Latest Odisha News

BREAKING NEWS

ବୈତରଣୀ ନଦୀର ଜଳ ସ୍ତର କମିଛି ହେଲେ ବିପଦ ଟଳିନି

ଯାଜପୁର: ବୈତରଣୀରେ ଆସିଥିବା ବନ୍ୟା ଛାଡ଼ି ଯାଇଛି ସତ ହେଲେ ବିପନ୍ନଙ୍କ ଦୁଃଖ ବଢି ଯାଇଛି । ଏବେବି ବନ୍ୟା ଜଳରେ ବୁଡ଼ି ରହିଛି ଏକର ଏକର ଚାଷ ଜମି । ଲୋକେ ଚାଷ ସହ ସହ ବାସ ହରାଇଛନ୍ତି । କିନ୍ତୁ ସାହାଯ୍ୟ ଭାବେ ଏଯାଏ ମିଳିଛି କେଇ ମୁଠା ଚୂଡ଼ା ଓ ଗୁଡ଼। ବୈତରଣୀରେ ବନ୍ୟା ଏବଂ ଶାଖା…

ଲଗାଣ ବର୍ଷାରେ ଧସିଲା ସାମନବାଡ଼ି ପୋଲ ରାସ୍ତା

ବାଲିଗୁଡ଼ା: ବନ୍ୟା ପରେ ପୁଣି ଲଘୁଚାପ ଜନିତ ଲଗାଣ ବର୍ଷା ଆରମ୍ଭ ହୋଇଛି । ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ସାମନବାଡ଼ି ଗାଁ ନିକଟରେ ଥିବା ସାମନବାଡ଼ି ପୋଲର ପାର୍ଶ୍ଵ ରାସ୍ତା ଧସି ଯାଇଛି । ଯାହା ଫଳରେ ବର୍ତ୍ତମାନ ସେହି ରାସ୍ତା ଦେଇ ବସ୍ ଚଳାଚଳ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇ ଯାଇଥିବା…

ଦିଲ୍ଲୀ ଏକ୍ସସାଇଜ ସ୍କାମ: ସିସୋଡିଆଙ୍କ ସମେତ ୧୫ଜଣଙ୍କ ବିରୋଧରେ ଏଫଆଇଆର

ନୂଆଦିଲ୍ଲୀ: ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ତୁଙ୍ଗ ନେତା ମନୀଷ ସିସୋଡିଆଙ୍କ ଅସୁବିଧା ଦିନକୁ ଦିନ ବଢ଼ିବାରେ ଲାଗିଛି । ଶୁକ୍ରବାର ସିବିଆଇ ତାଙ୍କ ବାସଭବନରେ ସକାଳୁ ଚଢ଼ାଉ ଜାରୀ ରଖିଛି । ଏହି ମାମଲାରେ ତାଜା ଅପଡେଟ ଅନୁସାରେ ସିସୋଡିଆଙ୍କ ସମେତ ୧୫ଜଣଙ୍କ ବିରୋଧରେ…

୩୭୦୦୦ ଫୁଟ ଉପରେ ବିମାନ ଉଡୁଥିବା ବେଳେ ଶୋଇ ପଡିଲେ ପାଇଲଟ…

ଅଦୀସ ଅବାବ: ୩୭୦୦୦ ଫୁଟ ଉପରେ ବିମାନ ଉଡୁଥିବା ବେଳେ ଏହାର ୨ ପାଇଲଟ ହଠାତ ଶୋଇ ପଡିଲେ । ତେବେ ଭାଗ୍ୟର କଥା ଉପଯୁକ୍ତ ସମୟରେ ପଦକ୍ଷେପ ନିଆଯିବା ଫଳରେ ଏହା ଦୁର୍ଘଟଣାଗ୍ରସ୍ତ ହେବାରୁ ବର୍ତି ଯାଇଥିଲା । ସୁଡାନର ଖାର୍ତୁମରୁ ଇଥିୟୋପିଆ ଯାଉଥିବା ବୋଇଂ ୭୩୭ ବିମାନ ଅଦୀସ ଅବାବ ବିମାନ ବନ୍ଦରରେ…

ଏନସିବିର ପୂର୍ବ ଜୋନାଲ ଅଧିକାରୀ ସମୀରଙ୍କୁ ହତ୍ୟା ଧମକ

ମୁମ୍ବାଇ: ମୁମ୍ବାଇ ଏନସିବିର ପୂର୍ବ ଜୋନାଲ ଅଧିକାରୀ ସମୀର ୱାଙ୍ଖେଡଙ୍କୁ ହତ୍ୟା ଧମକ ମିଳିଛି । ସୋସିଆଲ ମିଡିଆ ମାଧ୍ୟମରେ ଏହି ଧମକ ପାଇବା ପରେ ସେ ସମୀର ଗୋରଗାଁଓ ପୋଲିସ ଷ୍ଟେସନରେ ଏ ନେଇ ଅଭିଯୋଗ କରିଛନ୍ତି । ୧୪ ଅଗଷ୍ଟରେ ମିଳିଥିବା ଏହି ଧମକରେ ଟ୍ୱିଟ କରାଯାଇଥିଲା ତୁମକୋ ପତା ନେହି…

