Latest Odisha News

BREAKING NEWS

ଜାଲ ରେସିଡେଣ୍ଟ ସାର୍ଟିଫିକେଟ: ତିନି ଗିରଫ

ବ୍ରହ୍ମପୁର; ସେନାରେ ନିଯୁକ୍ତି ପାଇବା ନିମନ୍ତେ ଜାଲ୍‌ ରେସିଡେଣ୍ଟ ସାର୍ଟିଫିକେଟ ଦେଇଥିବା ଅଭିଯୋଗରେ ଗୋପାଳପୁର ଥାନା ପୁଲିସ ୨ ଜଣ ଯୁବକ ସମେତ ଜାଲ ରେସିଡାଣ୍ଟ ପ୍ରସୃତ କରିଥିବା ଜନସେବା କେନ୍ଦ୍ର ମାଲିକକୁ ଗିରଫ କରାଯାଇଛି । ଅନ୍ୟ ପଟେ ଜାଲ ମାଟ୍ରିକ ସାର୍ଟିଫିକେଟ ମାମଲାରେ ଅନ୍ୟ ୨…

ବଡ଼ଚଣା ଡାକ୍ତରଖାନାରେ ରୋଗୀଙ୍କୁ ଆକ୍ରମଣ; ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କିଛି ଦାୟିତ୍ୱ ନାହିଁ?

ଯାଜପୁର: ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଆକ୍ରମଣ ହେଲା । ମାଡ଼ ମାରି ଲହୁ ଲୁହାଣ କଲେ ସିକ୍ୟୁରିଟି ଗାର୍ଡ । ପ୍ରତିକ୍ରିୟାରେ ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀ କହିଲେ- "ଆମର କିଛି କର୍ତ୍ତବ୍ୟ ନାହିଁ"। ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରଶ୍ଚି ରଞ୍ଜନ ପଶାୟତ…

ଡାକ୍ତରଙ୍କୁ ହାତ ଉଠାଇବା ଘଟଣା : ଝିଅର ଭୁଲ ପାଇଁ କ୍ଷମା ମାଗିଲେ ମିଜୋରମ ମୁଖ୍ୟମନ୍ତ୍ରୀ

ଗୌହାଟୀ: ଝିଅର ଭୁଲ ପାଇଁ ଶେଷରେ ମିଜୋରମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ସୋସିଆଲ ମିଡିଆରେ ଏବଂ ସର୍ବ ସାଧାରଣରେ କ୍ଷମା ମାଗିଛନ୍ତି । ଆଇଜଲର ଏକ କ୍ଲିନିକରେ ବିନା ଆପଏଂଟମେଂଟରେ ଜଣେ ଡାକ୍ତର ଚିକିତ୍ସା କରିବା ପାଇଁ ମନା କରିବାରୁ ଜୋରାମଥାଙ୍ଗାଙ୍କ ଝିଅ ମିଲାରୀ ଚାଙ୍ଗଟ୍ଟେ ତାଙ୍କ ଉପରକୁ…

ନ୍ୟୁଡ ଫଟୋଶୁଟ ମାମଲା: ହାଜର ହେବାକୁ ୨ ସପ୍ତାହ ଅଧିକ ସମୟ ମାଗିଲେ ରଣବୀର

ନୂଆଦିଲ୍ଲୀ: ନ୍ୟୁଡ ଫଟୋ ଶୁଟ ମାମଲାରେ ଫସିଥିବା ବଲିଉଡ ଅଭିନେତା ରଣବୀର ସିଂ ପୋଲିସ ନିକଟରେ ହାଜର ହେବା ପାଇଁ ୨ ସପ୍ତାହ ଅଧିକ ସମୟ ମାଗିଛନ୍ତି । ଜୁଲାଇରେ ଏକ ବିଦେଶୀ ପତ୍ରିକା ପାଇଁ ସେ ନ୍ୟୁଡ ଫଟୋ ଶୁଟ କରିଥିଲେ ଏ ନେଇ ତାଙ୍କ ବିରୋଧରେ ଅନେକ ସ୍ଥାନରେ ମାମଲା ରୁଜୁ ହୋଇଥିଲା । ଅଗଷ୍ଟ…

ଘର ଓ ଚାକିରି ଦେବା ନାଁରେ ଠକେଇ, ଜେନାପୁର ପୋଲିସ ଦ୍ୱାରା ଦୁଇ ଗିରଫ

ଯାଜପୁର: ଘର ଓ ଚାକିରି ଦେବା ନାଁରେ ଠକୁଥିଲେ ଦୁଇ ଯୁବକ । ଯାଜପୁର ଜିଲ୍ଲା ଜେନାପୁର ପୋଲିସ ଦ୍ୱାରା ଦୁଇ ଠକ ଗିରଫ ହୋଇଛନ୍ତି । ଗିରଫ ଦୁଇ ଠକ ଯାଜପୁର ଟାଉନ ଥାନା ଅନ୍ତର୍ଗତ ଗୋକନା ଗ୍ରାମର ବିଶ୍ଵନାଥ ସାହୁ ଓ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ବିରଜା ପ୍ରସାଦ ରାୟ । ଏମାନେ ନିଜକୁ ବାଜି…

