Latest Odisha News

BREAKING NEWS

କୃଷ୍ଣସାର ମୃଗ ଶିକାର ବେଳେ ପୋଲିସ ସହ ଏନକାଉଣ୍ଟର: ଟଳିଲେ ୩ ପୋଲିସ କର୍ମୀ

ମଧ୍ୟପ୍ରଦେଶ  : ଶିକାରୀଙ୍କୁ ଗୁଳିରେ ଟଳିଲେ ୩ ପୋଲିସ କର୍ମଚାରୀ । ମଧ୍ୟପ୍ରଦେଶରେ ଗୁନାରେ ଘଟିଛି ଏପରି ଅଘଟଣ । କୃଷ୍ଣସାର ମୃଗ ଶିକାରୀ ଓ ପୋଲିସ ମଧ୍ୟରେ ଗୁଳିକାଣ୍ଡ ଘଟି ଏପରି ଘଟିଛି । ଏଠାରେ ଶିକାରୀ ଓ ଓ ପୋଲିସ ମଧ୍ୟରେ ଏନକାଉଣ୍ଟର ହୋଇଥିଲା ଯେଉଁଥିରେ ତିନି ଜଣ ପୋଲିସ କର୍ମୀଙ୍କ…

ରାୟଗଡା ଅବକାରୀ ଅଧୀକ୍ଷକ ନିନା ବେଉରା ଗିରଫ :୬ ଲକ୍ଷ ନେଇ ଆସୁଥିବା ବେଳେ ଧରିଲା ଭିଜିଲାନ୍ସ

ରାୟଗଡା  : ରାୟଗଡା ଅବକାରୀ ଅଧୀକ୍ଷକ ନିନା ବେଉରା ଗିରଫ । ରାୟଗଡାରୁ ଭୁବନଶ୍ୱେରକୁ ଆସିବା ସମୟରେ ଗିରଫ ହୋଇଛନ୍ତି । ଅବକାରୀ ଅଧୀକ୍ଷକ ନିନାଙ୍କ ଠାରୁ ୬ଲକ୍ଷ ଟଙ୍କା ଜବତ କରାଯାଇଛି । ଟଙ୍କା ସମ୍ପର୍କରେ ପଚାରିବାରୁ ନିନା ସନ୍ତୋଷଜନକ ଉତ୍ତର ହେଇପାରି ନଥିଲେ । ନିନା ଏବଂ ସମ୍ପର୍କୀୟଙ୍କ…

କବିତା : ଚେତନ ଅବଚେତନ

ଗଦାଧର ସାହୁ  ଥରେ ସ୍ଵପ୍ନରେ ମୋର ଭେଟ ହୋଇଥିଲା ଗୋଟେ ବିରାଟକାୟ ଅସୁର ସହିତ । ସେ ତା ବଳିଷ୍ଠ, ଲୋମସ ହାଡୁଆ ହାତରେ ମୋତେ ବାର ବାର ଟେକି ନେଉଥିଲା ତଳୁ ଉପରକୁ ଆହୁରି ଉପରକୁ ଆଉ ଫୋପାଡି ଦେଉଥିଲା ତଳକୁ ଯେଉଁଠି ଥିଲା କୁଢ କୁଢ ହାଡ କେଉଁଠି ଅକାତ କାତ କଳା ଡଅଁର ପାଣି ।…

ଡ୍ରାଗନ ଫଳ କୁ ପ୍ରଧାନ୍ଯ, ବଢିବ ଉତ୍ପାଦନ

ଭୁବନେଶ୍ୱର : ଡ୍ରାଗନ ଫଳକୁ ରାଜ୍ଯ ସରକାର ପ୍ରଧାନ୍ଯ ଦେଉଛନ୍ତି। ସର୍ବାଧିକ ପ୍ରୋତ୍ସାହନ ସହ ଉତ୍ପାଦନ ବୃଦ୍ଧି ହେଉଛି ପ୍ରାଥମିକ ଲକ୍ଷ୍ଯ। ଫଳ ଚାଷକୁ ପ୍ରୋତ୍ସାହିତ କରିବାପାଇଁ ରାଜ୍ୟ ସରକାର ଯେଉଁ ସହାୟତା ପ୍ରଦାନ କରୁଛନ୍ତି ସେଥିରେ ସବୁଠାରୁ ଆଗରେ ରହିଛି ଡ୍ରାଗନ ଫଳ । ଏହି ଫଳ ଚାଷ ପାଇଁ…

