Latest Odisha News

BREAKING NEWS

ଇଡିରେ ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନ ହାଜର, ଜମି କିଣାର ହେବ ଖୋଳତାଡ଼

ଭୁବନେଶ୍ୱର: ଅକୁହା କଥା କହିବେ ଅର୍ଚ୍ଚନାଙ୍କ ଡ୍ରାଇଭର । ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନ । ବ୍ଲାକମେଲର ଅର୍ଚ୍ଚନା ନାଗ ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ଇଡି ଅର୍ଚ୍ଚନା-ଜଗବନ୍ଧୁ ଓ ଖଗେଶ୍ୱର କିଣିଥିବା ଜମିର ଖୋଳତାଡ଼ କରିବ । କିଣିଥିବା ଜମିର ମୂଲ୍ୟ କେତେ ? କେତେ…

୫ ବର୍ଷ ନାବାଳିକାକୁ ବଳାତ୍କାର କଲା ହେଲେ ସଜା ମିଳିଲା ୫ ଥର ବସ୍ଉଠ

ପାଟନା: ପୁଣି ସାମ୍ନାକୁ ଆସିଲା ସାଂଘାତିକ ଘଟଣା । ଯେତିକି ଲଜ୍ଜାଜନକ ସେତିକି ହୃଦୟବିଦାରକ । ୫ ବର୍ଷର ଝିଅକୁ ବଳାତ୍କାର ଆଉ ଅଭିଯୁକ୍ତକୁ ମିଳିଲା ଉଠବସ ସଜା । ବିହାରର ନାବାଦାରେ ଘଟିଛି ଏପରି ଘଟଣା । ହେଲେ ଅଭିଯୁକ୍ତକୁ କଠୋରରୁ କଠୋର ସଜା ଦେବା ପରିବର୍ତ୍ତେ ଗ୍ରାମବାସୀ ଏକ ବୈଠକ କରି…

୧୩ ବର୍ଷରୁ କମ ଜାତୀୟ ବ୍ୟାଡମିଂଟନ ଚାମ୍ପିୟନଶିପ : ଓଡିଶାର ତନଭୀ ଜିତିଲେ ଟାଇଟଲ

ଭୁବନେଶ୍ୱର: ୧୩ ବର୍ଷରୁ କମ ଜାତୀୟ ବ୍ୟାଡମିଂଟନ ଚାମ୍ପିୟନଶିପରେ ଓଡିଶାର ତନଭି ପତ୍ରୀ ଚମତ୍କାର ପ୍ରଦର୍ଶନ କରି ଟାଇଟଲ ଜିତିଛନ୍ତି । ଲକ୍ଷ୍ନୌରେ ଏହି ଚାମ୍ପିୟନଶିପ ଆୟୋଜିତ ହେଉଥିଲା । ରିପୋର୍ଟ ମୁତାବକ ଟାଇଟଲ ସହ ତନଭୀ ୬୦ ହଜାର ପୁରସ୍କାର ରାଶି ମଧ୍ୟ ହାସଲ କରିଛନ୍ତି । ବାଙ୍ଗାଲୋରର…

ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ପ୍ରଫେସର ସୂର୍ଯ୍ୟକାନ୍ତ ଦାସ ସ୍ମାରକୀ’ ବକୃତା

ଭୁବନେଶ୍ୱର : ସ୍ନାତକୋତ୍ତର ବାଣିଜ୍ୟ ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ସୂର୍ଯ୍ୟକାନ୍ତ ଦାସ ସ୍ମୃତି ସଂସଦ ମିଳିତ ଆନୁକୁଲ୍ୟରେ ୧୯ତମ 'ପ୍ରଫେସର ସୂର୍ଯ୍ୟକାନ୍ତ ଦାସ ସ୍ମାରକୀ ବକୃତା' ଅନୁଷ୍ଠିତ ହୋଇଯାଇଛି। ପ୍ରଫେସର ଦାସ ଆମେରିକାରେ ନିଜର ଉଚ୍ଚ ଶିକ୍ଷା ସମାପ୍ତ କରି ୧୯୬୨ ମସିହାରେ…

କବିତା : ଭଙ୍ଗା ଶଗଡ଼

ପିନାକୀ ମିଶ୍ର ଗାଁଦାଣ୍ଡ ରଗଡ଼ାବାଲିରେ ଦିନେ ଗଡୁଥିଲା ଚକ, ଗଡ଼ ଜିଣିବା ଠାଣିରେ ତାମଡ଼ା ବଳଦଙ୍କ ବେକହଲା ଚାଲି, କ୍ଷେତଖମାର, ଲକ୍ଷ୍ମୀଖଳା ଥିରିପବନ, ମୁଣ୍ଡଖରା, କୃଷକଛାତିର ଝାଳ ,ସବୁକୁ ଠୁଳେଇ ଗାଁରେ ଗଦଉଥିଲା ଆହାର, ହସର ଧାରେ ସରୁଗାର ପରବପିଠାର ପୁରିଲାଘର, ପୁଡୁଗଧାନ…

