Latest Odisha News

BREAKING NEWS

ପଦ୍ମପୁର ଉପନିର୍ବାଚନ: କିଏ ସବୁଠାରୁ ଧନୀ ପ୍ରାର୍ଥୀ

ଭୁବନେଶ୍ୱର: ଜୋର ଧରିଲାଣି ପଦ୍ମପୁର ଉପନିର୍ବାଚନ ତାତି । ଶେଷଦିନରେ ସମସ୍ତ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଖାରଜ ହୋଇଯାଇଛି ୨ ସ୍ୱାଧୀନ ପ୍ରାର୍ଥୀଙ୍କ ପ୍ରାର୍ଥୀ ପତ୍ର । ଏବେ ମଇଦାନରେ ୧୧ ପ୍ରାର୍ଥୀ ।  ନିର୍ବାଚନରେ ଜୋରଦାର ଟକ୍କର ହେବ ବିଜେଡି-ବିଜେପି ମଧ୍ୟରେ ।…

ଗୋଲ୍ଡେନ ବୁଟ ପିନ୍ଧି ଶେଷ ବିଶ୍ୱକପ ଖେଳିବେ ମେସି

ଦୋହା: ଆର୍ଜେଂଟିନା ଅଧିନାୟକ ଲିଓନେଲ ମେସି ତାଙ୍କ ଶେଷ ବିଶ୍ୱକପରେ ଗୋଲ୍ଡେନ ବୁଟ ପିନ୍ଧି ମ୍ୟାଚ ଖେଳିବେ ପାଇଁ ନିଷ୍ପତି ନେଇଛନ୍ତି । ଶେଷ ବିଶ୍ୱକପରେ ଟ୍ରଫି ଜିତିବା ତାଙ୍କର ସ୍ୱପ୍ନ ବୋଲି ସେ ସ୍ପଷ୍ଟ କରି ସାରିଛନ୍ତି । ମେସିଙ୍କ ଟିମ ଆର୍ଜେଂଟିନା କ୍ରମାଗତ ୩୬ ମ୍ୟାଚ ହାରି ନାହିଁ ।…

ଗାଳ୍ପିକା ମାନସୀ ଦାସଙ୍କ ଦଶମ ଗଳ୍ପ ସଙ୍କଳନ ‘ପଦ୍ମ ପୋଖରୀ’ ଉନ୍ମୋଚିତ

ଭୁବନେଶ୍ବର : ପ୍ରକାଶନୀ ସଂସ୍ଥା ପକ୍ଷୀଘର ଆନୁକୁଲ୍ୟରେ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ବିଶିଷ୍ଟ ଲେଖିକା ମାନସୀ ଦାସଙ୍କ ବହୁ ପ୍ରତୀକ୍ଷିତ ଗଳ୍ପ ସଙ୍କଳନ 'ପଦ୍ମ ପୋଖରୀ' ଉନ୍ମୋଚିତ ହୋଇଯାଇଛି। ବିଶିଷ୍ଟ ସାହିତ୍ୟିକ ଅଧ୍ୟାପକ ବିଶ୍ୱରଞ୍ଜନଙ୍କ ସଭାପତିତ୍ବରେ ଆୟୋଜିତ ଏହି ସାରସ୍ଵତ…

ଓଲଟି ପଡିଛି ଟ୍ରକ, ଅଚିନ୍ତାରେ ଗପୁଛି ଡ୍ରାଇଭର

ଭୁବନେଶ୍ୱର:  ବେଳେବେଳେ ଛୋଟ ଛୋଟ ଘଟଣା ମନକୁ ଛୁଇଁଯାଏ । ସେମିତି ଘଟଣା ଆମ ଦୖନିନ୍ଦିନ ଜୀବନର । ତଥାପି ଆମେ ତାକୁ ନଜରଅନ୍ଦାଜ କରିଦେଇ ଥାଉ । ହେଲେ ଅନ୍ୟ କେଉଁଠି ଦେଖିଲେ ଆମେ ଏହାର ମୂଲ୍ୟ ବୁଝିପାରୁ । ସୋସିଆଲ ମିଡିଆରେ ଏମିତି ଘଟଣା ଆଜିକାଲି ପ୍ରତିଦିନ ଦେଖିବାକୁ ମିଳୁଛି । ନିକଟରେ…

