଟ ଜିତିଲା ପରେ ସେ ଦ୍ୱାର ଭୋଟରଙ୍କ ପାଇଁ ଖୁବ କମ ଖୋଲିଥାଏ । ଏହା ସାଧାରଣତ କଥା । ହେଲେ ଏଠି ଏ କି ବିଡମ୍ବନା ? ରାସ୍ତାରେ ପଡି ଛଟପଟ ହେଉଥିବା ଜଣେ ମହିଳାଙ୍କୁ ବିଧାୟିକା ନିଜେ…

ବଙ୍ଗୋପସାଗରରେ ଭୂମିକମ୍ପ, ତୀବ୍ରତା ୫.୧

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଭୂକମ୍ପ ଝଟ୍‌କା । ସମୁୂଦ୍ର ଭିତରେ  ଅନୁଭୂତ ହୋଇଛି ଏହି ଭୂକମ୍ପ । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୧ ରହିଛି ।   ସମୁଦ୍ର ଭିତରେ ହୋଇଥିବା ଏହି  ଭୂକମ୍ପ ଝଟ୍‌କା ନେଇ  ସୂଚନା ଦେଇଛି NCS। ଆଜି ସକାଳ ୮ଟା ୩୨ରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା…

କବିତା : ପରିଚୟ

ରୋଜାଲିନ୍ ମିଶ୍ର ଯଦି କେବେ ତୁମେ ବର୍ଷ। ହୋଇ ଏ ଜୀବନ ମରୁଦ୍ୟାନେ ପଡ଼ ଝରି, ମୁଁ ତୁମକୁ ଆବୋରି ନେବି ଅଧର ଆଶ୍ଲେଷ ଦେଇ, ଏଇ ବିରାଟ ସତ୍ତାର ପ୍ରତ୍ୟେକଟି ନୂତନ ପଲ୍ଲବର ଅନ୍ତରାଳେ ଲୁକ୍କାୟିତ ଅସ୍ତିତ୍ବ ପାଇଁ ମୁଁ ତୁମକୁ ଖୋଜିବି, ଆଉ ଜୀବନର ରନ୍ଧ୍ରେ ରନ୍ଧ୍ରେ ଅନୁଭବ…

ଗରୁଡ଼ ପୁରାଣ ଅନୁସାରେ ଏହି ୫ଟି ଅଭ୍ୟାସ ପାଇଁ ଆପଣ ହୋଇ ପାରନ୍ତି କାଙ୍ଗାଳ

ହିନ୍ଦୁ ଧର୍ମର ୧୮ଟି ବଡ଼ ପୁରାଣ ମଧ୍ୟରୁ ଗରୁଡ଼ ପୁରାଣ ଅନ୍ୟତମ । ଗରୁଡ଼ ପୁରାଣରେ ମୁଖ୍ୟ ଦେବତା ବିଷ୍ଣୁ । ଭଗବାନ ବିଷ୍ଣୁ ତାଙ୍କ ବାହନ ଅନେକ ପ୍ରଶ୍ନ ପଚାରିଥିବା ବେଳେ ଭଗବାନ ବିଷ୍ଣୁ ଉତ୍ତର ଦେଇଥିବା ମାନ୍ୟତା ରହିଛି । କୁହାଯାଏ ମଣିଷ ଜୀବନକୁ ସରଳ ଓ ସୁନ୍ଦର କରିବା ଲାଗି ଏଥିରେ ଅନେକ…

ବସକୁ ଅପେକ୍ଷା କରିଥିଲେ ଯାତ୍ରୀ, ଦଳିଦେଲା ଟ୍ରକ

ଭୋପାଳ : ମଧ୍ୟପ୍ରଦେଶ ରତଲାମ ଜିଲ୍ଲାରେ ଘଟିଛି ଭୟାବହ ଦୁର୍ଘଟଣା । ବସ୍‌ ଷ୍ଟପ୍‌ରେ ଯାତ୍ରୀଙ୍କ ଉପରେ ମାଡ଼ି ଯାଇଛି ଟ୍ରକ୍‌।  ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି ।  ପୋଲିସ ଟ୍ରକ ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ କରିଛି। ରବିବାର ଟ୍ରକଟି ଦ୍ରୁତ…

ଆସନ୍ତା ୨୫ ବର୍ଷ ଭିତରେ ଭାରତ ବିଶ୍ଵଗୁରୁ ପାଲଟି ଯାଇଥିବ- ରାଷ୍ଟ୍ରପତି

ବିଶାଖାପଟନମ: ଭାରତ ଦିନେ ବିଶ୍ୱଗୁରୁ ପାଲଟିବ । ସେ ଦିନ ଖୁବ ଶିଘ୍ର ଆସିବ । ଭାରତ ଯେତେବେଳେ ସ୍ବାଧୀନତାର ୧୦୦ ବର୍ଷ ପୂର୍ତ୍ତି ପାଳନ କରୁଥିବ ଅର୍ଥାତ ୨୦୪୭ ସୁଦ୍ଧା ଭାରତ ବିଶ୍ୱ ଗୁରୁ ହୋଇ ସାରିଥିବ । ରାଷ୍ଟପ୍ରତି ଦ୍ରୌପଦୀ ମୁର୍ମୁ ଏମିତି ଆସ୍ଥା ପ୍ରକଟ କରିଛନ୍ତି । ବିଶାଖାପଟନମର…

ମୁସଲିମ ମହିଳାଙ୍କୁ ନିର୍ବାଚନ ଟିକେଟ ଦେବା ଇସଲାମ ବିରୋଧୀ: ଶବିର ଅହମ୍ମଦ ସିଦ୍ଦିକ

ଅହମ୍ମଦାବାଦ: ଅଲ ଇଣ୍ଡିଆ ୟୁନାଇଟେଡ ଡମୋକ୍ରାଟିକ ଫ୍ରଣ୍ଟର ସଭାପତି ବଦରୁଦିନ ଅଜମଲଙ୍କ ପରେ ପୁଣି ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଗୁଜରାଟର ଅହମ୍ମଦାବାଦରେ ଥିବା ଜାମା ମସଜିଦର ଶାହି ଇମାମ ଶବିର ଅହମ୍ମଦ ସିଦ୍ଦିକ। ସିଦ୍ଦିକ କହିଛନ୍ତି, ନିର୍ବାଚନରେ ମୁସଲିମ ମହିଳାଙ୍କୁ ଟିକେଟ…

ଗାନ୍ଧିନଗରରେ ମା’ ଙ୍କୁ ଭେଟିଲେ ମୋଦି, ପାଦ ଛୁଇଁଲେ, ଆଶୀର୍ବାଦ ନେଲେ

ନୂଆଦିଲ୍ଲୀ: ଅନେକ ଦିନ ପରେ ମା’ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସନ୍ଧ୍ୟାରେ ଗାନ୍ଧିନଗରରେ  ମାଆ ହୀରାବେନଙ୍କୁ ଭେଟିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଗାନ୍ଧୀନଗର ତାଙ୍କ ଘରେ ପହଞ୍ଚିଥିଲେ । ମା’ଙ୍କ ପାଦ ଛୁଇଁ ପ୍ରଣାମ  କରିବା ସହ…