ପୁରୀରେ ୨ ଦିନ ସମସ୍ତ ବିଦ୍ୟାଳୟ ଛୁଟି ଘୋଷଣା କଲେ ଜିଲ୍ଲାପାଳ
ପୁରୀ: ଲଗାଣ ବର୍ଷା ପରେ ବିଭିନ୍ନ ନଦୀର ଆସିଥିବା ବନ୍ୟାରେ ପୁରୀ ଜିଲ୍ଲା ପୂରା ବେହାଲ୍ ହୋଇ ପଡ଼ିଛି । ବିଭିନ୍ନ ନଦୀରେ ଜଳସ୍ତର ବଢ଼ିଥିବା ବେଳେ ଜିଲ୍ଲାର ଅଧିକାଂଶ ଅଞ୍ଚଳ ପାଣିଘେରରେ । କେଉଁଠି ଘରେ ପାଣି ପଶିଛି ତ ଆଉ କେଉଁଠି ରାସ୍ତା ଉପରେ ଚାଲୁଛି ୩ ଫୁଟରୁ ଅଧିକ ଉଚ୍ଚର ପାଣି । ବନ୍ୟା…