Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଓ୍ୱାର୍ଡ ଅଫିସର; ୧୫ ହଜାର ନେଇ ଗିରଫ

ଭୁବନେଶ୍ୱର: ବିଏମସିର ଟ୍ୟାକ୍ସ ଆଦାୟକାରୀ ଅଫିସର ତଥା ଓ୍ୱାର୍ଡ ଅଫିସର ହେମନ୍ତ ସାହୁ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଖଣ୍ଡଗିରି ସ୍ଥିତ ଓ୍ୱାର୍ଡ ନଂ-୨୩ର ଓ୍ୱାର୍ଡ ଅଫିସର ତଥା ଟ୍ୟାକ୍ସ କଲେକ୍ଟର ହେମନ୍ତ ସାହୁ ଏବଂ ପୂର୍ବତନ ଟ୍ୟାକ୍ସ କଲେକ୍ଟର ଯୋଗେନ୍ଦ୍ର ପ୍ରଧାନ…

ଶାହନୱାଜଙ୍କୁ ବଡ ଆଶ୍ୱସ୍ତି: ହାଇକୋର୍ଟ ଆଦେଶ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ଶାହନୱାଜ ହୁସେନଙ୍କୁ ଆଜି ମିଳିଛି ସୁପ୍ରିମ ରିଲିଫ । ମାନ୍ୟବର ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟ ଦ୍ୱାରା ଜାରୀ କରାଯାଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ଶାହନୱାଜଙ୍କ ବିରୋଧରେ ଆସିଥିବା ୨୦୧୮ ବଳାତ୍କାର ଅଭିଯୋଗ ମାମଲାରେ ଏଫଆଇଆର ପଂଜୀକରଣ କରିବାକୁ…

ଭାରତରେ ଆତ୍ମଘାତୀ ଆକ୍ରମଣ ଯୋଜନା କରୁଥିବା ଆତଙ୍କବାଦୀ ରୁଷରେ ଗିରଫ

ମସ୍କୋ: ରୁଷିଆର ସୁରକ୍ଷା ଏଜେନ୍ସି ଜଣେ ଆଇଏସ ଆତଙ୍କବାଦୀଙ୍କୁ ଗିରଫ କରିଛି । ଏହି ଆତଙ୍କବାଦୀଠାରୁ ମିଳିଥିବା ତଥ୍ୟ ଅନୁସାରେ ଆଇଏସ ଭାରତ ସରକାରର କେତେକ ତୁଙ୍ଗ ନେତାଙ୍କୁ ମାରିବା ପାଇଁ ଆତ୍ମଘାତୀ ଷଡଯନ୍ତ୍ର ରଚୁଛି । ଏହା ପ୍ରକାଶ ପାଇବା ପରେ ବିଜେପିର ବରିଷ୍ଠ ନେତାଙ୍କୁ ଆଲର୍ଟ…

ଆରଆରବି ପରୀକ୍ଷା ପାଇଁ ହଟିଆ-ପୁରୀ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ରେଳପଥ ନିଯୁକ୍ତି ବୋର୍ଡ (ଆରଆରବି) ପରୀକ୍ଷା ପାଇଁ ଆଶାୟୀ ପରୀକ୍ଷାର୍ଥ ମାନଙ୍କ ସୁବିଧା ପାଇଁ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ସହରରେ କମ୍ପୁଟରୀକୃତ (ସିବିଟି) ପରୀକ୍ଷା ହେବାକୁ ଯାଉଥିବାରୁ ଆରଆରବି ପରୀକ୍ଷା…

ବ୍ରହ୍ମପୁର ମାଁ ବୁଢୀ ଠାକୁରାଣୀ ମନ୍ଦିରର ହେବ ଉନ୍ନତିକରଣ

ବ୍ରହ୍ମପୁର: ଗଞ୍ଜମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା ତାରା ତାରିଣୀଙ୍କ ମନ୍ଦିରର ଉନ୍ନତିକରଣ ଭଳି ବ୍ରହ୍ମପୁରର ମା ବୁଢୀ ଠାକୁରାଣୀ ମନ୍ଦିର ମଧ୍ୟ ନୂଆ ରୂପ ପାଇବ। ସୋମବାର ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ମନ୍ଦିର ପରିଦର୍ଶନ କରିଥିଲେ। ମନ୍ଦିର ଚାରିପାଖ ବୁଲିବା ସହ ନକ୍ସା…

