Latest Odisha News

BREAKING NEWS

IPL ଲଢ଼େଇ: ପଦାର୍ପଣ ସିଜିନ୍ ଫାଇନାଲରେ ଗୁଜରାଟ ଟାଇଟନ୍ସ

ସ୍ପୋର୍ଟସ ବ୍ୟୁୋ(ଓଡ଼ିଶା ସମ୍ବାଦ): ଆଇପିଏଲରେ ପଦାର୍ପଣ ସିଜିନରେ କମାଲ କରିଛି ଗୁଜରାଟ ଟାଇଟନ୍ସ । ଫାଇନାଲରେ ପ୍ରବେଶ କରିଛି ଏହି ନୂଆ ଫ୍ରାଞ୍ଚାଇଜି ଟିମ୍ । ଗତକାଲି ଖେଳାଯାଇଥିବା ପ୍ରଥମ କ୍ୱାଲିଫାୟାର ମୁକାବିଲାରେ ରାଜସ୍ଥାନ ରୟାଲ୍ସକୁ ୭ ୱିକେଟରେ ହରାଇ ଫାଇନାଲ୍ ଟିକେଟ ହାତେଇଛି…

ଶ୍ରୀମନ୍ଦିରରେ ଆଜି ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ଆଜି ମହାପ୍ରଭୁଙ୍କ ବନକଲାଗି ନୀତି । ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଅପରାହ୍ନ ୪ଟାରୁ ରାତି ୮ଟା ପର୍ୟ୍ୟନ୍ତ ବନକଲାଗି ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କର ଏହା ଏକ ଗୁପ୍ତ ନୀତି । ଏଥିପାଇଁ ୪ଘଣ୍ଟା ପାଇଁ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ । ଏେଇ…

ଗୁଳି ମାରି ଗୋରୁ ବ୍ୟବସାୟୀଙ୍କୁ ହତ୍ୟା, ୨୦ ଲକ୍ଷ ଲୁଟ୍ ଅଭିଯୋଗ

ରାଇରଙ୍ଗପୁର: ଗୁଳି ମାରି ଗୋରୁ ବ୍ୟବସାୟୀଙ୍କୁ ହତ୍ୟା । ଏହାପରେ ୨୦ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ମୟୂରଭଞ୍ଜ ଜିଲ୍ଲା ଗ୍ରାମାଞ୍ଚଳ ଥାନା ହାଟବାଦଡା ଗୋରୁହାଟରେ ଏହି ଘଟଣା ଘଟିଛି । ପଶ୍ଚିମବଙ୍ଗରୁ ଆସିଥିବା ୨ ବେପାରୀଙ୍କୁ ଗୁଳି କରି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ…

କବିତା : ଜୀବନ ଲତା

ଡମ୍ବରୁଧର ବେହେରା ଭଲ ଲୋକଟିଏ କରିଦିଅ ପ୍ରଭୁ ଖରାପେ ଗଣା ନ ହେବି ଲୋକଙ୍କ ଆଗରେ ଭଲ ନିଜେ ବୋଲି କେବେ ପୁଣି ନ କହିବି...।। କର୍ମ ପ୍ରତି ତ୍ୟାଗ ବଳିଦାନ ଭାବ ରହୁ ସଦା ମୋର ମନେ କର୍ମ ପାଇଁ କେବେ ଆଳସ ପ୍ରବୃତ୍ତି ନ ଆସୁ କେବେ ବି ଦିନେ....।। ନିଷ୍ଠା,ଏକାଗ୍ରତା, ଆତ୍ମ…

ଆମେରିକାର ସ୍କୁଲ ଭିତରେ ଆଖିବୁଜା ଗୁଳିମାଡ଼, ୨୧ ମୃତ

ଓ୍ୱାଶିଂଟନ୍: ଆମେରିକା ଟେକ୍ସାସର ଏକ ସ୍କୁଲରେ ଗୁଳିକାଣ୍ଡ । ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଅଛନ୍ତି ୧୮ ଜଣ ସ୍କୁଲ ପିଲା । ସେମାନଙ୍କର ବୟସ ୭ରୁ ୧୦ ବର୍ଷ ଭିତରେ ହୋଇଥିବା ସୂଚନା ମିଳିଛି । ଜଣେ ୧୮ ବର୍ଷୀୟ ବନ୍ଧୁକଧାରୀ ସ୍କୁଲ ଭିତରେ…

