Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ମୂଷା ଖାଇ ଯନ୍ତାରେ ଫସିଲା ନାଗ

ପୁରୀ: ମୂଷା ଖାଇ ଯନ୍ତାରେ ଫସିଲା ନାଗ । ଆଜ୍ଞା ହଁ ମୂଷା ଖାଇବାକୁ ଆସି ଯନ୍ତାରେ ଫସିଲା ନାଗ ସାପ । ପୁରୀ ଜିଲ୍ଲା ଡେଲାଙ୍ଗର ଦାଶରଥୀ ମହାପାତ୍ରଙ୍କ ପୂଜା ସାମଗ୍ରୀ ଦୋକାନରେ ମୂଷା ମାନେ ଉପଦ୍ରବ କରୁଥିଲେ । ଆଉ ସେଇ ମୂଷାଙ୍କୁ ଧରିବା ପାଇଁ ଦାଶରଥୀ ରାତିରେ ମୂଷା ଧରା ଯନ୍ତା ବସାଇଥିଲେ ।…

[ଦେଖନ୍ତୁ ଭିଡିଓ] ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର କୁକୁରଜଙ୍ଗା ଜଗନ୍ନାଥ ମନ୍ଦିର

ଝାରସୁଗୁଡ଼ା: ପଶ୍ଚିମ ଓଡ଼ିଶାର ପୁରୀ । ଝାରସୁଗୁଡ଼ାର କୁକୁରଜଙ୍ଗା ଜଗନ୍ନାଥ ମନ୍ଦିରକୁ ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ବୋଲି କୁହାଯାଏ । ୧୨୧୫ ମସିହାର ଏହି ପ୍ରାଚୀନ ମନ୍ଦିରର ଐତିହ୍ୟ ବି ବେଶ୍ ରୋଚକ । ଏଠି ପ୍ରତିବର୍ଷ ଘୋଷଯାତ୍ରା ହେଉଥିବା ବେଳେ ଜମେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ।…

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ: ୨୨ ବର୍ଷ ବିଚାର ପରେ ତିନି ବର୍ଷ ଜେଲ୍

ବ୍ରହ୍ମପୁର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗଞ୍ଜାମ ଜିଲା ଆସିକା ଯୋଗାଣ ନିରୀକ୍ଷକ ପ୍ରକାଶ ଚନ୍ଦ୍ର ପାତ୍ରଙ୍କୁ ୩ ବର୍ଷ କାରା ଦଣ୍ଡାଦେଶ ହୋଇଛି। ବ୍ରହ୍ମପୁର ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତର ବିଚାରପତି ଲୁନା ମହାନ୍ତି ଦୀର୍ଘ ବର୍ଷ ଧରି ଚାଲୁ ରହିଥିବା ଏହି ମାମଲାର…

ଅନୁବାଦ ଗଳ୍ପ : ତଫାତ୍‌!

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୦ ମୂଳ ରଚନା : ବିଷ୍ଣୁ ପ୍ରଭାକର ସେଦିନ କାହିଁକି ତା’ର ଭାରି ଇଚ୍ଛା ହେଲା ଭାରତ ଓ ପାକିସ୍ତାନ ଭିତରେ ଟଣା ହୋଇଥିବା ସୀମାରେଖାକୁ ଥରେ ଯାଇ ଦେଖି ଆସିବ । ସେ ମନେ ମନେ ଭାବିଲା, ଦିନେ ସୀମାରେଖାର ଉଭୟ ଭାଗ ଗୋଟିଏ ଦେଶ ଥିଲା ।…

ଜ୍ୟୋତ୍ସ୍ନା ମିହିରଙ୍କ ‘ଜଗନ୍ନାଥ ଏକ ଅନ୍ତରଙ୍ଗ ଯାତ୍ରା’ ଆଧାରିତ ଏକକ ଚିତ୍ରକଳା ପ୍ରଦର୍ଶନୀ ଆୟୋଜିତ

ଭୁବନେଶ୍ୱର : ଚିତ୍ରଶିଳ୍ପୀ ଜ୍ୟୋତ୍ସ୍ନା ମିହିରଙ୍କ 'ଜଗନ୍ନାଥ ଏକ ଅନ୍ତରଙ୍ଗ ଯାତ୍ରା' ବିଷୟରେ ଆଧାରିତ ଏକ ଏକକ ଚିତ୍ରକଳା ପ୍ରଦର୍ଶନୀ ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ହୋଇଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ଜଡ଼ିତ ବିଭିନ୍ନ ବିଷୟକୁ ନେଇ ଏହି ପ୍ରଦର୍ଶନୀରେ ସମୁଦାୟ ୨୨ଟି…

