Latest Odisha News

BREAKING NEWS

ମୂର୍ତ୍ତି ଚୋରଙ୍କ ଟାର୍ଗେଟ୍‌ରେ ପିପିଲି: ଲୁଟି ନେଲେ ୧୦ ଲକ୍ଷ ଟଙ୍କାର ମୂର୍ତ୍ତି

ପୁରୀ : ରାଜଧାନୀ ଉପକଣ୍ଠ ପରେ ଏବେ ପିପିଲିରେ ମାତିଛନ୍ତି ମୂର୍ତ୍ତି ଚୋର । ପିପିଲି ଥାନା ସମ୍ପୁର ପଞ୍ଚାୟତ ରାଜତଇ ସିଦ୍ଧେଶ୍ୱରୀ ମନ୍ଦିରରୁ ୧୦ଟି ମୂର୍ତ୍ତି ଚୋରି ହୋଇଛି । ସେମଧ୍ୟରୁ ୫ଟି ନୂଆ ମୂର୍ତ୍ତି ଥିବାବେଳେ, ୫ଟି ଅଷ୍ଟଧାତୁରେ ତିଆରି ମୂର୍ତ୍ତି ରହିଥିବାର ସୂଚନା ମିଳିଛି ।…

[ଦେଖନ୍ତୁ ଭିଡିଓ] ଶ୍ରୀମନ୍ଦିରରେ ମହାପ୍ରଭୁ ନୃସିଂହଙ୍କ ଜନ୍ମନୀତି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ

ପୁରୀ : ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁ ନୃସିଂହଙ୍କ ଜନ୍ମନୀତି ପାଳିତ ହେବ । ଆଜି ସଂଧ୍ୟାଧୂପ ବଢିବା ପରେ ମହାପ୍ରଭୁ ନୃସିଂହଙ୍କ ଜନ୍ମନୀତି ଅନୁଷ୍ଠିତ ହେବ। ଅନ୍ୟପଟେ ପରମ୍ପରା ଅନୁଯାୟୀ ଆଜିର ତିଥିରେ ରୂପକାର ସେବାୟତ ମାନେ କୋଣଗୁଜ ଅନୁକୂଳ…

[ଦେଖନ୍ତୁ ଭିଡିଓ] ଯୁବକଙ୍କ ଜୀବନ ବଞ୍ଚାଇଲେ ଅଗ୍ନିଶମ ବାହିନୀ: ୨୫ ଫୁଟ୍ ଗଭୀର କୁଅରୁ ସୁରକ୍ଷିତ ଉଦ୍ଧାର

ଢେଙ୍କାନାଳ : ଯୁବକଙ୍କ ଜୀବନ ବଞ୍ଚାଇଲେ ଅଗ୍ନିଶମ ବାହିନୀ। ସୁରକ୍ଷିତ ଭାବରେଏକ ଗଭୀର କୂଅରୁ ଯୁବକ ଜଣଙ୍କୁ ଉଦ୍ଧାର କରାଯାଇଛି। ଏହି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ। ଟାଉନ ଭିତରେ ଥିବା ରଗଡିସାହିର ହେଉଛନ୍ତି ଏହି ଯୁବକ ଜଣକ। ଯୁବକ ଜଣକ କୂଅ ନିକଟରେ ଗ।ଧୋଉଥିବା ସମୟରେ…

[ଦେଖନ୍ତୁ ଭିଡିଓ] ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଆକ୍ରମଣ ଘଟଣା: କାର୍ଯ୍ୟାନୁଷ୍ଠାନ ଦାବିରେ ଗଣମାଧ୍ୟମ ପ୍ରତିନିଧିଙ୍କ…

ନୂଆପଡ଼ା: ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଆକ୍ରମଣ ଘଟଣା ବଢିଚାଲିଛି। ଯାହାକୁ ନେଇ ବହୁବାର ପ୍ରତିରୋଧ କରାଯାଉଥିଲେ ବି ଏହାର କୌଣସି ହାଲ ବାହାରିପାରିନି। ଏବେ ପୁଣି ନିକଟରେ ଜଣେ ନୂଆପଡ଼ାର ଗଣମାଧ୍ୟମ ପ୍ରତିନିଧି ରବିକାନ୍ତ ଠେଲାଙ୍କୁ ଆକ୍ରମଣ  କରାଯାଇଥିଲା। ।  ଘଟଣାର ଖୁବଶିଘ୍ର…