କଳିଙ୍ଗା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍: ୬ ମୃତ, ୪୫ ଆହତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭଞ୍ଜନଗର ଦୁର୍ଗାପ୍ରସାଦରେ ଓଲଟିଲା ପଶ୍ଚିମବଙ୍ଗ ଟୁରିଷ୍ଟ ବସ୍ । ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୫ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଛନ୍ତି । ମୃତକଙ୍କ ଭିତରେ ୬ ଜଣ ମହିଳା ଓ ୨ ଜଣ ପୁରୁଷ ଥିବା ସୂଚନା…

ଓବିସିସିକୁ ହସ୍ତାନ୍ତର ହେବ ଜିପିଆର ସର୍ଭେ ରିପୋର୍ଟ

ପୁରୀ: ମଙ୍ଗଳବାର ରାତି ଅଧିଆ ଜିପିଆର ସର୍ଭେ ଶେଷ ହୋଇଛି । ଶେଷଦିନରେ ଏମାର ମଠର ହୋଇଥିଲା ଯାଂଚ । ଖୁବଶୀଘ୍ର ଓଡ଼ିଶା ବି୍ରଜ୍ ଆଣ୍ଡ କନଷ୍ଟ୍ରକ୍ସନ୍ କର୍ପୋରେସନ୍ ଲିମିଟେଡ଼କୁ ହସ୍ତାନ୍ତର ହେବ ସର୍ଭେ ରିପୋର୍ଟ । ୪ ଦିନରେ ସର୍ଭେ କାମ ସାରିବାକୁ ରହିଥିଲା ନିର୍ଦ୍ଦେଶ। ମଙ୍ଗଳବାର ଏମାର…

ପ୍ରେମିକଙ୍କ ଆତ୍ମହତ୍ୟାର କିଛି ସମୟ ପରେ ପ୍ରେମିକାଙ୍କ ଆତ୍ମହତ୍ୟା

ବ୍ରହ୍ମପୁର: ଗଂଜାମ ଜିଲା ଜରଡା ଥାନା ଇଲାକାରେ ମଙ୍ଗଳବାର ସକାଳୁ ଏକ ପ୍ରେମୀ ଯୁଗଳ ଭିନ୍ନଭିନ୍ନ ସ୍ଥାନରେ ଆତ୍ମହତ୍ୟା କରିଛନ୍ତି । ପ୍ରଥମେ ପ୍ରେମିକ ଆତ୍ମହତ୍ୟା କରିଥିଲେ। ଏହାର କିଛି ସମୟ ପରେ ପ୍ରେମିକା ଆତ୍ମହତ୍ୟା କରିଛନ୍ତି । ଘଟଣାଟି ଜରଡା ଥାନା ଠାରୁ ମାତ୍ର ଦୁଇ କିଲୋମିଟର ଦୂର…

ବ୍ରହ୍ମପୁର ଡେପୁଟି ମେୟରଙ୍କ ମାନବିକତା; ରାତିରେ ବୁଲି ନିରାଶ୍ରୟଙ୍କୁ ଦେଉଛନ୍ତି ଆଶ୍ରୟ

ବ୍ରହ୍ମପୁର: ମାନବିକତା ପ୍ରଦର୍ଶନ ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ଇ.ବିବେକ ରେଡ଼ି । ବିଳମ୍ବିତ ରାତି ପର୍ଯ୍ୟନ୍ତ ସହର ସାରା ବୁଲିବୁଲି ନିରାଶ୍ରୟଙ୍କୁ ଉଦ୍ଧାର କରୁଛନ୍ତି । ସେମାନଙ୍କୁ ଆଶ୍ରୟସ୍ଥଳୀରେ ନେଇ ରଖୁଛନ୍ତି । ସୋମବାର ରାତି ପ୍ରାୟ…

ଏମ୍‍କେସିଜିରେ ଖାଲିଥିବା ପଦବୀ ସପ୍ତାହ ଭିତରେ ହେବ ପୂରଣ

ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ସହଯୋଗୀ ପ୍ରାଧ୍ୟାପକ/ସହକାରୀ ପ୍ରାଧ୍ୟାପକମାନେ ପଦୋନ୍ନତି/ନିୟମିତ ବଦଳିକୁ ନେଇ ଜନ ଅସନ୍ତୋଷ ଦେଖିବାକୁ ମିଳିଥିଲା । ବ୍ରହ୍ମପୁରରେ କାର୍ଯ୍ୟରତ ସାମ୍ବାଦିକମାନେ ୪ ଦିନ ପର୍ଯ୍ୟନ୍ତ ଫାଟକ ସମ୍ମୁଖରେ ଧାରଣା…