Latest Odisha News

BREAKING NEWS

ଡାଇମଣ୍ଡ ଲିଗ: ରେକର୍ଡ ଟାଇମିଂ ସହ ସ୍ୱର୍ଣ୍ଣ ଜିତିଲେ ୫ ବର୍ଷୀୟ ସନ୍ତାନର ମାଆ ଫ୍ରେଜର

ପ୍ୟାରିସ: ଡାଇମଣ୍ଡ ଲିଗ ଆଥଲେଟିକ୍ସ ଟୁର୍ଣ୍ଣାମେଂଟର ୧୦୦ ମିଟର ମହିଳା ରେସରେ କମାଲ କରିଛନ୍ତି ଜାମାଇକାର ଶୈଲୀ ଆନ ଫ୍ରେଜର । ୫ ବର୍ଷୀୟ ସନ୍ତାନର ମାଆ ଫ୍ରେଜର ୧୦.୬୭ ରେକର୍ଡ ଟାଇମିଂରେ ରେସ ସମ୍ପୂର୍ଣ୍ଣ କରିଥିଲେ । ସେ ୨ ଥର ଅଲିମ୍ପିକ ଚାମ୍ପିୟନ ଏଲେନ ଥମ୍ପସନଙ୍କ ରେକର୍ଡକୁ ବି ପଛରେ…

[ଦେଖନ୍ତୁ ଭିଡିଓ] ରୋହିଆ ଗାଁରେ ସେନା ପ୍ରଶିକ୍ଷଣ ଶିବିର : ତାଲିମ ନେଇ ନିଯୁକ୍ତି ଅପେକ୍ଷାରେ ଶତାଧିକ ଆଶାୟୀ

ଜଗତସିଂହପୁର : ନାଉଗାଁ ଥାନା ରୋହିଆ ଗାଁରେ ସେନା ପ୍ରଶିକ୍ଷଣ ଶିବିର । ଏହା କୌଣସି ସରକାରୀ ଅନୁଷ୍ଠାନ ନୁହେଁ, ମାତ୍ର ସେନାବାହିନୀରେ ଭର୍ତ୍ତି କରିବାକୁ ଅଧିକରୁ ଅଧିକ ଯୁବପିଢ଼ିଙ୍କୁ ସାମିଲ କରିଛି ବାଟାଲିୟନ କ୍ୟାମ୍ପ। । ପୂର୍ବତନ ସେନା କର୍ମଚାରୀ ଶିଲୁ ନାୟକ ଆରମ୍ଭ କରିଥିଲେ ମହାଗୁରୁ…

ଜଣେ ପାକିସ୍ତାନୀଙ୍କ ସମେତ ୧୧ ଅଧିନାୟକଙ୍କ ସହ ଖେଳି ସାରିଲେଣି କାର୍ତିକ

ମୁମ୍ବାଇ: ୩୭ ବର୍ଷୀୟ ଦୀନେଶ କାର୍ତିକ ଏକ ନିଆରା ରେକର୍ଡର ଅଧିକାରୀ ହୋଇଛନ୍ତି । ସେ ଜଣେ ପାକିସ୍ତାନୀଙ୍କ ସମେତ ୧୧ ଅଧିନାୟକଙ୍କ ସହ ମ୍ୟାଚ ଖେଳି ସାରିଛନ୍ତି । ସେ ୨୦୦୪ରେ ଏକଦିବସୀୟ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ସେ ସମୟରେ ଭାରତୀୟ ଦଳର ଅଧିନାୟକ ଥିଲେ ସୌରଭ ଗାଙ୍ଗୁଲି…

ଘଂଟାକରେ ୩୧୮୨ ପୁଶ ଅପ ମାରିଲେ ଏହି ଯୁବକ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ଡାନିୟଲ ସ୍କାଲି ୧ ଘଂଟାରେ ୩୧୮୨ ପୁଶ ଅପ ମାରି ଗିନଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି । ଡାନିୟଲଙ୍କ ଏହି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । କମ୍ପେ୍ଲକ୍ସ ରିଜିଓନାଲ ପେନ ସିଣ୍ଡ୍ରମ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ସେ ଏହି…

ବୋହୂ କାଠ ଫାଳିଆ ମାଡ଼ରେ ଶ୍ୱଶୁର ମୃତ

ବ୍ରହ୍ମପୁର: ଘରୋଇ କଳିକୁ ନେଇ ବୋହୂର କାଠ ଫାଳିଆ ମାଡ଼ରେ ଶ୍ୱଶୁର ମୃତ। ଗଂଜାମ ଜିଲା ଆସିକା ଥାନା ଅନ୍ତର୍ଗତ କିଶୋରଚନ୍ଦ୍ର ପଲ୍ଲୀ ଗ୍ରାମରେ ଏହି ଘଟଣା ଘଟିଛି। ଶନିବାର ବିଳମ୍ବିତ ରାତିରେ ବୋହୂ ସୁଲତା ନାୟକ ଏବଂ ଶ୍ୱଶୁର ସୀମାଞ୍ଚଳ ନାୟକ(୫୫)ଙ୍କ ମଧ୍ୟରେ ଘରୋଇ କଳିକୁ ନେଇ ଯୁକ୍ତିତର୍କ…

