Latest Odisha News

BREAKING NEWS

‘ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ମନା ହେଉ ପଦ୍ମପୁର’, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି କଲା ବିଜେପି

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ଜମୁଛି, ବଢ଼ୁଛି ରାଜନୈତିକ ଉଷ୍ମତା । ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସର ଛାମୁଆ ନେତା ପଦ୍ମପୁରରେ ଡେରା ପକାଇଛନ୍ତି ପ୍ରଚାର ପାଇଁ । ଶାସକ ଦଳର ଅଧିକାଂଶ ମନ୍ତ୍ରୀ ଓ ବିଧାୟକ ପଦ୍ମପୁରରେ ଥିବାବେଳେ ବିଜେପି ମୁଖ୍ୟ ନିର୍ବାଚନ…

ବେଳାଭୂମିରେ ଅବସରପ୍ରାପ୍ତ ସେନାଧିକାରୀଙ୍କ ସଫେଇ

ପୁରୀ : ବେଳାଭୂମିରେ ଚାଲିଛି ସଫେଇ କାର୍ଯ୍ୟ  । ଏହି ସଫେଇ କାର୍ଯ୍ୟ କରୁଛନ୍ତି ଅବସରପ୍ରାପ୍ତ ସେନାଧିକାରୀ । ଜଣେ ସେନା ଜୀବନରେ କେବେ ଛୁଟି ନଥାଏ ଏକଥାକୁ ପ୍ରମାଣିତ କରି ଦେଖାଇଛନ୍ତି ଅବସରପ୍ରାପ୍ତ ସେନାଧିକାରୀ ମାନେ । ଜଣେ ସେନା ସମାଜ ସେବାକୁ ନିଜ ବ୍ରତ ଭାବି କର୍ତ୍ତବ୍ୟ ସମ୍ପାଦନ…

ରାଜଧାନୀରେ ଗର୍ଜିଲେ ଶିକ୍ଷକ, ୨ ଦିନ ମଧ୍ୟରେ ନିଷ୍ପତ୍ତି ନ ନଲେ ପରୀକ୍ଷା ବର୍ଜନ ଚେତାବନୀ

ଭୁବନେଶ୍ୱର: ପୁଣି ରାଜରାସ୍ତାକୁ ଓହ୍ଲାଇଲେ ଶିକ୍ଷକ । ମାଗିଲେ ହକ୍ । ରବିବାର ଭୁବନେଶ୍ୱରର ଲୋୟର ପିଏମଜିରେ ଓଡ଼ିଶା ସରକାରୀ ହାଇସ୍କୁଲ୍ ଏନପିଏସ୍ ଶିକ୍ଷକ ସଂଘ ପକ୍ଷରୁ ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି । ବିଭିନ୍ନ ଜିଲ୍ଲାର ସଂଘ ଲୋୟର ପିଏମଜିରେ ଏକାଠି ହୋଇ ରାଜ୍ୟ ସରକାର ଚୁକ୍ତିଭିତ୍ତିକ…

ନୀଳାଦ୍ରି ବେଳା ଭୂମି ପାର୍କରେ ହେବ ଡ୍ୟାନ୍ସ ହିପ ହପ ଫେଷ୍ଟିଭାଲ

ପୁରୀ : ନୀଳାଦ୍ରି ବେଳା ଭୂମି ପାର୍କରେ ହେବାକୁ ଯାଉଛି ଡ୍ୟାନ୍ସ ହିପ ହପ ଫେଷ୍ଟିଭାଲ l ଏହି କାର୍ଯ୍ୟକ୍ରମକୁ ନେଇ ପ୍ରତିଯୋଗୀ ମାନଙ୍କ ମନରେ ବଢ଼ୁଛି ଉତ୍ସାହ । ଆସନ୍ତା ୨୬ ଓ ୨୭ ତାରିଖରେ ଡ୍ୟାନ୍ସ ହିପ ହପ ଫେଷ୍ଟିଭାଲ କାର୍ଯ୍ୟକ୍ରମ ହେବ । ଏହି କାର୍ଯ୍ୟକ୍ରମରେ ଭାରତ ସମେତ ନେପାଳ ଏବଂ…

ସାରା ଶର୍ମାଙ୍କ ‘ମାଇଁ ଏକ୍ସପେରିମେଣ୍ଟ ୱିଥ୍ କମ୍ୟୁନିଟି ପୋଲିସିଙ୍ଗ’ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା…

