Latest Odisha News

BREAKING NEWS

ଜେଲେନସ୍କିଙ୍କୁ ଡେଟ୍ କରୁଛନ୍ତି ପୁଟିନଙ୍କ ସାନ ଝିଅ

ଭୁବନେଶ୍ୱର: ପୁଟିନଙ୍କୁ ବ୍ଲଡ କ୍ୟାନ୍ସର ଖବର ଆସିବା ପରେ ବିରୋଧୀଙ୍କ ମେଳିରେ ଚର୍ଚ୍ଚା ଜୋର ଧରିଥିଲା । ଏବେ ଆସିଛି ଆଉ ଏକ ରହସ୍ୟମୟ ଖବର । ଯାହାର ସତ ଜାଣିଲେ ନିଜେ ପୁଟିନ୍ ବି ଚିଡ଼ିଯିବେ । ଚିଡ଼ିବା ତ ସ୍ୱାଭାବିକ । ଖବରଟି ଯେତେବେଳେ ତାଙ୍କ ସାନ ଝିଅର! ଖବର ଟି ହେଉଛି,…

ମାଏରାଙ୍କୁ ଫଲୋ କରିବାକୁ କହିଲେ ଅର୍ଜୁନ

ଭୁବନେଶ୍ୱର: ବଲିଉଡ ଅଭିନେତା ଆଗରୁ ଝିଅ-ପୁଅଙ୍କୁ ଫିଲ୍ମ ଯୋଗାଡ଼ କରିଦେଉଥିଲେ । ଏବେ ସୋସିଆଲ ମିଡିଆରେ ଫଲୋୟର୍ସ ବଢ଼ାଇବାକୁ ବି ଦାୟିତ୍ୱ ଭାବିନେଲେଣି । ଶୁକ୍ରବାର ମଡେଲ ତଥା ଅଭିନେତା ଅର୍ଜୁନ ରାମପଲ ଝିଅ ମାଏରାଙ୍କୁ ଫଲୋ କରିବାକୁ ନେଟିଜେନଙ୍କୁ ଅନୁରୋଧ କରିଛନ୍ତି । ମାଏରା…

କବିତା : ମୋ’ ଶ୍ୟାମ ସୁନ୍ଦର

ଛବିରାଣୀ ପତି ମୟୂର ଚନ୍ଦ୍ରିକା ବଢାଏ ସୌର୍ଯ୍ୟ ଘନ କୁଞ୍ଚକେଶି ରୂପ ମାଧୂର୍ଯ୍ୟ, ଛଳିଆ କପଟୀ କଳା ଶ୍ରୀମୁଖ ରାଧା ବିନା ଦିଶେ ସତେ ବିମୁଖ ସେ .. ଗୋପ ଗୋପାଳୁଣୀ ବାସୀ ଯେ , ଲଳିତା , ବିଶାଖା ସଖୀ ସହଚରୀ ସବୁରିଙ୍କ ପ୍ରାଣ ପ୍ରିୟ ଯେ । ସୁଦାମ, ସୁବଳ ,ମଧୁ ମଙ୍ଗଳ ସାଥୀ…

ବିିରଳ କିଡ଼ନୀ ଅସ୍ତ୍ରୋପଚାର; ବାହାରିଲା ୨୦୬ ଖଣ୍ଡ ଷ୍ଟୋନ୍

ଭୁବନେଶ୍ୱର: କିଡ଼ନୀରୁ ବାହାରିଲା ୨୦୬ ଖଣ୍ଡ ଷ୍ଟୋନ । ହାଇଦ୍ରାବାଦରେ ଜଣେ ବ୍ୟକ୍ତିଙ୍କ କି ହୋଲ୍ ଅସ୍ତ୍ରୋପଚାରରୁ ଏମିତି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ୫୬ ବର୍ଷୀୟ ବୀରାମଲ୍ଲା ଦୀର୍ଘ ଦିନ ଧରି ପେଟ ଯନ୍ତ୍ରଣା ଭୋଗୁଥିଲେ । ସିଟି କେୟୁବି ସ୍କାନ କରିବା ପରେ ବାଁ ପଟ କିଡନୀରେ କିଛି…

ଖରା ଛୁଟିରେ ହାଇକୋର୍ଟ ଶୁଣାଣି ପାଇଁ ଆସିଲା ତାରିଖ

ଭୁବନେଶ୍ୱର: ଚଳିତ ଖରା ଛୁଟିରେ ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ଜରୁରୀକାଳନୀ ମାମଲା ପରିଚାଳନା ପାଇଁ ହାଇକୋର୍ଟ ଧାର୍ଯ୍ୟ କରିଛନ୍ତି ତାରିଖ । ଗ୍ରୀଷ୍ଟ ଛୁଟି ଖଣ୍ଡପୀଠ ଏହି କାର୍ଯ୍ୟ ଦିବସ ଗୁଡ଼ିକରେ ଶୁଣାଣି କରିବେ । ମେ ମାସରେ ୨୪, ୨୭, ୩୧ ଏବଂ ଜୁନ୍ ମାସରେ ୨, ୭, ୧୦, ୧୩ ଏବଂ…