ସମ୍ବର ଶିଙ୍ଗ ଜବତ ସହ ୫ ଶିକାରୀ ଗିରଫ

କାମାକ୍ଷାନଗର : ଢେଙ୍କାନାଳ ବନବିଭାଗକୁ ମିଳିଲା ସଫଳତା  । ଦେଶୀ ବନ୍ଧୁକ ସମ୍ବର ଶିଙ୍ଗ ସହ ୫ ଜଣ ଶିକାରୀକୁ ଗିରଫ କରିଛି ବନ ବିଭାଗ । କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ବିରାଶାଳ-୨ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଏକୁଲ ଗାଁରୁ ୫ଜଣ ଶିକାରୀକୁ ଗିରଫ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତ ମାନେ…

ଟ୍ରେନରୁ ଖସି ୨ଜଣ ଆହତ, ଘଟଣାସ୍ଥଳରେ ଉତ୍ତେଜନା

ଯାଜପୁର : ଟ୍ରେନ୍‌ ଚଢ଼ିବା ସମୟରେ ଅଘଟଣ  । ଦୁଲାଖାପାଟଣା ରେଳ ଷ୍ଟେସନରେ ଟ୍ରେନ ରେ ଚଢୁଥିବା ବେଳେ ତଳକୁ ଖସିପଡି ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ହୋଇଥିବା ବ୍ୟକ୍ତି ହେଲେ ବଟକୃଷ୍ଣ ସେଠୀ ଏବଂ ମାମୁନି ସାହୁ  । ଆଜି ସକାଳୁ ବାଲେଶ୍ୱରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା…

କବିତା : କ୍ଷମା

ପ୍ରିୟମ୍ବଦା ସାମଲ ଶ୍ରୀମୁଖକୁ ସତେ ଚାହିଁ ଯେ ପାରୁନି ଲାଜେ ହେଉଅଛି ଘାରି ପତିତ ହୋଇଣ କେତେ ପାପ କରେ ଧୋଇ ଦିଅ ବଂଶୀଧାରୀ। ତୁମେ ଅନ୍ତର୍ଯ୍ୟାମୀ ସର୍ବ ବିଦ୍ୟମାନ ତୁମେ ଦୟାର ସାଗର ପାତକ ମନରେ ଢାଳୁଥାଅ ସଦା ପିୟୁଷର ଦିବ୍ୟଝର। କ୍ରୋଧକୁ ହୃଦୟେ ସ୍ଥାପନ କରିଲେ…

ଫିଫା ବିଶ୍ୱକପ ଉଦଘାଟନ ସମାରୋହରେ ଭାରତର ପ୍ରତିନିଧିତ୍ୱ କରିବେ ଉପ ରାଷ୍ଟ୍ରପତି ଜଗଦୀପ ଧନଖର

ନୂଆଦିଲ୍ଲୀ: କତାରରେ ହେବାକୁ ଥିବା ଫିଫା ବିଶ୍ୱକପ ଉଦଘାଟନୀ ଉତ୍ସବରେ ଭାରତର ପ୍ରତିନିଧିତ୍ୱ କରିବେ ଉପ ରାଷ୍ଟ୍ରପତି ଜଗଦୀପ ଧନଖର । ୧୮ ନଭେମ୍ବରରେ ବିଶ୍ୱକପର ୨୨ତମ ସଂସ୍କରଣର ଆରମ୍ଭ ହେବ । ଉପ ରାଷ୍ଟ୍ରପତି ୨୦ ଓ ୨୧ ନଭେମ୍ବରରେ କାତାର ଗସ୍ତରେ ଯିବେ । ଏଥିପାଇଁ କାତାରର ଅମୀର ଶେଖ ତାମିମ…

ପୁରୀରେ ଚଳିତ ମାସ ୨୩ ଓ ୨୪ରେ ଆୟୋଜିତ ହେବ କ୍ଷୁଦ୍ର ନିଯୁକ୍ତି ମେଳା

ପୁରୀ : ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷୁଦ୍ର ନିଯୁକ୍ତି ମେଳା ଚଳିତ ମାସ ୨୩ ଓ ୨୪ ତାରିଖରେ ଅନୁଷ୍ଠିତ ହେବ। ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ପରାମର୍ଶ କ୍ରମେ ଏହି ନିଯୁକ୍ତି ମେଳା ୨୩ ତାରିଖରେ ପୁରୀ ସରକାରୀ ଆଇଟିଆଇ ପରିସରରେ ଓ ୨୪ରେ ପିପିଲି କଲେଜ…