Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] କଳିଙ୍ଗା ଘାଟିରେ ଟୁରିଷ୍ଟ ବସ୍ ଓଲଟି ଗଲା ୬ ଜଣଙ୍କ ଜୀବନ, ୪୨ ଆହତ

ଭଞ୍ଜନଗର: କଳିଙ୍ଗା ଘାଟିରେ ବଡ଼ ଦୁର୍ଘଟଣା । ପଶ୍ଚିମବଙ୍ଗର ଟୁରିଷ୍ଟ ବସ୍ ଓଲଟି ପଡ଼ିବାରୁ ଗଲା ୬ଜଣଙ୍କ ଜୀବନ  । ମଙ୍ଗଳବାର  ବିଳମ୍ବିତ ରାତିରେ ଭଞ୍ଜନଗର ଦୁର୍ଗାପ୍ରସାଦ ନିକଟ କଳିଙ୍ଗା ଘାଟିରେ ପଶ୍ଚିମବଙ୍ଗର ଟୁରିଷ୍ଟ ବସଟି ଓଲଟି ପଡ଼ିଥିଲା । ବସ ଓଲଟି ୬ଜଣଙ୍କ ଜୀବନ ଯାଇଛି ।…

ୟାସିନ ମଲିକ ମାମଲା: ଅମିତଙ୍କ ଗୁଗଲୀରେ ଆଉଟ ହେଲେ ଆଫ୍ରିଦୀ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ଫଣ୍ଡିଂ କରିବା ଅଭିଯୋଗରେ ୟାସିନ ମଲିକ ଦୋଷ ସ୍ୱୀକାର କରିଛନ୍ତି । ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟ ତାଙ୍କ ବିରୋଧରେ ଦଣ୍ଡ ଶୁଣାଇବ । ପୁନର୍ବାର ଭାରତର ଆଭ୍ୟନ୍ତରୀଣ ମାମଲାରେ ବିବାଦୀୟ ବୟାନ ଦେଇଛନ୍ତି ପାକିସ୍ତାନ କ୍ରିକେଟର ଶାହୀଦ ଆଫ୍ରିଦୀ । ତେବେ…

ପ୍ରାଇସ କମାଇଲେ ଅକ୍ଷୟ କୁମାର

ମୁମ୍ବାଇ: ବଚ୍ଚନ ପାଣ୍ଡେ ଫିଲ୍ମ ପରେ ଅକ୍ଷୟ କୁମାରଙ୍କ ଡିମାଣ୍ଡ କିଛି ମାତ୍ରାରେ କମିଯାଇଛି । ଏହା ଦେଖି ଖିଲାଡି କୁମାର ତାଙ୍କ ପ୍ରାଇସ କମାଇବାକୁ ବାଧ୍ୟ ହୋଇଛନ୍ତି । ତାଙ୍କର ଆଗାମୀ ଫିଲ୍ମ ସେଲ୍ଫି, ସୋରାଇ ପୋଟରୁ ରିମେକ, ବଡେ ମିଆଁ ଓ ଛୋଟେ ମିଆଁ ପାଇଁ ଲାଗୁ ହେବ । ୨୦୦୭ରେ ୱେଲକମ…

ଏସପି ସମର୍ଥନରେ କପିଳ ସିବଲ ଦାଖଲ କଲେ ରାଜ୍ୟସଭା ପ୍ରାର୍ଥୀପତ୍ର

ନୂଆଦିଲ୍ଲୀ: କପିଳ ସିବଲ ବୁଧବାର ସମାଜବାଦୀ ପାର୍ଟି ସମର୍ଥନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କଂଗ୍ରେସ ଛାଡିବା ପ୍ରସଙ୍ଗରେ ସେ କହିଥିଲେ, ମୁଁ ମେ୧୬ରୁ ଦଳ ଛାଡି ସାରିଛି । ବିରୋଧୀ ଦଳରେ ରହି ନରେନ୍ଦ୍ର ମୋଦି ସରକାରଙ୍କୁ ଚ୍ୟାଲେଞ୍ଜ କରିବା ଭଳି…

[ଦେଖନ୍ତୁ ଭିଡିଓ] ୧୦ ଦଫା ଦାବି ନେଇ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା

ଭୁବନେଶ୍ୱର : ୧୦ ଦଫା ଦାବି ନେଇ ଆଜି ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ବାରିପଦା ସମେତ ମୟୂରଭଞ୍ଜ ଜିଲ୍ଲାରେ ବନ୍ଦ ର ପ୍ରଭାବ ସାମାନ୍ୟ ଭାବେ ପରିଲକ୍ଷିତ ହୋଇଛି । ସହରର ବିଭିନ୍ନ ସ୍ଥାନରେ କାଁ ଭାଁ ଦୋକାନ ବଜାର ଏବଂ ବସ ଟ୍ରକକୁ…