ଭୁବନେଶ୍ୱର : ଆଇପିଏସ ସାରା ଶର୍ମାଙ୍କ ପୁସ୍ତକ ମାଇଁ 'ଏକ୍ସପେରିମେଣ୍ଟ ୱିଥ୍ କମ୍ୟୁନିଟି ପୋଲିସିଙ୍ଗ' ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି।  ଆରକ୍ଷୀ ବିଭାଗର ବ୍ୟସ୍ତ ବହୁଳ ସମୟ ମଧ୍ୟରେ ପୁସ୍ତକ ରଚନା ପାଇଁ ଆଗ୍ରହୀ ହୋଇଥବା ଯୋଗୁଁ ମୁଖ୍ୟମନ୍ତ୍ରୀ ଲେଖିକାଙ୍କୁ…

ଗୋପବନ୍ଧୁ ଦାଶଙ୍କ କବିତା ସଙ୍କଳନ ‘ଅପଢ଼ା ବହି’ ମୁଖ୍ୟମନ୍ତ୍ରୀ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା ପକ୍ଷୀଘର ପକ୍ଷରୁ ପ୍ରକାଶିତ ଗୋପବନ୍ଧୁ ଦାଶଙ୍କ କବିତା ସଙ୍କଳନ ‘ଅପଢା ବହି’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଉନ୍ମୋଚିତ ପୁସ୍ତକ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ଦାଶଙ୍କୁ ଅଭିନନ୍ଦନ ଜଣାଇବା ସହ ଭାଷାର ପ୍ରଚାର ପ୍ରସାର ଦିଗରେ…

ଶିଶୁ କବିତା : ଶୀତ ସକାଳ

ତରୁଣ କୁମାର ମିଶ୍ର  ଜୁଙ୍ଗଲୁ ଜାଙ୍ଗୁଲୁ ଶୀତ ସକାଳରେ ଦେହ ଖୋଜେ ଖରା ତାତି ଘର ଛାତପରେ କଅଁଳ ଖରାରେ ବସିଛନ୍ତି ଜେଜେ ନାତି। ନାତିହାତଠାରେ ଗେଣ୍ଡୁ ଫୁଲ ପାଇଁ ଛାତରେ ପାଉଛି ଶୋଭା ମହୁମାଛି ଉଡେ ଗୁଣୁଗୁଣୁ ହୋଇ ଆହା କେଡେ ମନଲୋଭା। ଜେଜେ ଧରିଛନ୍ତି ଆଜିର କାଗଜ ଖବର…

କବିତା : ମୁଁ କାଲି ଥିବି କି ନଥିବି

ରଜୀତ ଦାସ କାଲି ହୁଏତ ମୁଁ ନ ଥିବି ତମେ ଥିବ, କିମ୍ବା ତମ ପରେ ଥିବ ଆଉ କିଏ ତା ସହ ଥିବ ଏଇ ସମୁଦ୍ର ଗର୍ଜନ ପକ୍ଷୀଙ୍କର ମଧୁର କୁଜନ। ବହୁ ଥିବ ନଈ ଗାଁ ମୁଣ୍ଡ ପୋଖରୀରେ ଫୁଟୁଥିବ କଇଁ ଗଛ ସାରା ଫୁଟୁଥିବ ଫୁଲ ପବନ ରେ ଖେଳୁଥିବ ତଳମୁଣ୍ଡ ଗାଁ ଧାନ ବିଲ। ମୁଁ ଯେବେ ପିଲା…

ରାଶନ କାର୍ଡରେ ଦତା ଟାଇଟଲ ବଦଳରେ କୁତା ହୋଇଯାଇଥିଲା, ଭୁକି କରି ଅଭିଯୋଗ କଲେ ଉପଭୋକ୍ତା

ବାଙ୍କୁଡା: ପଶ୍ଚିମବଙ୍ଗର ବାଙ୍କୁଡାରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି । ଶନିବାର ହଠାତ ଜଣେ ବ୍ୟକ୍ତି ସରକାରୀ ଅଧିକାରୀଙ୍କ ଗାଡି ନିକଟକୁ ଆସି କୁକୁର ପରି ଭୁକିବାକୁ ଲାଗିଲେ । ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ । ପ୍ରକୃତ ଘଟଣା ଜାଣିବା ପରେ ସମସ୍ତେ କିନ୍ତୁ ଉକ୍ତ…

ଅଷ୍ଟ୍ରେଲିଆଠାରୁ ପୁଣି ହାରିଲା ଇଂଲଣ୍ଡ

ସିଡନୀ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଅଷ୍ଟ୍ରେଲିଆ ୭୨ ରନରେ ଇଂଲଣ୍ଡକୁ ପରାସ୍ତ କରିଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ମୁକାବିଲାରେ ୨-୦ରେ ଆଗୁଆ ରହି ଆଗୁଆ ସିରିଜ ଜିତି ନେଇଛି । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୫୦ ଓଭରରେ ୮ ୱିକେଟ ହରାଇ ୨୮୦ ରନ କରିଥିଲା ।…