ପେଟ ଭିତରୁ ବାହାରିଲା ଷ୍ଟିଲ ଗ୍ଲାସ୍; ସୁରତରେ ପଶିଥିଲା, ବ୍ରହ୍ମପୁର ଏମ୍‌କେସିଜିରେ ବାହାରିଲା

ବ୍ରହ୍ମପୁର: ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ରବିବାର ଏକ ଭିନ୍ନ ଧରଣର ଅ​‌ସ୍ତ୍ରୋପଚାର କରାଯାଇଛି । ଜଣେ ବ୍ୟକ୍ତିଙ୍କ ପେଟ ଭିତରେ ଥିବା ଏକ ବଡ ଷ୍ଟିଲ ଗ୍ଲାସକୁ ଅ​‌ସ୍ତ୍ରୋପଚାର କରି ବାହାର କରାଯାଇଛି। ସୁରତରେ ସାଙ୍ଗ…

ପାକିସ୍ତାନ ପାଇଁ ଗୁପ୍ତଚର କାର୍ଯ୍ୟରେ ଲିପ୍ତ ରହିଥିଲେ ହିନ୍ଦୁ ଶରଣାର୍ଥୀ

ନୂଆଦିଲ୍ଲୀ: ଭାରତରେ ଅଶାନ୍ତି ସୃଷ୍ଟି କରିବା ପାଇଁ ପାକିସ୍ତାନ ସର୍ବଦା ଷଡଯନ୍ତ୍ର ରଚୁଛି । ଏବେ ଏ ଭଳି ଆଉ ଏକ ଘଟଣାର ପର୍ଦ୍ଦାଫାଶ ହୋଇଛି । ପାକିସ୍ତାନରୁ ଆସି ଭାରତରେ ରହୁଥିବା ହିନ୍ଦୁ ଶରଣାର୍ଥୀ ଭାଗଚାନ୍ଦଙ୍କୁ ଗିରଫ କରାଯିବା ପରେ ଏହି ତଥ୍ୟ ସମ୍ମୁଖକୁ ଆସିଛି । ଏହି ୪୪ ବର୍ଷୀୟ…

ପୁରସ୍କାର ପାଇଁ ଚୟନ କରାଯିବା ନେଇ ଫିଲ୍ମ ଫେୟାର ଉପରେ କଙ୍ଗନା କ୍ଷୁବ୍ଧ, ମାନହାନୀ କେସ କରିବେ

ମୁମ୍ବାଇ: ବଲିଉଡରେ ଫିଲ୍ମ ଫେୟାର ପୁରସ୍କାର ପାଇବା ପାଇଁ ସମସ୍ତେ ବ୍ୟଗ୍ର ହେଉଥିବା ବେଳେ କଙ୍ଗନା ରାନାୱତଙ୍କ ବ୍ୟତୀକ୍ରମ ଦେଖିବାକୁ ମିଳିଛି । ନିକଟରେ ଫିଲ୍ମ ଫେୟାର ତାଙ୍କୁ ଥାଲାଇଭି ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ତାଲିକାରେ ରଖିଥିବାରୁ ସେ ରାଗି ଯାଇଛନ୍ତି । ମୁଁ କୌଣସି ଭ୍ରଷ୍ଟ ଏବଂ…

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରକୁ ଦୁଇଟି ବର୍ଗରେ ଜାତୀୟ ସିଏସ୍ଆର୍ ପୁରସ୍କାର – ୨୦୨୦

ଭୁବନେଶ୍ବର: କର୍ପୋରେଟ୍ ସାମାଜିକ ଦାଇତ୍ଵ (ସିଏସ୍ଆର୍) କାର୍ଯ୍ୟ ନିମନ୍ତେ ଭାରତ ସରକାରଙ୍କ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଦ୍ଵାରା ପ୍ରଦାନ କରାଯାଉଥିବା ସମ୍ମାନଜନକ ଜାତୀୟ ସିଏସ୍ଆର୍ ପୁରସ୍କାର – ୨୦୨୦ ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) କୁ ଦୁଇଟି ବର୍ଗରେ ବିଜେତା ଘୋଷଣା…

କାଠଗଡ଼ାରେ ଈଶ୍ୱର

ପୀର ବାବାଙ୍କ ଦରଘା ପାଖରେ ଥିବା ଆମ୍ବଗଛ ତଳେ ନୁରା ଚୁପଚାପ୍ ଠିଆ ହୋଇଥିଲା । ମାଷ୍ଟ୍ରେ ଦେଇଥିବା ଘର ପାଠପଢ଼ାକୁ ଶେଷ କରିବାରେ ସେବ୍ୟସ୍ତ ଥିଲା । ତା’ ଭଉଣୀ ରହମତେ ପାଖ ଶିଖ୍ ସହିତ ପଡି଼ଆରୁ ଘାସ କାଟୁଥିଲା । ସେ ପଡ଼ିଆଟି ପୀରଙ୍କ କବରଖାନାକୁ ଲାଗି ଥିଲା । ଆମ କ୍ଷେତ ପାଖରେ ଯେଉଁ…