Latest Odisha News

BREAKING NEWS

ଜଙ୍ଗଲରୁ ମିଳିଲା ହାତୀ କଙ୍କାଳ, ମୃତ୍ୟୁର କାରଣ ଅସ୍ପଷ୍ଟ

ଅନୁଗୁଳ: ପୁଣି ହାତୀ ମୃତ୍ୟୁ । ଜଙ୍ଗଲ ଭିତରେ ଏକ ହାତୀର କଙ୍କାଳ ଠାବ ହୋଇଛି । ଅନୁଗୁଳ ବନଖଣ୍ଡ ଫୁପୁଣ୍ଡା ଜଙ୍ଗଲର କମ୍ପାର୍ଟମେଣ୍ଟ ୨ ଅଞ୍ଚଳରୁ ଏକ ହାତୀର କଙ୍କାଳ ମିଳିଛି । ହାତୀ କଙ୍କଳା ପଡ଼ିଥିବା ଦେଖିଥିଲେ ୱାଚର । ଏନେଇ ୱାଚର ବନ ବିଭାଗ ଅଧିକାରୀଙ୍କୁ ଖବର ଦେଇଥିଲେ । ଖବର ପାଇ…

ଏୟାର ଇଣ୍ଡିଆରେ ନିୟମ ପରିବର୍ତ୍ତନ, ବୃଦ୍ଧି ପାଇବ ବରିଷ୍ଠ ନାଗରିକଙ୍କ ବିମାନ ଭଡା

ନୂଆଦିଲ୍ଲୀ: ପରିବର୍ତ୍ତନ ହୋଇଛି ଏୟାର ଇଣ୍ଡିଆ ନିୟମ। ବିମାନ ଭଡ଼ା କମିବା ପରିବର୍ତ୍ତେ ବୃଦ୍ଧି ଘଟିଛି। ଟାଟା ଗ୍ରୁପ ଏୟାରଲାଇନ୍ସ ଏୟାର ଇଣ୍ଡିଆ ଏବେ ବରିଷ୍ଠ ନାଗରିକ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆଣିଛି ସ୍ୱତନ୍ତ୍ର ରିହାତି। ବିମାନ ସେବା ପକ୍ଷରୁ କୁହାଯାଇଛି ଯେ ବରିଷ୍ଠ ନାଗରିକ ଏବଂ…

ବିଜେଡି ଛାଡ଼ିଲେ ତେଜେଶ୍ୱର ପରିଡ଼ା, ବିଜେପିରେ ମିଶିବେ !

ଭୁବନେଶ୍ୱର: ଓଡ଼ିଶା ଖଦି ଓ ଗ୍ରାମ୍ୟଦ୍ୟୋଗ ବୋର୍ଡର ପୂର୍ବତନ ସଭାପତି ବିଜେଡିରୁ ଇସ୍ତଫା ଦେଇଛନ୍ତି । ଇମେଲ୍ ଯୋଗେ ଦଳର ସଭାପତିଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦ୍ୟରୁ ଇସ୍ତଫା ଦେଇଛନ୍ତି ତେଜେଶ୍ୱର । ଆଜି ଅପରାହ୍ଣରେ ତେଜେଶ୍ୱର ବିଜେପିରେ ମିଶିବେ ବୋଲି ଜଣାପଡ଼ିଛି ।…

ସ୍ୱାମୀ-ସ୍ତ୍ରୀଙ୍କ ପ୍ରେମ ସମ୍ପର୍କକୁ ଆହୁରି ନିବିଡ଼ କରିବେ କିପରି?

ଓଡିଶା ସମ୍ବାଦ ବ୍ୟୁରୋ: ସ୍ୱାମୀ-ସ୍ତ୍ରୀ ପ୍ରେମ ଶ୍ୱାସତ ସୁନ୍ଦର ଓ ସେମାନଙ୍କ ପ୍ରେମ ଚିରସ୍ଥାୟୀ। ପ୍ରେମ ହେଉଛି ଏକ ସମ୍ପର୍କ ଯେଉଁଠାରେ ପରସ୍ପର ଯେତେ ସମୟ ବିତାଇଲେ ମଧ୍ୟ ତାହା କମ ପଡିଯାଏ। ଅନ୍ୟପକ୍ଷରେ ଯେତେବେଳେ ଏକ ସମ୍ପର୍କ ମଜବୁତ ହୁଏ ସେତେବେଳେ ଜୀବନରେ ଅନେକ ଆନନ୍ଦ ମିଳେ। ଯେମିତି…

ଆଘାତ ସୃଷ୍ଟି କରୁଛି ବ୍ୟାଘାତ

ନୂଆଦିଲ୍ଲୀ: ଆଘାତ ସମସ୍ୟା ସର୍ବଦା ଟିମ ଇଣ୍ଡିଆ ପାଇଁ ଚିନ୍ତାର କାରଣ ସାଜିଛି । ଆଇସିସିର ବଡ ଟୁର୍ଣ୍ଣାମେଂଟ ପୂର୍ବରୁ ବାରମ୍ବାର ଏହି ସମସ୍ୟା ଦେଖିବାକୁ ମିଳୁଛି । ନାଁ ବିସିସିଆଇ ନାଁ ଖେଳାଳି କେହି ସୁଧୁରୁ ନାହାନ୍ତି । ଶେଷ ମୂହର୍ତରେ ହଠାତ ଜଣେ ଖେଳାଳି ଆଘାତ ସମସ୍ୟା ଯୋଗୁ ଓହରିଯିବା…