ବିପଦ ସଂକେତ ଉପରେ ବୈତରଣୀ; ଧାମନଗର ଓ ଭଣ୍ଡାରିପୋଖରୀର ବହୁ ପଞ୍ଚାୟତ ଜଳମଗ୍ନ

ଭଦ୍ରକ: ବୈତରଣୀରେ ପୁଣି ବଢ଼ି ପାଣି ବଢ଼ିବାରେ ଲାଗିଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଭଦ୍ରକ ଜ଼ିଲ୍ଲାର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖା ଦେଇଛି । ସପ୍ତାହରେ ଦ୍ଵିତୀୟ ଥର ପାଇଁ ବୈତରଣୀ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଭଦ୍ରକ ଜିଲ୍ଲାର ଆଖୁଆପଦା ଆନିକଟ ଠାରେ…

ପରିଚାଳନା କମିଟିରୁ ଇସ୍ତଫା ଦେଲେ କଂଗ୍ରେସ ନେତା ଆନନ୍ଦ ଶର୍ମା

ନୂଆଦିଲ୍ଲୀ: ହିମାଚଳ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି । ଦଳର ପ୍ରମୁଖ ନେତା ଆନନ୍ଦ ଶର୍ମାଙ୍କୁ ପରିଚାଳନା କମିଟି ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ମାତ୍ର ଆନନ୍ଦ ଏହି ପଦରୁ ଇସ୍ତଫା ଦେଇଛନ୍ତି । ପୂର୍ବରୁ ଜି୨୩ ଗ୍ରୁପର ଗୁଲାମ ନବୀ ଆଜାଦଙ୍କ ପରେ…

ବିକେୟୁ ମୁଖପାତ୍ର ରାକେଶ ଟିକାଏତଙ୍କୁ ଅଟକ ରଖିଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଗାଜିପୁର ବର୍ଡର ନିକଟରେ ଦିଲ୍ଲୀ ପୋଲିସ ଭାରତୀୟ କିଷାନ ୟୁନିୟନ(ବିକେୟୁ)ର ଜାତୀୟ ମୁଖପାତ୍ର ରାକେଶ ଟିକାଏତଙ୍କୁ ଅଟକ ରଖିଛି । ଗିରଫ ହେବା ପରେ ବିକେୟୁ ସଦସ୍ୟଙ୍କୁ ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସତର୍କ ରହିବା ପାଇଁ କୁହାଯାଇଛି । ଟିକାଏତଙ୍କ କେତେକ ସହଯୋଗୀଙ୍କୁୁ ମଧ୍ୟ…

ମହାକାଳଙ୍କ ଥାଳୀ ବିବାଦରେ କ୍ଷମା ମାଗିଲା ଜୋମାଟୋ

ନୂଆଦିଲ୍ଲୀ: ଅନଲାଇନ ଫୁଡ ଡେଲିଭେରୀ କମ୍ପାନୀ ଜୋମାଟୋ ମହାକାଳଙ୍କ ଥାଳୀ ବିବାଦ ନେଇ କ୍ଷମା ମାଗିଛି । ଆମେ ଉଜ୍ଜୈନ ଲୋକଙ୍କୁ ସମ୍ମାନ କରୁ ସେମାନଙ୍କ ପାଇଁ ବିଜ୍ଞାପନ ପ୍ରସାରଣ ମଧ୍ୟ ବନ୍ଦ କରିଦେଇଛୁ । ଜୋମାଟୋର ଏକ ବିଜ୍ଞାପନରେ ହ୍ରିତିକ ରୋଶନ ମହାକାଳ ଥାଳୀ ମଙ୍ଗାଉଥିବା ଦେଖିବାକୁ…

ସୁବର୍ଣ୍ଣରେଖା ବନ୍ୟା ସ୍ଥିତି ସମ୍ଭାଳିବାକୁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଏସଆରସି କ୍ଷମତା

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାରେ ସୁବର୍ଣ୍ଣରେଖା ପରିସ୍ଥିତି ଅସମ୍ଭାଳ । ବଡ଼ ବନ୍ୟା ସମ୍ଭାଳିବାକୁ ରାଜ୍ୟ ସରକାର ବିଭିନ୍ନ ଉପାୟ ଏବଂ ଶକ୍ତି ଲଗାଇବାରେ ଲାଗିଛନ୍ତି । ରବିବାର ଅପରାହ୍ନରେ ବାଲେଶ୍ୱର ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏସଆରସି ଦାୟିତ୍ୱ ମିଳିଛି ।…