Latest Odisha News

BREAKING NEWS

ଅନଲାଇନ୍ ଟ୍ରେଡିଂ ନେଲା ଜୀବନ : ଅନଲାଇନରେ ଅର୍ଥ କାରବାର କରି ଋଣ ଭାରରେ ବୁଡି ଜୀବନ ହାରିଲେ ଯୁବକ

ବାଲେଶ୍ୱର  : ଅନଲାଇନ୍ ଟ୍ରେଡିଂ ନେଲା ଜୀବନ । ଅନଲାଇନରେ ଅର୍ଥ କାରବାର କରି ଋଣ ଭାରରେ ବୁଡିଗଲେ ଯୁବକ । ଶେଷରେ ଚିଠି ଲେଖି ହାରିଲେ ଜୀବନ । ଏପରି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ସଦାସହି ଗାଁରେ । ଗାଁର ପୂର୍ଣ୍ଣଚନ୍ଦ୍ର ଦାସ ଋଣ ଭାରରେ ବୁଡିଯାଇ ମାନସିକ…

ଉଡ଼ାଣ ବେଳେ ରନୱେରୁ ଖସିଲା ବିମାନ, ଲାଗିଲା ନିଆଁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଏକ ବଡ଼ ଧରଣର ବିମାନ ଦୁର୍ଘଟଣାରୁ ଅଘଟଣରୁ ବର୍ତ୍ତିଗଲେ ଯାତ୍ରୀ । ଉଡ଼ାଣ ବେଳେ ରନୱେରୁ ବାହାରକୁ ବାହାରିଗଲା ବିମାନ । ଫଳରେ ବିମାନରେ ଲାଗିଥିଲା ନିଆଁ। ହେଲେ ବିମାନରେ ଥିବା ସମସ୍ତ ଯାତ୍ରୀ ଓ କ୍ରିଉ ମେମ୍ବରଙ୍କୁ ଉଦ୍ଧାର କରାଯାଇଛି । ଚୀନ୍ ଚୋଙ୍ଗିଙ୍ଗ୍…

ରାଜଧାନୀରେ ଏନକାଉଣ୍ଟର୍: ଚକରାକୁ ଗୁଳି ଚୋଟ

ଭୁବନେଶ୍ୱର: ରାଜଧାନୀରେ ଏନକାଉଣ୍ଟର । ଗୁଳି ଖାଇଲା ଦୁର୍ଦ୍ଦାନ୍ତ ଅପରାଧୀ ଚକରା ବାରିକ । ଗତକାଲି ରାତିରେ ବରମୁଣ୍ଡା ହାଇସ୍କୁଲ ପଡ଼ିଆରେ ଅପରାଧି-ପୋଲିସ ମୁହାଁମୁହିଁ ହୋଇଥିଲେ । ପୋଲିସ ଗୁଳିରେ ଚକରା ବାରିକ ଆହତ ହୋଇଛି । ତାର ଡାହାଣ ଗୋଡ଼ରେ ବାଜିଛି ଗୁଳି । ତାକୁ ଗୁରୁତର ଅବସ୍ଥାରେ…

ଦୁର୍ବଳ ପଡ଼ିଲା ଅସାନି, ଦୁଇ ଦିନ ପରେ ରାଜ୍ୟରେ ବଢ଼ିବ ତାତି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ଅସାନି ଦୁର୍ବଳ ହୋଇଛି । ପ୍ରଥମେ ଗଭୀର ଅବପାତ ଓ ଆଜି ଅବପାତରେ ପରିଣତ ହୋଇଛି । ଆସନ୍ତା ୧୨ ଘଣ୍ଟାରେ ଆହୁରି ଦୁର୍ବଳ ପଡ଼ିବ । ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହେବ ଡିପ୍ରେସନ୍ । ଗତକାଲି ଆନ୍ଧ୍ର ଉପକୂଳ ଅତିକ୍ରମ କରିଥିଲା ଅସାନି । ଏହାପରେ…

ଖଣି ବ୍ୟବସାୟୀ ଜିତୁ ପଟ୍ଟନାୟକଙ୍କର ୧୩୩ କୋଟିର ଡିପୋଜିଟ୍ ସିଜ୍ କଲା ଇଡି

ଭୁବନେଶ୍ୱର: ଖଣି ବ୍ୟବସାୟୀ ତଥା ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ୧୩୩ କୋଟିର ଡିପୋଜିଟ୍ ସିଜ୍ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହା ଭିତରେ ରହିଛି ବ୍ୟାଙ୍କ ଜମା ଓ ଫିକ୍ସଡ ଡିପୋଜିଟ୍ । ଏଥିସହ ୬୯ ଲକ୍ଷ ଟଙ୍କାର ନଗଦ କ୍ୟାସକୁ ବି ସିଜ୍ କରିଛି । ୨୦ ଘଣ୍ଟାର ମାରାଥନ୍ ରେଡ୍ ପରେ…