ବ୍ରହ୍ମପୁରକୁ କରାଯିବ ସ୍ମାର୍ଟ ସିଟି: ମନ୍ତ୍ରୀ ଉଷା ଦେବୀ

ବ୍ରହ୍ମପୁର:ବ୍ରହ୍ମପୁର ମହାନଗର ନିଗମ ତରଫରୁ ରାଜ୍ୟ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କୁ ଶନିବାର ଅପରାହ୍ନରେ ନିଗମ କାର୍ଯ୍ୟାଳୟ ପରିସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନା ଉତ୍ତରରେ ମନ୍ତ୍ରୀ ଉଷା ଦେବୀ କହିଥିଲେ ଯେ, ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କା…

ତିନି ବର୍ଷର ଶିଶୁ ଉପରେ ଅଧିକାର ପାଇଁ ଜନ୍ମ କଲା ମା’-ପାଳିତ ମା’ ଭିତରେ ବିବାଦ

ବ୍ରହ୍ମପୁର: ୩ ବର୍ଷର ଶିଶୁକୁ ନିଜ ପାଖରେ ରଖିବା ପାଇଁ ଜନ୍ମିତ ମା’ ଏବଂ ପାଳିତ ମା’ ମଧ୍ୟରେ କିଛି ଦିନ ଧରି କଳହ ଆରମ୍ଭ ହୋଇଛି । ଗୋଟିଏ ପଟେ ଜନ୍ମ କଲା ମାଆ ତାର ଅଧିକାର ସାବ୍ୟସ୍ଥ କରିବା ପାଇଁ ପିଲାକୁ ନେବା ପାଇଁ ଚାହୁଁଥିବା ବେଳେ ଅନ୍ୟପଟେ ୩ବର୍ଷ ଧରି ବହୁ କଷ୍ଟରେ ଲାଳନ ପାଳନ…

୧୫୦ ବ୍ଲକରେ ଖୋଲିବ ଶ୍ରମ କାର୍ଯ୍ୟାଳୟ: ଶ୍ରମ ମନ୍ତ୍ରୀ

ବ୍ରହ୍ମପୁର : ଶ୍ରମିକମାନଙ୍କ ପାଖରେ ସରକାରୀ ଯୋଜନା ଓ ସେବା ଯୋଗାଇବା ଦିଗରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି । ଏହି କ୍ରମରେ ଆଗାମୀ ଦିନରେ ରାଜ୍ୟର ୧୫୦ଟି ବ୍ଲକରେ ସହକାରୀ ଶ୍ରମ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯିବ । ଜଣେ ସହକାରୀ ଶ୍ରମ ଅଧିକାରୀ ନିୟୋଜିତ ରହିବ । ଏହି କାର୍ଯ୍ୟାଳୟ…

୨୪ ଘଂଟାରେ ବିଦ୍ରୋହୀ ମନ୍ତ୍ରୀ ପଦ ହରାଇବେ : ସଞ୍ଜୟ

ମୁମ୍ବାଇ: ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମଧ୍ୟରେ ଶିବସେନା ସାଂସଦ ସଞ୍ଜୟ ରାଉତ ପୁଣି ବିଦ୍ରୋହୀ ବିଧାୟକ ଓ ମନ୍ତ୍ରୀଙ୍କୁ ଚେତାବନୀ ଦେଇଛନ୍ତି । ଏକ ସ୍ଥାନୀୟ ନ୍ୟୁଜ ଚ୍ୟାନେଲରେ ସେ କହିଛନ୍ତି ଯେ, ଆଗାମୀ ୨୪ ଘଂଟା ମଧ୍ୟରେ ବିଦ୍ରୋହୀ ମନ୍ତ୍ରୀମାନେ ସେମାନଙ୍କ ପଦ ହରାଇବେ । ସେହିପରି…

ମହିଳା ଟି୨୦: ଶ୍ରୀଲଙ୍କା ବିପକ୍ଷରେ ଭାରତ ସିରିଜ ବିଜୟୀ, ମିଥାଲୀଙ୍କ ରେକର୍ଡ ଭାଙ୍ଗିଲେ ହରମନପ୍ରୀତ

କଲମ୍ବୋ: ଦ୍ୱିତୀୟ ଟି୨୦ ମ୍ୟାଚରେ ଶ୍ରୀଲଙ୍କାକୁ ୫ ୱିକେଟରେ ହରାଇ ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଅଗ୍ରଣୀ ରହିଛି । ହାତରେ ଆଉ ଗୋଟିଏ ମ୍ୟାଚ ବାକିଥିବା ବେଳେ ଭାରତୀୟ ଟିମ ଆଗୁଆ ସିରିଜ ବିଜୟୀ ହୋଇଛି । ଏହି ମ୍ୟାଚରେ ହରମନପ୍ରୀତ କୌର ଭାରତର ଷ୍ଟାର ଖେଳାଳି ମିଥାଲୀ ରାଙ୍କ…