ନୀତି ଆୟୋଗ ଆରମ୍ଭ କଲା ଡାଟା ଓ ଆନାଲିଟିକ୍ସ ପ୍ଲାଟଫର୍ମ

ଭୁବନେଶ୍ୱର: ନୀତି ଆୟୋଗ ପକ୍ଷରୁ ଜାତୀୟ ଡାଟା ଓ ଅନାଲିଟିକ୍ସ ପ୍ଲାଟଫର୍ମ (ଏନ୍‌ଡିଏପି) ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଆଜିଠୁ ଆରମ୍ଭ କରାଯାଇଛି । ଏହି ପ୍ଲାଟଫର୍ମର ଉଦ୍ଦେଶ୍ୟ ହେଲା ସରକାରୀ ତଥ୍ୟାବଳୀକୁ ଲୋକଙ୍କୁ ସହଜରେ ଯୋଗାଇବା । ଏହା ଫଳରେ ସରକାରୀ ଡାଟା ସଂଗ୍ରହ ସହଜ, ଆନ୍ତଃ…

ସୁନ୍ଦରଗଡ଼ରେ ମୁଖ୍ଯ ଶାସନ ସଚିବ, ସମୀକ୍ଷା କଲେ ନିର୍ମାଣଧୀନ ପ୍ରକଳ୍ପ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ଅନୁଧ୍ୟାନ କରିଛନ୍ତି। ପ୍ରଥମେ ସେ ସୁନ୍ଦରଗଡ଼ ସଦର ବ୍ଲକ୍ ଅନ୍ତର୍ଗତ…

ଏସିଆ କପ ହକି: ଭାରତୀୟ ଦଳର ନେତୃତ୍ୱ ନେବେ ବୀରେନ୍ଦ୍ର

ଭୁବନେଶ୍ୱର: ଜାକାର୍ତାରେ ହେବାକୁ ଥିବା ଏସିଆ କପ ହକିରେ ଓଡିଶାର ବୀରେନ୍ଦ୍ର ଲାକ୍ରା ଭାରତୀୟ ଟିମର ନେତୃତ୍ୱ ନେବେ । ନିୟମିତ ଅଧିନାୟକ ତଥା ଡ୍ରାଗ ଫ୍ଲିକର ରୂପିନ୍ଦର ପାଲ ସିଂ ଆଘାତ ସମସ୍ୟା ଯୋଗୁ ଟୁର୍ଣ୍ଣାମେଂଟରୁ ଓହରି ଯିବା ଫଳରେ ବୀରେନ୍ଦ୍ରଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ…

ଚୀନରେ ମିଳିଲା ୬୩୦ ଫୁଟ ଗଭୀର ଗାତ

ବେଜିଂ: ଚୀନରେ ୬୩୦ଫୁଟ ଗଭୀର ଏକ ଗାତ ଭୂ-ବିଜ୍ଞାନୀମାନେ ଖୋଜି ବାହାର କରିଛନ୍ତି । ହୁୱେଇ ଅଂଚଳରେ ଏହାକୁ ଠାବ କରାଯାଇଛି । ଏହି ଗାତ ମଧ୍ୟରେ ଏକ ଜଙ୍ଗଲ ରହିଛି କହିଲେ ଭୁଲ ହେବନି । ଏହା ମଧ୍ୟକୁ ପ୍ରବେଶ କରିବା ପାଇଁ ୩ଟି ଗୁମ୍ଫା ବାଟ ଦେଇ ରାସ୍ତା ରହିଛି । ଗର୍ତର ଲମ୍ବ ୧୦୦୪ ଫୁଟ ଓ…

ୟୁଏଇ ରାଷ୍ଟ୍ରପତି ଶେଖ ଖଲିଫାଙ୍କ ଦେହାନ୍ତ

ଦୁବାଇ: ୟୁଏଇ ରାଷ୍ଟ୍ରପତି ଶେଖ ଖଲିଫା ବିନ ଜାୟେଦଙ୍କ ୭୩ ବର୍ଷ ବୟସରେ ପରଲୋକ ହୋଇଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ଏହି ଦୁଃଖଦ ଖବର ଜନ ସାଧାରଣଙ୍କୁ ଜଣାଇ ଦିଆଯାଇଥିଲା । ୪୦ ଦିନ ଧରି ଦେଶରେ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ । ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯାଇଛି । ସମସ୍ତ ସରକାରୀ ଓ…