ଧରା ପଡିଲା ପାକିସ୍ତାନର ଆଉ ଏକ ମିଛ : ହଠାତ ବଂଚିଗଲେ ମୃତ ଆତଙ୍କବାଦୀ ସାଜିଦ ମୀର
ଲାହୋର: ପାକିସ୍ତାନର ଆଉ ଏକ ମିଛ ଆଜି ପୁନର୍ବାର ଧରା ପଡିଛି । ୨୬/୧୧ ମୁମ୍ବାଇ ଆକ୍ରମଣର ପ୍ରମୁଖ ଦୋଷୀ ମଧ୍ୟରେ ମୀର ରହିଥିଲା । ଆମେରିକାର ଏଫବିଆଇ ମୀରକୁ ମୋଷ୍ଟ ୱାଟେଂଡ ଆତଙ୍କବାଦୀ ଘୋଷଣା କରି ସାରିଛି । ମୁମ୍ବାଇ ବିସ୍ଫୋରଣରେ ୧୬୬ ଲୋକଙ୍କ ମୃତ୍ୟୁ ଘଟିଥିଲା । ୫ ମିଲିୟନ ଡଲାର…