ଓମ୍ବାଡସି ପାଣ୍ଠି ବିନିଯୋଗରେ ଲୋକଙ୍କ ଜୀବିକା ବିକାଶ ହୋଇଛି

ସୁନ୍ଦରଗଡ଼: ତିନିଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିଥିବା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ଖଣିଜ ଧାରକ ଅଞ୍ଚଳ ଉନ୍ନୟନ ନିଗମର (ଓମ୍ବାଡ୍‌ସି) ଓଭରସାଇଟ୍ ଅଥରିଟି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମକୁ ପ୍ରଶଂସା…

ବାରବାଟୀ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟେଣ୍ଟି : ଜୁନ୍ ୧ରୁ ଟିକେଟ ବିକ୍ରି

କଟକ: ବାରବାଟୀରେ ଭାରତ - ଦକ୍ଷିଣ ଆଫ୍ରିକା ଟି-ଟେଣ୍ଟି ମ୍ୟାଚ ପାଇଁ ଜୁନ୍ ୧ରୁ ଟିକେଟ ବିକ୍ରି ହେବ। ଉଭୟ ଅନଲାଇନ ଏବଂ ଅଫଲାଇନ ରେ ଟିକଟ ବିକ୍ରି ଉପଲବ୍ଧ ହେବ । ଜୁନ୍ ୧ରୁ ଅନଲାଇନ ଟିକେଟ ବୁକିଂ ହୋଇପାରିବ ଏବଂ ୯ ଓ ୧୦ ତାରିଖରେ ଅଫଲାଇନ ଟିକେଟ ବିକ୍ରି ହେବ । ଶୁକ୍ରବାର ମ୍ୟାଚ୍ ର…

ଜେଲରୁ ବାହାରକୁ ଆସିଲେ ଇନ୍ଦ୍ରାଣୀ

ମୁମ୍ବାଇ: ବହୁ ଚର୍ଚ୍ଚିତ ଶିନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁର୍ଖାଜୀ ଦୀର୍ଘ ଦିନ ପରେ ଜେଲ ବାହାରକୁ ଆସିଛନ୍ତି । ସିବିଆଇ ଅଦାଲତ ୨ ଲକ୍ଷ ଟଙ୍କାର ବଣ୍ଡ ବିନିମୟରେ ଜାମିନ ଦେଇଥିଲା । ଏହି ପୂର୍ବତନ ଗଣମାଧ୍ୟମ କାର୍ଯ୍ୟନିର୍ବାହୀ ତାଙ୍କ ଝିଅ ଶିନା ବୋରାଙ୍କୁ ୨୦୧୨ରେ…

ବ୍ରହ୍ମପୁରରେ ନିର୍ମାଣ ହେବ ୨ହଜାର ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ; ବଢ଼ିବ ଭୂତଳ ଜଳ ସ୍ତର

ବ୍ରହ୍ମପୁର: ଗତ କିଛି ବର୍ଷ ହେଲା ବ୍ରହ୍ମପୁର ସହରରେ ଭୂତଳ ଜଳ ସ୍ତର ହ୍ରାସ ପାଇବାରେ ଲାଗିଛି । ଆପାର୍ଟମେଣ୍ଟ ଗୁଡ଼ିକ ମାତ୍ରାଧିକ ଜଳ ଶୋଷୁଥିବା ଏବଂ ପୋଖରୀ ପୋତି ହେବା ଯୋଗୁଁ ଭୂତଳ ଜଳ ସ୍ତର କମିବାରେ ଲାଗିଛି । ଏହି ସମସ୍ୟାର ସମାଧାନ ପାଇଁ ବର୍ଷା ଜଳ ସଂରକ୍ଷଣ ଉପରେ ବିଶେଷଜ୍ଞମାନେ…

[ଦେଖନ୍ତୁ ଭିଡିଓ] ୨ବର୍ଷ ପରେ ଫେରିଲେ ମୃତ ଘୋଷିତ ସ୍ୱାମୀ , ପତ୍ନୀଙ୍କୁ କଲେ ଦ୍ୱିତୀୟ ବିବାହ

କୋରାପୁଟ : ନିଜ ପତ୍ନୀଙ୍କୁ ଦ୍ୱିତୀୟ ଥର ପାଇଁ ବିବାହ କଲେ ସ୍ୱାମୀ ।  ହେଲେ କାହିଁକି ? ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ ।  ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଦ୍ୱିତୀୟ ଥର ପାଇଁ ବିବାହ କରିଛନ୍ତି । ହଠାତ୍‌ ଦୁଇ ବର୍ଷ ହେବ ମୃତ ସ୍ୱାମୀ ଜୀବନ୍ତ ଫେରିଥିଲେ । ଗାଁ ଲୋକ ଏହା ଦେଖି ହତବାକ୍‌…