Latest Odisha News

BREAKING NEWS

ଲୋକପ୍ରିୟ ଅଭିନେତ୍ରୀ ତବସୁମଙ୍କ ପରଲୋକ

ମୁମ୍ବାଇ: ଲୋକପ୍ରିୟ ବରିଷ୍ଠ ଅଭିନେତ୍ରୀ ତବସୁମଙ୍କ ଆଜି ୭୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଶୁକ୍ରବାର ବିଳମ୍ବିତ ରାତିରେ ହାର୍ଟ ଆଟାକ ଆସିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଜଣେ ଶିଶୁ କଳାକାର ଭାବେ ସେ ୧୯୪୭ରୁ ଅଭିନୟ…

ପରଲୋକରେ ଲେଖିକା କୁମୁଦଲତା ମହାନ୍ତି

ଭୁବନେଶ୍ବର: ବିଶିଷ୍ଟ ଲେଖିକା କୁମୁଦଲତା ମହାନ୍ତିଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସ୍ଵର୍ଗତଃ ମହାନ୍ତି ସାହିତ୍ୟର ପ୍ରାୟ ସବୁ ବିଭାଗରେ ଲେଖନୀ ଚାଳନା କରି ବିପୁଳ ପାଠକୀୟ ଶ୍ରଦ୍ଧା ସାଉଁଟିଥିଲେ। ବିଶେଷ ଭାବରେ ଶିଶୁ ସାହିତ୍ୟ ରଚନା ସହ ଆକାଶବାଣୀ ଓ…

ବାଂଲାଦେଶରେ ଶ୍ରଦ୍ଧା ମର୍ଡର କେସ: ପ୍ରେମିକାକୁ କାଟି ବାକ୍ସରେ ରଖିଲା ପ୍ରେମିକ

ଢାକା: ଶ୍ରଦ୍ଧା ଓ୍ୱାକର ମଡର୍ କେସ୍ ପୂରା ଦେଶକୁ ଦୋହଲାଇ ଦେଇଛି  । ଏ ବର୍ବର ଘଟଣା ମନରୁ ଲିଭୁଣୁ ପୁଣି ସମାନ ଘଟଣା ଘଟିଛି ବାଂଲାଦେଶରେ ।  ରାକ୍ଷସ ପ୍ରେମିକ ନିଜ ପ୍ରେମିକାକୁ ଖଣ୍ଡ ଖଣ୍ଡ କରି କାଟି ଦେଇଛି    ।  ପ୍ରେମିକ ଅବୁ ବକର ପ୍ରଥମେ ଜଣେ ହିନ୍ଦୁ ମହିଳାଙ୍କୁ ନିଜ ପ୍ରେମ ଜାଲରେ…

ଏସିଆନ ଟିଟିରେ ବ୍ରୋଞ୍ଜ ଜିତି ଇତିହାସ ରଚିଲେ ମନିକା

ବ୍ୟାଙ୍କକ: ହୁଆମାର୍କ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ଏସିଆନ ଟେବୁଲ ଟେନିସରେ ଭାରତର ମନିକା ବାତ୍ରା ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । ସେ ପ୍ରଥମ ମହିଳା ଭାରତୀୟ ଖେଳାଳି ଭାବେ ଏହି ଇଂଭେଟରେ ବ୍ରୋଞ୍ଜ ଜିତିଛନ୍ତି । ପୂର୍ବରୁ ସେ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲରେ…

ଆନ୍ତର୍ଜାତୀୟ କ୍ରିକେଟରେ ୧୪ ହଜାର ରନ କଲେ ସ୍ମିଥ

ସିଡନୀ: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଆନ୍ତର୍ଜାତୀୟ କ୍ରିକେଟରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଅଷ୍ଟ୍ରେଲିଆ ପକ୍ଷରୁ ଦ୍ରୁତ ୧୪ ହଜାର ରନ ପୂର୍ଣ୍ଣ କରିଛନ୍ତି । ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳା ଯାଇଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚରେ ସେ ଏହି ଉପଲବ୍ଧି…