୧୦ ଜିଲ୍ଲାର ‘ଆହାର’ରେ ବ୍ରହ୍ମପୁର ଆଚାର

ବ୍ରହ୍ମପୁର:ବ୍ରହ୍ମପୁର ଆଚାରର ପ୍ରସିଦ୍ଧି ଦେଶ ବିଦେଶରେ ରହିଛି । ଦୂରଦୂରାନ୍ତରରୁ ଲୋକମାନେ ବ୍ରହ୍ମପୁର ଆସନ୍ତି ଆଚାର କିଣିବା ପାଇଁ । ବ୍ରହ୍ମପୁର ଆଚାରର ଏହି ସ୍ବତନ୍ତ୍ରତା ବର୍ତ୍ତମାନ ମହିଳାଙ୍କ ସଶକ୍ତିକରଣ କରିବା ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛି । ମିଶନ ଶକ୍ତି ଏବଂ…

୩ ଦିନ ପରେ ଉଦ୍ଧାର ହେଲା ଆହତ ହାତୀ : ଚିିକିତ୍ସା ପାଇଁ ଆସିଲେ ବିଶେଷଜ୍ଞ ଦଳ

ସମ୍ବଲପୁର  : ଶେଷରେ ଉଦ୍ଧାର ହେଲା ହାତୀ। ୩ ଦିନ ହେଲା ପୋଖରୀରେ ଫସି ରହିଥିଲା ଅସୁସ୍ଥ ହାତୀଟି। ସ୍ଥାନୀୟ ଲୋକେବହୁ ପ୍ରୟାସ କରି ହାତୀକୁ ଉଦ୍ଧାର କରିପାରିନଥିଲେ। ଶେଷରେ ଗାଁର ଲୋକଙ୍କ ପ୍ରୟାସରେ ଉଦ୍ଧାର କରାଯାଇଛି। ସମ୍ବଲପୁର ସାପଲହରା ଗାଁରେ ପୋଖରୀରେ ୩ ଦିନ ହେବ ଫସରହିଥିଲା ଦନ୍ତା…

‘ଅଗ୍ନିପଥ’କୁ ନେଇ ବଢ଼ୁଛି ଅଶାନ୍ତି, ପୁରୀରେ ପୋଲିସର ଫ୍ଲାଗମାର୍ଚ୍ଚ

ପୁରୀ: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ନେଇ ସାରା ଦେଶରେ ଆନ୍ଦୋଳନ ଜାରି ରହିଛି । ବିଭିନ୍ନ ସ୍ଥାନରେ ରେଳ ଷ୍ଟେସନରେ ଟ୍ରେନ୍ ପୋଡ଼ିବା ସହ ଭଙ୍ଗାରୁଜା କରୁଛନ୍ତି ଆନ୍ଦୋଳନକାରୀ । ସତର୍କତା ମୂଳକ ପଦକ୍ଷେପ ପ୍ରକାରେ ପୁରୀ ରେଳ ସୁରକ୍ଷା ଥାନା ପକ୍ଷରୁ ପୁରୀ ରେଳ ଷ୍ଟେସନରେ…

ଯାତ୍ରୀବାହୀ ବସ୍ ଓ ଟ୍ରକ୍ ଧକ୍କା, ୩୦ରୁ ଅଧିକ ଆହତ

ବରଗଡ଼: ବରଗଡ଼ରେ ବସ୍ ଦୁର୍ଘଟଣା । ବରପାଲି ସହର ଦେଇ ଯାଇଥିବା ମୁଖ୍ୟ ରାଜପଥ କଡ଼ ସିନେମା ହଲ ନିକଟରେ ଦୁର୍ଘଟଣା ଘଟିଛି । ସରକାରୀ ଯାତ୍ରୀବାହୀ ବସ୍ ଓ ଟ୍ରକ୍ ଧକ୍କା ହେବା ଫଳରେ ୩୦ରୁ ଅଧିକ ଆହତ ହୋଇଛନ୍ତି । ବଲାଙ୍ଗିର ପଟୁ ଆସୁଥିବା ଏକ ସରକାରୀ ବସ୍ ଓ ବରଗଡ ପଟୁ ଯାଉଥିବା ଏକ ଟ୍ରକ୍…

ଅନୁବାଦ ଗଳ୍ପ : ବିଭାଜନ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୯  ମୂଳ ହିନ୍ଦୀ: ସ୍ୱୟମ୍ ପ୍ରକାଶ ଆପଣମାନେ କୁର୍ବାନ ଭାଇ ନାଁ ଶୁଣିଛନ୍ତି? ଆମ ଏଇ ଛୋଟିଆ ଟାଉନରେ ସେ ହେଲେ ଜଣେ ଅତି ପରିଚିତ ଓ ସମ୍ମାନାସ୍ପଦ ଲୋକ । ଆମ ଟାଉନର କେନ୍ଦ୍ରସ୍ଥଳ ହେଲା ଆଜାଦ ଚୌକ, ଆଉ ସେଇଠି କୁର୍ବାନ ଭାଇଙ୍କର…