ନୂଆପଡ଼ାରେ ଲାଲ୍ ତାଣ୍ଡବ, ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ

ନୂଆପଡ଼ା: ପୁଣି ମାତିଲେ ମାଓବାଦୀ । ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ମାଓବାଦୀ ଗୁରୁବାର ବିଳମ୍ବିତ ରାତିରେ ଜଣଙ୍କୁ ହତ୍ୟା କରିଛନ୍ତି । ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ଢେକୁନପାଣି ଗାଁ ମୁଣ୍ଡରେ ୪୦ ବର୍ଷୀୟ ଅନନ୍ତରାମ ରାଉତଙ୍କୁ ହତ୍ୟା କରିବା ପରେ ଫିଙ୍ଗି ଦେଇଛନ୍ତି । ଛତିଶଗଡ଼…

ବିସିସିଆଇ ଅମ୍ପାୟର ପରୀକ୍ଷା: ୧୪୦ରୁ ମାତ୍ର ୩ ପାସ

ମୁମ୍ବାଇ: ଅମ୍ପାୟର ହେବା ପାଇଁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଦ୍ୱାରା ଆୟୋଜିତ ପରୀକ୍ଷାର ଫଳ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ୧୪୦ ଜଣଙ୍କ ମଧ୍ୟରୁ ୩ଜଣ ପାସ ହୋଇଛନ୍ତି । ଅବଶ୍ୟ ଏଥର ବିସିସିଆଇର ପ୍ରଶ୍ନ କଠିନ ଥିଲା । ୨୦୦ ନମ୍ବର ବିଶିଷ୍ଟ ଏହି ପରୀକ୍ଷାରେ ଲିଖିତ ପରୀକ୍ଷା ୧୦୦ ଅଙ୍କ,…

କଳାକନା ବୁଲାଇଲେ ଦୁର୍ବୃତ୍ତ: ୩୦ ଭରି ସୁନା ଗହଣା, ୨କେଜିରୁ ଉର୍ଦ୍ଧ ରୂପା ଚୋରି

ରାୟଗଡା: ତାଲା ପଡିଥିବା ଜଣଙ୍କ ଘରେ କଳାକନା ବୁଲାଇଛନ୍ତି ଦୁର୍ବୁତ୍ତ। ୩୦ ଭରି ସୁନାଗହଣା ସହ ୩୦ ହଜାର ନଗଦ ଟଙ୍କା ଏବଂ ୨କେଜିରୁ ଉର୍ଦ୍ଧ ରୂପା ଗହଣା ଚୋରି କରି ନେଇଛନ୍ତି। ଘଟଣାସ୍ଥଳରେ ପୋଲିସ, ଡଗସ୍କାର୍ଡ ଓ ସାଇଂଟିଫିକ୍ ଟିମ୍ ପଂହଚି ତଦନ୍ତ ଆରମ୍ଭ କରିଛନ୍ତି। ଏଭଳି ଘଟଣା ଦେଖିବାକୁ…

୪୦୦ କୋଟି ବଜେଟରେ ନିର୍ମିତ ହେବ ମୋହନଲାଲଙ୍କ ଲୁସିଫର ୨

ମାଡ୍ରାସ: ସାଉଥ ସୁପରଷ୍ଟାର ମୋହନଲାଲଙ୍କ ଆଗାମୀ ଫିଲ୍ମ ଲୁସିଫର ୨ : ଇମ୍ପୁରାନା ଏକ ବିଗ ବଜେଟ ଫିଲ୍ମ ହେବ । ପୃଥ୍ୱୀରାଜ ସୁକୁମାରନ ନିର୍ଦ୍ଦେଶିତ ଏହି ଫିଲ୍ମ ୪୦୦ କୋଟି ବ୍ୟୟରେ ନିର୍ମିତ ହେବ । ବୁଧବାର ମେକର୍ସଙ୍କ ପକ୍ଷରୁ ଏହା ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ମାଲାୟଲମ ଫିଲ୍ମ…

ଲଗାଣ ବର୍ଷାରେ ଧସିଲା କରଡ଼ା ଘାଟି, ଯାତାୟାତ ବାଧାପ୍ରାପ୍ତ

ବାଲିଗୁଡ଼ା: ଲଗାଣ ବର୍ଷାରେ ଧସିଲା କରଡ଼ା ଘାଟି । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ କରଡ଼ା ଘାଟି ଧସିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ମିଳିଥିବା ସୂଚନା ଅନୁସାରେ, ଘାଟିର ୩ଟି ସ୍ଥାନରେ ପାର୍ଶ୍ଵ କାନ୍ଥ ଧସିଯିବା ଫଳରେ ଟ୍ରକ, ବସ୍ ଯାତାୟତ ବନ୍ଦ ରହିଛି । କିଛି ଲୋକେ ବିପଦ ସଂକୁଳ…