ଉଇଗର ମୁସଲିମ ମହିଳାଙ୍କୁ ଚୀନ ଯୁବକଙ୍କ ସହ ଜୋର ଜବରଦସ୍ତ କରାଯାଉଛି ବିବାହ

ବେଜିଂ: ଚୀନ ଉଇଗରରେ ମୁସଲମାନ ଦମନ ନୀତି ବଜାୟ ରଖିଛି । ବିଭିନ୍ନ ଆନ୍ତର୍ଜାତୀୟ ଗଣମାଧ୍ୟରେ ଏ ନେଇ ଖୁଲାସା ହେବା ପରେ ଚୀନ ତାର ରଣନୀତିରେ ପରିବର୍ତନ କରିଛି । ୱାଶିଂଟନରେ ଥିବା ଉଇଗର ହ୍ୟୁମାନ ରାଇଟ ପ୍ରୋଜେକ୍ଟରେ ପ୍ରକାଶିତ ତଥ୍ୟ ଅନୁସାରେ ଚୀନ ଯୁବକଙ୍କ ସହ ଜୋର ଜବରଦସ୍ତ ଉଇଗର ମୁସଲିମ…

ଫୁଡ୍ ଡେଲିଭର ପାଇଁ ସିଙ୍ଗାପୁରରୁ ଆଣ୍ଟାର୍କଟିକା ପହଞ୍ଚିଲେ ମହିଳା

ନୂଆଦିଲ୍ଲୀ: ବ୍ୟସ୍ତ ବହୁଳ ଜୀବନ । ରୋଷେଇ କରିବାକୁ ସମୟର ଅଭାବ । ତା ଭିତରେ  ଅନଲାଇନ୍ ଫୁଡ୍ କିଛିଟା ଆଶ୍ୱସ୍ତି ଆଣି ଦେଇଛି ।  ଖାଇବା ଅର୍ଡର କରିଦେଲେ ଅଧଘଣ୍ଟାକରେ ପହଞ୍ଚି ଯାଉଛି ।  ସାଧାରଣତଃ ଖାଇବା ଅର୍ଡର  ୫-୧୦ କିଲୋମିଟର ଭିତରେ  କରିଥାଉ । କିନ୍ତୁ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ,…

ଅଢେଇ ବର୍ଷର ଶିଶୁ ସହ ଜେଲ ଗଲା ମା’; ସାଙ୍ଗରେ ଅଛି ଗର୍ଭସ୍ଥ ସନ୍ତାନ

ମାଆର ଅବୈଧ  ପ୍ରେମ ସଂପର୍କ ଆଜି ଏକ କୋମଳ ଶିଶୁ ଠାରୁ ଛଡାଇ ନେଇଛି ତାର ପିଲା ବେଳ । ଦୁନିଆ ଦେଖି ନଥିବା ପିଲାଟି ଏବେ ତା ମାଆ ପାଇଁ ରହିବ ଜେଲରେ ଚାରିକାନ୍ଥ ଭିତରେ । ଅଡେଇ ବର୍ଷର ପୁଅ ଜାଣେନି ସେ କୁଆଡେ ଯାଉଛି । ମା’ର କାନ୍ଧରେ ପଣତ ଘୋଡାଇ ଶୋଇ ଯାଇଛି  ।  ସେ ଜାଣେନି ସେ ମା’ ସହ…

ପଦ୍ମପୁର ଉପନିର୍ବାଚନ: କିଏ ସବୁଠାରୁ ଧନୀ ପ୍ରାର୍ଥୀ

ଭୁବନେଶ୍ୱର: ଜୋର ଧରିଲାଣି ପଦ୍ମପୁର ଉପନିର୍ବାଚନ ତାତି । ଶେଷଦିନରେ ସମସ୍ତ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଖାରଜ ହୋଇଯାଇଛି ୨ ସ୍ୱାଧୀନ ପ୍ରାର୍ଥୀଙ୍କ ପ୍ରାର୍ଥୀ ପତ୍ର । ଏବେ ମଇଦାନରେ ୧୧ ପ୍ରାର୍ଥୀ ।  ନିର୍ବାଚନରେ ଜୋରଦାର ଟକ୍କର ହେବ ବିଜେଡି-ବିଜେପି ମଧ୍ୟରେ ।…