Latest Odisha News

BREAKING NEWS

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧. ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷାଫଳ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ । ମୂଲ୍ୟାଙ୍କନ ପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି ଏବଂ ଫଳାଫଳ ଆସନ୍ତା ମାସରେ ପ୍ରକାଶ ପାଇବ ବୋଲି କହିଛନ୍ତି, ମନ୍ତ୍ରୀ ଶ୍ରୀ ଦାଶ । ୨.…

[ଦେଖନ୍ତୁ ଭିଡିଓ] ଆନ୍ତଃରାଜ୍ୟ ଅପରାଧୀଙ୍କୁ ଏନକାଉଣ୍ଟର କଲା ପୋଲିସ

ରାଉରକେଲା: ରାଉରକେଲା ପୋଲିସର ଏନକାଉଣ୍ଟର । ଶନିବାର ସହରରେ ଏନକାଉଣ୍ଟର କରିଛି ରାଉରକେଲା ପୋଲିସ । ଆନ୍ତଃରାଜ୍ୟ ଅପରାଧୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ଜଣେ ଅପରାଧୀ ଆହତ ହୋଇଛନ୍ତି । ଅନ୍ୟ ଜଣଙ୍କୁ ଗିରଫ କରିଛି ପୋଲିସ । ଆହତ ଅପରାଧୀକୁ ଚିକିତ୍ସା ଲାଗି ରାଉରକେଲା…

ସମୁଦ୍ରରେ ଲୀନ ହେବ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା!

ବ୍ରହ୍ମପୁର : ଜଳବାୟୁ ପରିବର୍ତ୍ତନ ଯୋଗୁ ଗଞ୍ଜାମ ଉପକୂଳରେ ସମୁଦ୍ର କୂଳ ଲଂଘିବାରେ ଲାଗିଛି। ଛତ୍ରପୁର, ରଙ୍ଗେଇଲୁଣ୍ଡା, ଗଞ୍ଜାମ ଏବଂ ଚିକିଟି ବ୍ଲକର କେତେକ ଅଞ୍ଚଳ ଧିରେଧିରେ ସମୁଦ୍ର ଗର୍ଭକୁ ଚାଲିଯାଉଛି । ଏଥିରେ ଯୋଡ଼ି ହେବାକୁ ଯାଉଛି ଛତ୍ରପୁର ବ୍ଲକରେ ଥିବା ଆର୍ଯ୍ୟପଲ୍ଲୀ ସାମୁଦ୍ରିକ…

[ଦେଖନ୍ତୁ ଭିଡିଓ] ବାଇକ ସିଟ୍ ତଳୁ ନାଗ ସାପ ଉଦ୍ଧାର

ଭୁବନେଶ୍ୱର : ପୁଣି ଗାଡି ଭିତରୁ ବାହାରିଲା ନାଗ ସାପ । ମୋଟର ସାଇକେଲ ସିଟ୍ ଭିତରେ ନାଗଟି ରହିଯାଇଥିବା ବେଳେ ବହୁ ସମୟ ସଂଘର୍ଷ ପରେ ଉଦ୍ଧାର ହୋଇଛି ନାଗ। ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ଭୁବନେଶ୍ୱର ଉପକଣ୍ଠ ସତ୍ୟଭାମାପୁର ତଣ୍ଡିଲୋ ଗାଁରେ । ଗାଁର ଜଣେ ବ୍ୟକ୍ତି ନାଗାର୍ଜ୍ଜୁନ ରେଡ୍ଡୀ…

[ଦେଖନ୍ତୁ ଭିଡିଓ] ଅଶାନ୍ତ ହୋଇପଡ଼ିଛି ପୁରୀ ଶ୍ରୀକ୍ଷେତ୍ର: ବୋମା ମାଡ ସହ ଷ୍ଟେସନରୁ ଲଗେଜ୍ ସ୍କାନିଂ ବେଳେ ବିଡ଼ା ବିଡ଼ା…

ପୁରୀ :  ଅଶାନ୍ତ ହୋଇପଡ଼ିଛି ପୁରୀ ଶ୍ରୀକ୍ଷେତ୍ର । ଦିନକୁ ଦିନ ବଢୁଛି ଅପରାଧ ଆଉ ବଢୁଛି ଅପରାଧୀଙ୍କ ସଂଖ୍ୟା। ଏବେ ପୁଣି ଥରେ ପୁରୀରେ ବୋମାମାଡ ହୋଇଛି । ମୁକୁନ୍ଦ ମିଶ୍ର ନଗରରେ ବୋମାମାଡ଼ ହୋଇଛି ।  ବିଳମ୍ବିତ ରାତିରେ ଜଣେ ସିମେଣ୍ଟ ବ୍ୟବସାୟୀଙ୍କ ଘରକୁ ୨ ଦୁର୍ବୃତ୍ତ ବାଇକ ଆସି ବୋମାମାଡ଼…

ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର : ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ

ଭୁବନେଶ୍ୱର :   ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ବାହାରିବ ମାଟ୍ରିକ୍ ପରୀକ୍ଷା ଫଳ । ସେଥିପାଇଁ ଯାହା ପ୍ରକ୍ରିୟ ରହିଛି ସେସବୁ ଶିଘ୍ର ସାରିବାକୁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ । ବୋର୍ଡ ପକ୍ଷରୁ ମାଟ୍ରିକ୍,…

ନିଜକୁ ନିଜେ ଅଯୋଗ୍ୟ, ଅପାରଗ କହି ହେଉଛି ଓଡ଼ିଶା ବିଜେପି !

- ଦେବଦତ୍ତ ରଥ ଭୁବନେଶ୍ୱର: ପ୍ରଥମ ଥର ପାଇଁ ଜଣେ ଓଡ଼ିଆ, ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ପ୍ରାୟତଃ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ସମସ୍ତ ଓଡ଼ିଆଙ୍କ ପାଇଁ ଏହା ଗର୍ବ ଓ ଗୌରବର କଥା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା ଓଡ଼ିଶାକୁ ଗୁରୁତ୍ୱ ଦେଇ ଆସୁଛନ୍ତି ବୋଲି ଓଡ଼ିଶା…

ସୁମିତ-ତପସ୍ୱିନୀ ବିବାହ ବିବାଦ : କୋର୍ଟ ଦେଲେ ଆହୁରି ସମୟ

ବ୍ରହ୍ମପୁର :  ତୁଟିବ କି ଡାକ୍ତର ସୁମିତ-ତପସ୍ୱିନୀ ବିବାହ ବିବାଦ । କୋର୍ଟ ପୁଣି ଦେଲେ ୯୦ ଦିନର ମହଲତ । ଏହି ସମୟ ମଧ୍ୟରେ ଉଭୟ ଚାହିଁଲେ , ସେମାନଙ୍କ ମଧ୍ୟରେ ବୁଝାମୁଣା କରି ମୀମାଂସା କରିପାରିଲେ କୋର୍ଟକୁ ଅବଗତ କରିପାରିବେ । ଡାକ୍ତର ସୁମିତ୍-ତପସ୍ବିନୀ ବିବାଦ ଘଟଣାରେ ଉଭୟ ପରିବାର…

କବିତା : ଦାରୁବ୍ରହ୍ମଙ୍କ ଜ୍ବର

ରାମକୃଷ୍ଣ  ରଥ ନିର୍ମାଣ ସରିବା ଉପରେ ପୁନଶ୍ଚ ମହା ଶୋଭାଯାତ୍ରାର ବେଳ ଆଖର ଗାଧେଇ ପାଧେଇ ସଜବାଜ ହେବାକଥା କୋଳାହଳଠୁ ଦୂରରେ ଟିକେ ବିଶ୍ରାମ ନେବାକଥା କିଛିବେଳ ସାରା ଜୀବନ ମୂର୍ତ୍ତି ପରି ବସି ବସି ଜନତାର ହାରିଗୁହାରି ଶୁଣିବାର ଲୋକ ଆଜି ହଠାତ୍ ଚଟାଣରେ ଶ୍ରୀଅଙ୍ଗ ହୁରି…

ଆହାର କେନ୍ଦ୍ର ସମୀକ୍ଷା କଲେ, ୫ଟଙ୍କିଆ ଭାତ ଡାଲମା ଖାଇଲେ ବିଇଏମସି କମିଶନର

ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଥିବା ଆହାର କେନ୍ଦ୍ରଗୁଡ଼ିକରେ ଖାଦ୍ୟର ମାନ ଏବଂ ସଫେଇକୁ ନେଇ ପୂର୍ବରୁ ଅନେକ ଅଭିଯୋଗ ରହିଥିଲା । ଶୁକ୍ରବାର ବ୍ରହ୍ମପୁର ମହାନଗର ନିଗମର କମିଶନର ଜେ.ସୋନାଲ ନିଜେ ଆହାର କେନ୍ଦ୍ରକୁ ଯାଇ ଭୋଜନ କରିବା ସହ ସମୀକ୍ଷା କରିଛନ୍ତି। ନୂଆ ବସଷ୍ଟାଣ୍ଡସ୍ଥିତ ‘ଆହାର’…