ପୁଣି ଜଣେ ମଡେଲଙ୍କ ଆତ୍ମହତ୍ୟା

ମୁମ୍ବାଇ: ବିଗତ କିଛି ମାସ ହେବ ମଡେଲଙ୍କ ଆତ୍ମହତ୍ୟା ଖବର କ୍ରମାଗତ ସାମ୍ନାକୁ ଆସୁଛି। ଏବେ ପୁଣି ଜଣେ ମଡେଲ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହି ୪୦ ବର୍ଷିୟା ମଡେଲ ଜଣଙ୍କ ଗୁରୁବାର ମୁମ୍ବାଇର ଅନ୍ଧେରୀସ୍ଥିତ ଏକ ହୋଟେଲରେ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ ସୂଚନା ଦେଇଛି।…

ବୁମରାହଙ୍କ ସ୍ଥାନରେ ସାମିଲ ହେଲେ ସିରାଜ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ପାଇଁ ଆଜି ଭାରତୀୟ ଦଳରେ ଯଶପ୍ରୀତ ବୁମରାହଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ସାମିଲ କରାଯାଇଛି । ବିସିସିଆଇ ଚୟନ କମିଟି ପକ୍ଷରୁ ଶୁକ୍ରବାର ଏହି ଘୋଷଣା କରାଯାଇଛି । ଆଘାତ ସମସ୍ୟା ଯୋଗୁ ବୁମରାହ ଓହରି ଯାଇଛନ୍ତି । ଦକ୍ଷିଣ ଆଫ୍ରିକା…

ମାତ୍ର ୧୯୯୦ ଟଙ୍କାରେ କିଣିପାରିବେ ବ୍ଲୁଟୁଥ୍ କଲିଂ ସ୍ମାର୍ଟୱାଚ୍

ଓଡିଶା ସମ୍ବାଦ ବ୍ୟୁରୋ: କନଜ୍ୟୁମର ସ୍ମାର୍ଟ ୱେୟାରବଲ ନିର୍ମାଣ କରୁଥିବା ବ୍ରାଣ୍ଡ ସଟ୍ (Sott) ଏହାର ନୂତନ ସ୍ମାର୍ଟ ୱାଚକୁ ଭାରତରେ ଲଞ୍ଚ କରିଛି। କମ୍ପାନୀ ଆମାଜନ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ୨୦୨୨ ବିକ୍ରିରେ ଏକ ନୂତନ ସ୍ମାର୍ଟୱାଚ୍ Armor 007 ଲଞ୍ଚ କରିଛି। ନୂତନ ଆର୍ମର୍…

ଚଳଚ୍ଚିତ୍ର ସମୀକ୍ଷକ ସୂର୍ଯ୍ୟ ଦେଓ ଜାତୀୟ ପୁରସ୍କାରକୁ ଓଡ଼ିଆ ସିନେମା ସାମ୍ବାଦିକତା ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ

ନୂଆ ଦିଲ୍ଲୀ : ନୂଆଦିଲ୍ଲୀର ବିଜ୍ଞାନ ଭବନ ପରିସରରେ ୨୦୨୦ ବର୍ଷ ପାଇଁ ୬୮ ତମ ଚଳଚ୍ଚିତ୍ର ଓ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ ଉତ୍ସବ ଆୟୋଜିତ ହୋଇ ଯାଇଛି। ଏହି ଅବସରରେ ପ୍ରକାଶକ ବନୋଜ ତ୍ରିପାଠୀ ବିଶିଷ୍ଟ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓଙ୍କୁ କାଲି ପାଇଁ 'କାଲି' ର ପୁସ୍ତକ ପାଇଁ…

ଲଞ୍ଚ ପୂର୍ବରୁ ଅନଲାଇନରେ ଲିକ୍ ହେଲା ଜିଓଫୋନ ୫ଜିର ସ୍ପେସିଫିକେସନ

ଓଡିଶା ସମ୍ବାଦ ବ୍ୟୁରୋ: ଜିଓ ସ୍ମାର୍ଟଫୋନ ୫ଜି ବିଷୟରେ ଅନେକ ମାସ ଧରି କ୍ରମାଗତ ବିଭିନ୍ନ ପ୍ରକାରର ସୂଚନା ମିଳୁଛି। ତଥାପି ଏବେ ପର୍ଯ୍ୟନ୍ତ ଜିଓଫୋନ ୫ଜି ଲଞ୍ଚ ସମ୍ପର୍କିତ କୌଣସି ଆନୁଷ୍ଠାନିକ ଭାବେ ଘଷୋଣା କରାଯାଇନାହିଁ। କିନ୍ତୁ ବର୍ତ୍ତମାନ ୫ଜି ଫୋନର ସ୍ପେସିଫିକେସନ ଅନଲାଇନରେ ଲିକ୍…