ଇସ୍ତଫା ଦେଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ

ଅଗରତାଲା: ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଯାହାକୁ ନେଇ ସେଠାରେ ରାଜନୀତି ସରଗରମ ହୋଇ ଉଠିଛି । ୨୦୨୩ ଫେବୃୟାରୀରେ ତ୍ରିପୁରା ବିଧାନସଭା ନିର୍ବାଚନ ହେବ । ଆଉ ଅଳ୍ପ ଦିନ ନିର୍ବାଚନ ଥିବା ବେଳେ ସେ ହଠାତ କାହିଁକି ଇସ୍ତଫା ଦେଲେ ତାହା…

ଅମ୍ବାତି ରାୟୁଡୁଙ୍କ ଟୁଇଟକୁ ନେଇ ସସପେନ୍ସ : ଅବସର ଘୋଷଣା ପରେ ଡିଲିଟ ହେଲା ଟୁଇଟ

ମାଡ୍ରାସ: ଚେନ୍ନାଇ ସୁପର କିଙ୍ଗସର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁଙ୍କ ଅବସର ଟୁଇଟ ନେଇ ସସପେନ୍ସ ବଢ଼ିଛି । ରାୟୁଡୁଙ୍କ ପ୍ରଥମ ଟୁଇଟରେ ଏହା ତାଙ୍କ ଶେଷ ଆଇପିଏଲ ବୋଲି ଘୋଷଣା କରିଥିଲେ । ମୋ ପାଇଁ ଏହା ଏକ ସୁଖଦ ଯାତ୍ରା ଥିଲା । ମୁମ୍ବାଇ ଓ ଚେନ୍ନାଇ ଟିମକୁ ମୁଁ ଏଥିନେଇ…

ସମ୍ବଲପୁରର ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା ଗିରଫ

ସମ୍ବଲପୁର: ସମ୍ବଲପୁରର ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା ଗିରଫ । ଗତକାଲି ଭିଜିଲାନ୍ସ ଜାଲରେ ପଡ଼ିଥିବା ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା ଧରାପଡ଼ିଥିଲେ ।  । ଜଣେ ସରକାରୀ ଅଧିକାରୀଙ୍କ ମାମଲା ରଫାଦଫା କରିଦେବା ପାଇଁ ବରଗଡ଼ର ମୁକେଶ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଜରିଆରେ ଭିଜିଲାନ୍ସ…

ବୁଦ୍ଧପୂର୍ଣ୍ଣିମା ଓ ସାବିତ୍ରୀ ଅମାବାସ୍ୟା ପାଇଁ ୧୬ ଏବଂ ୩୦ ତାରିଖରେ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ବର: ଆସନ୍ତା ବୁଦ୍ଧ ପୂର୍ଣ୍ଣିମା ଓ ସାବିତ୍ରୀ ଅମାବାସ୍ୟାକୁ ଦୃଷ୍ଟିରେ ରଖି ୧୬ ଏବଂ ୩୦ ତାରିଖ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଚଳିତବର୍ଷ ୭୦ ପ୍ରତିଶତ ଛାତ୍ରଛାତ୍ରୀ ସ୍କୁଲ ଆସିଥିବା ବେଳେ ୩୦ ପ୍ରତିଶତ ପିଲା ସ୍କୁଲ ଆସିନାହାନ୍ତି । ୧୦୦…

ଥମାସ କପ ବ୍ୟାଡମିଂଟନ: ଇତିହାସ ରଚିଲା ଭାରତ, ରବିବାର ଫାଇନାଲ

ନୂଆଦିଲ୍ଲୀ:ଭାରତୀୟ ପୁରୁଷ ବ୍ୟାଡମିଂଟନ ଦଳ ୭୩ ବର୍ଷ ପରେ ଥମାସ କପର ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି । ଭାରତ ଏଥିସହ ପଦକ ନିଶ୍ଚିତ କରିଛି । ରବିବାର ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ୧୯୪୯ରୁ ଆରମ୍ଭ ହୋଇଥିବା ଥମାସ କପରେ ପ୍ରଥମ ଥର ପାଇଁ ଭାରତ ଫାଇନାଲରେ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । କାର୍ଯ୍ୟ ସ୍ଥଗିତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା INTACH । ମାମଲା ହାଇକୋର୍ଟରେ ବିଚାରାଧୀନ ଥିବାରୁ କାମ ସ୍ଥଗିତ ରହୁ ବୋଲି ଦାବି କରାଯାଇଛି । ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଭକ୍ତଙ୍କ…