ଅନୁବାଦ କବିତା : ପ୍ରେମ

ମୂଳ ରଚନା : ଖାଲିଲ ଜିବ୍ରାନ୍ ପ୍ରେମ ତୁମକୁ ଡାକିଲେ ତୁମେ ଅନୁସରଣ କର ଏହା ଜାଣିବି ପ୍ରେମର ପଥ ଖୁବ କଠିନ ଓ ବନ୍ଧୁର ତା'ର ଡେଣା ତୁମକୁ ଆଚ୍ଛାଦିତ କଲେ ନିଜକୁ ସମର୍ପଣ କରିଦିଅ। ଯଦିଓ ତା' ପକ୍ଷ ଭିତରେ ଲୁକ୍କାୟିତ ଖଣ୍ଡା ଦ୍ୱାରା କ୍ଷତାକ୍ତ ହେବାର ଭୟ। ସେ ତୁମକୁ କିଛି…

ମୈତ୍ରେୟୀ ଲେଖିକା ସଙ୍ଗଠନର ଅଷ୍ଟମ ମାସିକ ସାହିତ୍ୟ ଆସର

ଭୁବନେଶ୍ୱର : ମୈତ୍ରେୟୀ ଲେଖିକା ସଙ୍ଗଠନର ଅଷ୍ଟମ ମାସିକ ଆଭାସୀ ଆସର ଅନୁଷ୍ଠିତ ହୋଇଯାଇଛି। ସୁନନ୍ଦା ବି ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆସରରେ କବୀ ସୁଷମା ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ମାତୃ ଦିବସ ଉପଲକ୍ଷେ ଆୟୋଜିତ କବିତା ଆସରରେ…

ପ୍ରତିଶ୍ରୁତି ପତ୍ରିକାର ‘ମାଟି ବିଶେଷାଙ୍କ’ ଉନ୍ମୋଚିତ

ଭୁବନେଶ୍ୱର : ସାହିତ୍ୟ ପତ୍ରିକା ପ୍ରତିଶ୍ରୁତି (ନୂଆ ସକାଳର ସଂକଳ୍ପ) ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ସାରସ୍ବତ ସମାରୋହ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ 'ପ୍ରତିଶ୍ରୁତି' ପତ୍ରିକାର ଚତୁର୍ଥ ସଂସ୍କରଣ ମାଟି ବିଶେଷାଙ୍କ ଉନ୍ମୋଚିତ ହୋଇଯାଇଛି । ଏହା…

ଟ୍ରେନର ଆଁରୁ ଟାଣିଆଣି ମୃତ୍ୟ ମୁଖରୁ ବଞ୍ଚାଇ ଦେଲେ ସନାତନ

ଭୁବନେଶ୍ୱର: କଥାରେ ଅଛି ରଖେ ହରି ମାରେ କିଏ। ଯାହାଙ୍କୁ ହରି ଭରଷା ତାଙ୍କର ବା କି କରିପାରିବ ସମସ୍ୟା। ସେହିପରି ଭଗବାନ ସାଜି ବିପଦ ବେଳେ ଉଧାରରିଛନ୍ତି  ଜିଅନ୍ତା ଭଗବାନ। କ୍ଷଣିକ ମଧ୍ୟରେ ମୃତ୍ୟ ମୁଖରୁ ବଞ୍ଚିଯାଇଛି ଜଣେ ମହିଳାଙ୍କ ଜୀବନ। ଏଭଳି ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥିଲା…

ଅସୁସ୍ଥ ହୋଇଗଲେ ପାଇଲଟ୍, ଯାତ୍ରୀ ଉଡ଼ାଇଲେ ଫ୍ଲାଇଟ୍

ଭୁବନେଶ୍ୱର: ବଲିଉଡ୍ ଧମାଲ୍ ଫିଲ୍ମର ଏକ ଅଂଶ ମଙ୍ଗଳବାର ସତ ହୋଇଛି । ଖୁବ୍ ପସନ୍ଦ ହୋଇଥିବା କମେଡି ଫିଲ୍ମ ଧମାଲ ରେ ବମନ ଆଉ ତା ବାପା ଫ୍ଲାଇଟ୍ ଉଡ଼ାଇବା ଘଟଣା ଫ୍ଲୋରିଡ଼ାରେ ସତ ହୋଇଛି । ମଙ୍ଗଳବାର ଏକ ପ୍ରାଇଭେଟ୍ ଫ୍ଲାଇଟ୍ ରେ ପାଇଲଟ୍ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ତା ପରେ ଆଦୌ…