ପୁରୀର ବାଡ଼ିଆ ଡାଲ୍‌ମା

ପ୍ରବାସିନୀ ନନ୍ଦଙ୍କ ରନ୍ଧାବଢ଼ାରୁ 'ପୁରୀର ବାଡ଼ିଆ ଡାଲ୍‌ମା' ସଂସ୍କୃତି ଓ ଐତିହ୍ୟର ସହର ପୁରୀ, ଜଗତର ନାଥ ଜଗନ୍ନାଥଙ୍କ ସହିତ ଓତପ୍ରୋତ ଭାବେ ଜଡ଼ିତ । ଏଠି ଦେଖିବାକୁ ମିଳିଥାଏ ଏକ ନିଆରା ଚଳଣୀ । ଜଗନ୍ନାଥଙ୍କ ମହାପ୍ରସାଦରେ ଅନ୍ନ, ଡାଲମା, ବେସର, ମହୁର, ଶାଗ, ସମସ୍ତଙ୍କୁ…

ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରଫେସର ସୂର୍ଯ୍ୟକାନ୍ତ ଦାସ ସ୍ମାରକୀ ବକ୍ତୃତା

ଭୁବନେଶ୍ୱର: ସ୍ନାତକୋତ୍ତର ବାଣିଜ୍ୟ ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ପ୍ରଫେସର ସୂର୍ଯ୍ୟକାନ୍ତ ଦାସ ସ୍ମୃତି ସଂସଦ ମିଳିତ ଆନୁକୁଲ୍ୟରେ ୧୯ତମ ପ୍ରଫେସର ସୂର୍ଯ୍ୟକାନ୍ତ ଦାସ ସ୍ମାରକୀ ବକ୍ତୃତା ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଶ୍ୱବିଦ୍ୟାଳୟର ସମାନନୀୟ…

ଗଲୱାନ ଟୁଇଟ ବିବାଦ: କ୍ଷମା ମାଗିଲେ ରିଚା, ଅକ୍ଷୟ କହିଲେ କୃତଘ୍ନ ହେବା ଠିକ ନୁହେଁ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରିଚା ଚଡ୍ଡାଙ୍କୁ ସେନା ଏବଂ ଗଲୱାନ ସମ୍ପର୍କୀତ ଟୁଇଟ ନେଇ ଅପଦସ୍ତ ହେବାକୁ ପଡିଛି । ତାଙ୍କର ଏହି ଟୁଇଟ ବିବାଦୀୟ ଏବଂ ଅସନ୍ତୋଷ ସୃଷ୍ଟି କରିବାରୁ ଶେଷରେ ସେ କ୍ଷମା ପ୍ରାର୍ଥନା କରିଛନ୍ତି । ଯଦି ମୋର କୌଣସି ଟୁଇଟ ଆପଣମାନଙ୍କୁ ଆଘାତ ଦେଇଛି ତାହାହେଲେ ମୁଁ…

ଉପ ରାଜ୍ୟପାଳଙ୍କ ହସ୍ତକ୍ଷେପ ପରେ ମହିଳାଙ୍କ ପ୍ରବେଶ କଟକଣା ଉଠାଇଲେ ଜାମା ମସଜିଦ

ନୂଆଦିଲ୍ଲୀ: ଜାମା ମସଜିଦ ମଧ୍ୟକୁ ଏକୁଟିଆ ମହିଳାଙ୍କ ପ୍ରବେଶ ଉପରେ ଗୁରୁବାର ଏହାର ମ୍ୟାନେଜମେଂଟ କମିଟି କଟକଣା ଲଗାଇଥିଲେ । ତେବେ ଏହି ନିଷ୍ପତିକୁ ତୀବ୍ର ବିରୋଧ ହୋଇଥିଲା । ଦିଲ୍ଲୀର ଉପ ରାଜ୍ୟପାଳ ଭିକେ ସକ୍ସେନା ଏ ନେଇ ଜାମା ମସଜିଦ କମିଟି ସହ ଆଲୋଚନା କରିଥିଲେ । ଏହା ପରେ ଶାହି ଇମାମ…

ଧାୱନଙ୍କ ନେତୃତ୍ୱରେ ଭାରତ ହାରିନି ଦିନିକିଆ କ୍ରିକେଟ ସିରିଜ

ଅକଲାଣ୍ଡ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ କ୍ରିକେଟ ସିରିଜ ଶୁକ୍ରବାରଠାରୁ ଅକଲାଣ୍ଡରେ ହାରିବ । ଟି୨୦ ସିିରିଜ ଜିତିବା ପରେ ଭାରତର ନଜର ଏହା ଉପରେ ରହିଛି । ଭାରତର ଅଧିନାୟକ ଶିଖର ଧାୱନ ଦଳର ନେତୃତ୍ୱ ସୁଚାରରୁରୂପେ ତୁଲାଇ ଆସିଛନ୍ତି । ତାଙ୍କ ନେତୃତ୍ୱରେ ଭାରତ…