Latest Odisha News

BREAKING NEWS

ଆଗକୁ ଉପରାଷ୍ଟ୍ରପତି ନିର୍ବାଚନ; ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମୁଖତାର୍ ଅବ୍ବାସ ନକଭୀ

ନୂଆଦିଲ୍ଲୀ: ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟର ମନ୍ତ୍ରୀ ମୁଖତାର ଅବ୍ବାସ ନକଭୀ ବୁଧବାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ମୁଖତାରଙ୍କ ଇସ୍ତଫା ସମ୍ଭାବ୍ୟ ପ୍ରାର୍ଥୀତ୍ବ ପାଇଁ ବଳ ଯୋଗାଇଛି । ଏବେ ବାଜପେୟୀ ଅମଳର ଏହି ଟାଣୁଆ ନେତାଙ୍କୁ ଦେଶର ଦ୍ବିତୀୟ…

ପାରୋଲରେ ଆସିଥିବା କଏଦୀଙ୍କୁ ସଂଘବଦ୍ଧ ଭାବେ ଗୁଳିମାଡ଼

କାମାକ୍ଷାନଗର: ପାରୋଲରେ ଆସିଥିବା ଜଣେ କଏଦୀଙ୍କୁ ସଂଘବଦ୍ଧ ଭାବେ ଗୁଳିକାଣ୍ଡ କରାଯାଇଛି । ଏଭଳି ଲୋମ ଟାଙ୍କୁରା ଗୁଳିକାଣ୍ଡ ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଚାଉଳିଆଝରଣ ଗାଁରେ । ଗୁରୁତର କଏଦୀ ଜଣଙ୍କ ବାମ ପଞ୍ଚାୟତ ବାଉଁଶମୁଣ୍ଡା ଗାଁର ଅର୍ଜୁନ ସୋରେନ । ଅର୍ଜୁନ ଆଜି ଝିଲ୍ଲୀ ଗାଁ…

୨୧ ବର୍ଷ ପରେ ମୁଲ୍ଲା ଉମର କାର ଖୋଳି ବାହାର କଲେ ତାଲିବାନ

କାବୁଲ: ୨୧ ବର୍ଷ ପରେ ତାଲିବାନୀମାନେ ତାଙ୍କ ସଂସ୍ଥାପକ ମୁଲ୍ଲା ଉମରଙ୍କ କାର ଖୋଳି ବାହାର କରିଛନ୍ତି । ଏହି କାରରେ ମୁଲ୍ଲା ଆମେରିକା କବଳରୁ ବଂଚିବା ପାଇଁ କାନ୍ଧାହାରରୁ ଜାବୁଲୁର ଆସିଥିଲେ । ଏଠାରେ କାରକୁ ପୋତି ସେ ଫେରାର ହୋଇ ଯାଇଥିଲେ । ଏହି କାରକୁ ଏବେ ଆଫଗାନିସ୍ତାନ ନ୍ୟାଶନାଲ…

ଦୁର୍ଦ୍ଦିନରେ ସ୍ପାଇସ ଜେଟ୍: ଅଠର ଦିନରେ ୮ଟି ବିମାନରେ ତ୍ରୁଟି, ଡିଜିସିଏର କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର: ସ୍ପାଇସଜେଟ ବିମାନ କମ୍ପାନୀର ଘୋର ଅସୁବିଧା ଦେଇ ଗତି କରୁଛି । ଗତ ୧୮ ଦିନ ଭିତରେ ଦେଶର ଏହି ପ୍ରମୁଖ ବିମାନ ଚଳାଚଳ କମ୍ପାନୀ ୮ଟି ସୁରକ୍ଷା ସମ୍ବନ୍ଧିତ ବିଫଳତା ସମ୍ମୁଖୀନ ହୋଇଛି । ମଝି ଆକାଶରେ ଉପାୟଶୂନ୍ୟ ହୋଇ ଯାତ୍ରା ବିଫଳ କରିବାକୁ ବାଧ୍ୟ ହୋଇଛି । ଏହି ସମୟ ଭିତରେ…

ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ, ସିନିୟରଙ୍କୁ ବିଶ୍ରାମ

ମୁମ୍ବାଇ: ୱେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି । ଶିଖର ଧାୱନଙ୍କୁ ଦଳର ନେତୃତ୍ୱ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ରବୀନ୍ଦ୍ର ଜାଡେଜାଙ୍କୁ ଉପ ଅଧିନାୟକ କରାଯାଇଛି । ଦଳର ୩ ପ୍ରମୁଖ ଖେଳାଳି ନିୟମିତ ଅଧିନାୟକ ରୋହିତ ଶର୍ମା,…