ଅମାନିଆ ଗାଡି ଚାଳକ ସାବଧାନ ! ରଙ୍ଗ୍ ରୁଟରେ ଗାଡ଼ି ଚଳାଇଲେ କୋର୍ଟକୁ ଟଣା ହେବେ

ଭୁବନେଶ୍ୱର : ରଙ୍ଗରୁଟରେ ଗାଡ଼ି ଚଳାଉଥିଲେ ସାବଧାନ । ମୋଟା ଅଙ୍କର ଜରିମାନା ସହ ସିଲ ହୋଇପାରେ ଆପଣଙ୍କ ଗାଡ଼ି । ଏପରି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଭୁବନେଶ୍ୱର ଟ୍ରାଫିକ୍ ପୋଲିସ । ୩ ଦିନରେ ୨୮୮ ଜଣ ବ୍ୟକ୍ତିଙ୍କ ଠାରୁ ୧ ଲକ୍ଷ ୪୪ ହଜାରରୁ ଅଧିକ ଟଙ୍କା ଫାଇନ ବି ଆଦାୟ ହୋଇସାରିଛି ।…

ଚୂଡ଼ାନ୍ତ ହେବ ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ନୀତିକାନ୍ତି, ବସିବ ଛତିଶା ନିଯୋଗ ବୈଠକ

ପୁରୀ: ଆସନ୍ତା ଜୁନ ୧୪ ରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଓ‌ ଜୁଲାଇ ୧ରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ନୀତି କାନ୍ତି ଚୁଡାନ୍ତ କରାଯିବ। ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ପ୍ରଥମେ ନୀତି ସବକମିଟି ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଆସନ୍ତା…

ଭାବର ଗାୟକ ଭଜନ ସମ୍ରାଟ ଭିକାରୀ ବଳଙ୍କ ପୂଣ୍ୟ ତିଥିରେ ତାଙ୍କୁ କୋଟି ପ୍ରଣାମ

ଭୁବନେଶ୍ୱର : ଭଜନ ସମ୍ରାଟ ଭିକାରୀ ବଳ ଭକ୍ତି ସଙ୍ଗୀତର ଥିଲେ ଜଣେ ଅନନ୍ୟ ପୁରୋଧା । ଭାବର ଠାକୁରଙ୍କ ପାଇଁ ସେ ଥିଲେ ଭାବର ଗାୟକ । କେତେବେଳେ କୋଠ ଭୋଗଖିଆ ତ ଆଉ କେତେବେଳେ ବଡ ଦେଉଳର ପାରା । ପୁଣି କେତେବେଳେ ହାତରେ ମୁଠାମୁଠା ଶରଧାବାଲି । ତାଙ୍କ କଣ୍ଠର ପ୍ରତିଟି ସଙ୍ଗୀତ ଭକ୍ତିରସର…

କଳିଙ୍ଗା ଘାଟିରେ ଟୁରିଷ୍ଟ ବସ୍ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ କେମିତି ଓ କେଉଁ ପରିସ୍ଥିତିରେ ଦୁର୍ଘଟଣାର ଶିକାର ହେଲା ଟୁରିଷ୍ଠ ବସ୍ । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । କେଉଁ ପରିସ୍ଥିତିରେ ଘାଟିରୁ ଓଲଟିଲା ବସ୍ ତଦନ୍ତ କରି ରିପୋର୍ଟ ଦେବାକୁ ପରିବହନ…

IPL ଲଢ଼େଇ: ପଦାର୍ପଣ ସିଜିନ୍ ଫାଇନାଲରେ ଗୁଜରାଟ ଟାଇଟନ୍ସ

ସ୍ପୋର୍ଟସ ବ୍ୟୁୋ(ଓଡ଼ିଶା ସମ୍ବାଦ): ଆଇପିଏଲରେ ପଦାର୍ପଣ ସିଜିନରେ କମାଲ କରିଛି ଗୁଜରାଟ ଟାଇଟନ୍ସ । ଫାଇନାଲରେ ପ୍ରବେଶ କରିଛି ଏହି ନୂଆ ଫ୍ରାଞ୍ଚାଇଜି ଟିମ୍ । ଗତକାଲି ଖେଳାଯାଇଥିବା ପ୍ରଥମ କ୍ୱାଲିଫାୟାର ମୁକାବିଲାରେ ରାଜସ୍ଥାନ ରୟାଲ୍ସକୁ ୭ ୱିକେଟରେ ହରାଇ ଫାଇନାଲ୍ ଟିକେଟ ହାତେଇଛି…