ସ୍ପେଶାଲ ସ୍କ୍ୱାଡ୍ ହାବୁଡ଼ରେ ୮ ଜଣିଆ ଗ୍ୟାଙ୍ଗ, ଟାର୍ଗେଟରେ ଥିଲେ ବ୍ୟାଙ୍କ କଷ୍ଟମର

ଭୁବନେଶ୍ୱର: କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାଡ୍ ହାତରେ ଧରା ପଡ଼ିଛନ୍ତି ଏରାଗୋଲା ଗ୍ୟାଙ୍ଗ । ଏମାନେ ବ୍ୟାଙ୍କ ସାମ୍ନାରେ ଛକି ରହି ଗ୍ରାହକଙ୍କୁ ଲୁଟ୍ କରୁଥିଲେ । କାର କାଚ ଭାଙ୍ଗି ବାଟରେ ଟଙ୍କା ଲୁଟି ନେଉଥିଲେ । ଏହି ଗ୍ୟାଙ୍ଗର ୮ ଜଣ ଅଭିଯୁକ୍ତଙ୍କୁ କମିଶନରେଟ ପୋଲିସ ଗିରଫ…

ନିଶା କାରବାର ପାଇଁ ନେଉଥିଲେ କଫ ସିରପ୍, ୩ ଗିରଫ

ସୋନପୁର: କଫ ସିରପ୍ ଜବତ, ୩ ଗିରଫ । ସୋନପୁର ପୋଲିସ ସହରର ପଟାଭାଡ଼ି ନିକଟରୁ ୧୦୦ଟି କଫ ସିରଫ ବୋତଲ ଜବତ କରିଛି । ଏକ ସ୍କୁଟି ଯୋଗେ ୩ ଜଣ ଯୁବକ କଫ ସିରପ୍ ନେବା ବେଳୋ ପୋଲିସ ହାତରେ ଧରା ପଡ଼ିଛନ୍ତି । ଯାଞ୍ଚରୁ ଜଣାପଡ଼ିଛି ଏସବୁ କଫ ସିରପ୍ ନିଶା କାରବାରରେ ବ୍ୟବହାର କରାଯିବା ଲାଗି ନିଆ…

ଟିମ ଇଣ୍ଡିଆର ୱେଷ୍ଟଇଣ୍ଡିଜ ଗସ୍ତ:ସିନିୟର ଖେଳାଳିଙ୍କୁ ଦିଆଯିବ ବିଶ୍ରାମ !

ମୁମ୍ବାଇ: ଭାରତୀୟ ଟିମ ଇଂଲଣ୍ଡ ବିପକ୍ଷରେ ଟି୨୦ ସିରିଜ ଖେଳିବା ପରେ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ । ଏହି ଗସ୍ତରେ ଭାରତୀୟ କ୍ରିକେଟ ଦଳ ୩ ଦିନିକିଆ ଓ ୫ ଟି୨୦ ମ୍ୟାଚ ଖେଳିବ । ରିପୋର୍ଟ ମୁତାବକ ଏହି ଗସ୍ତରେ ଭାରତର ଦୁଇ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯିବ । ଏହା ସ୍ପଷ୍ଟ କରାଯାଇ ନ ଥିଲେ…

ମାଆ କାଳୀ ପୋଷ୍ଟର ବିବାଦ: ଟିଏମସି ଉପରେ ରାଗିଗଲେ ମହୁଆ

କୋଲକାତା: ମାଆ କାଳୀ ମୁଭି ପୋଷ୍ଟର ବିବାଦରେ ମୁଣ୍ଡ ପୂରାଇ ଅଡୁଆରେ ପଡିଛନ୍ତି ଟିଏମସି ନେତ୍ରୀ ମହୁଆ ମୈତ୍ର । ଏପରିକି ସେ ରାଗିଯାଇ ଟ୍ୱିଟ୍ଟରରେ ଅନଫଲୋ କରିଛନ୍ତି । ମହୁଆ ଏକ କାର୍ଯ୍ୟକ୍ରମରେ କହିଥିଲେ, ଦେବୀ କାଳୀ ମୋ ପାଇଁ ଏକ ମାଂସ ଖାଉଥିବା, ମଦ ପିଉଥିବା ଦେବୀ । ତାଙ୍କର ଏହି ବୟାନ…

ଜୀବନ ହାରିଲେ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁ ସନ୍ତୋଷ, କିଛିଦିନ ତଳେ ଜେରା କରିଥିଲା ପୋଲିସ

ରାଉରକେଲା: ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ବୟଫ୍ରେଣ୍ଡ ଆତ୍ମହତ୍ୟା କରିଛନ୍ତି । ରଶ୍ମିରେଖାଙ୍କ ଆତ୍ମହତ୍ୟା ମାମଲାରେ ପୋଲିସ ତାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ରଙ୍କୁ ଜେରା କରିଥିଲା । ରଶ୍ମିରେଖାଙ୍କ ମୃତ୍ୟୁକୁ ଗ୍ରହଣ କରି ପାରିନଥିବା ସନ୍ତୋଷ ଶେଷରେ ଜୀବନ ହାରିଛନ୍ତି । ରାଉଲକେଲା…