Latest Odisha News

BREAKING NEWS

ଆଇପିଏସ ଅଫିସରଙ୍କ ଇସ୍ତଫା, ସହିପାରିଲେନି ନିର୍ଯାତନା

ଭୁବନେଶ୍ୱର: କର୍ଣ୍ଣାଟକରେ ମଙ୍ଗଳବାର ଜଣେ ଆଇପିଏସ ଅଫିସର୍ ନିର୍ଯାତନା କାରଣ ଦର୍ଶାଇ ଚାକିରୀରୁ ଇସ୍ତଫା ଦେଇଛନ୍ତି । ସେ ଠିକ୍ କାମ କରିଛନ୍ତି, କିନ୍ତୁ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ବଦଳି କରାଗଲା । ଯାହାକୁ ସେ ଆଦୌ ଗ୍ରହଣ କରିପାରୁନାହାନ୍ତି ବୋଲି ଆଇପିଏସ ପି. ରବୀନ୍ଦ୍ରନାଥ…

ତାଜମହଲ ଆମ ଜମିରେ ହୋଇଛି :ଜୟପୁର ରାଜକୁମାରୀ

ଜୟପୁର: ତାଜମହଲକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ବୁଧବାର ଜୟପୁର ରାଜପରିବାରର ରାଜକୁମାରୀ ତଥା ବିଜେପି ସାଂସଦ ଦୀୟା କୁମାରୀ କହିଛନ୍ତି, ତାଜମହଲ ଆମ ଜାଗରେ ହୋଇଛି । ଏହାର ପ୍ରମାଣ ଆମ ନିକଟରେ ରହିଛି । ତାଜ ମହଲରେ ବନ୍ଦ ରହିଥିବା ୨୨ ରୁମରେ ହିନ୍ଦୁ ଦେବଦେବୀଙ୍କ ମୂର୍ତି ରହିଛି । ଏଏସଆଇ…

ଗିରଫ ହେଲେ ଝାରଖଣ୍ଡ ଖଣି ସଚିବ, ଇଡି ସ୍କାନରରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କଳା ଧନ ହେରଫେର ମାମଲା ଓ ଦୁର୍ନୀତି ଅଭିଯୋଗରେ ଝାରଖଣ୍ଡ ସରକାରଙ୍କ ଖଣି ସଚିବ ଗିରଫ ହୋଇଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବୁଧବାର ଆଇଏସ ଅଫିସର ପୂଜା ସିଂହଲଙ୍କୁ ଗିରଫ କରିଛି । ଦ୍ୱିତୀୟ ବାର ପଚରାଉଚୁରା ବେଳେ ୯ ଘଣ୍ଟାର ଜେରା ପରେ ପୂଜାଙ୍କୁ ଗିରଫ କରିଛି ଇଡି…

ସୁନ୍ଦରଗଡ଼ରେ ଖଣି ପ୍ରଭାବିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ମାଗଣାରେ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷା ଓ ତାଲିମ

ସୁନ୍ଦରଗଡ଼: ଆଜିର ଦିନରେ ନିଯୁକ୍ତି କ୍ଷେତ୍ରରେ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷା ଓ ତାଲିମ ଯୁବପିଢ଼ି ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିଛି। ତେଣୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ମାଗଣାରେ ଏହି…

କଙ୍ଗନାଙ୍କ ପାଇଁ ଜୀବନସାଥୀ ଖୋଜିବେ ଅର୍ଜୁନ !

ମୁମ୍ବାଇ: ବଲିଉଡ କୁଇନ ଭାବେ ପରିଚିତ କଙ୍ଗନା ରାନାୱତଙ୍କ ପାଇଁ ବର ଖୋଜିବେ ଅର୍ଜୁନ ରାମପାଲ । ସେ ଜଣେ ଚମତ୍କାର ଅଭିନେତ୍ରୀ ଏବଂ ଭଲ ବୋହୂ ହେବା ପାଇଁ ସମସ୍ତ ଗୁଣ ରଖିଛନ୍ତି ବୋଲି ଅର୍ଜୁନ କହିଛନ୍ତି । ଧାକଡ ଫିଲ୍ମରେ ଅର୍ଜୁନ ଏବଂ କଙ୍ଗନା ଏକତ୍ର ଅଭିନୟ କରୁଛନ୍ତି । ଏହି ଫିଲ୍ମ…

ନ୍ୟାଶନାଲ ଟେକ୍ନୋଲୋଜି ଡେ: ଜାପାନ ଶୀର୍ଷରେ, ଭାରତ ୧୭ତମ ସ୍ଥାନରେ

ନୂଆଦିଲ୍ଲୀ: ଆଜି ନ୍ୟାଶନାଲ ଟେକ୍ନାଲୋଜି ଡେ । ବୈଷୟିକ ଜ୍ଞାନକୌଶଳରେ ଆଗକୁ ବଢ଼ିବା ପାଇଁ ସମସ୍ତ ଦେଶ ଚାହାନ୍ତି । ତେବେ ଆନ୍ତର୍ଜାତୀୟ ବଜାର ଉପରେ ଦୃଷ୍ଟି ପକାଇଲେ ଏହି ତାଲିକାରେ ଶୀର୍ଷ ସ୍ଥାନରେ ରହିଛି ଜାପାନ ଏବଂ ଏହା ପଛକୁ ଆମେରିକା ରହିଛି । ଭାରତ ୧୭ତମ ସ୍ଥାନରେ ରହିଛି । ୧୯୯୮ରେ ମେ…

କୋର୍ଟ ପରିସରରେ ବିଷ ପିଇଦେଲେ ମହିଳା ଓକିଲ

ବାଲେଶ୍ୱର: ଛାଡ଼ପତ୍ର ପାଇଁ ଦୀର୍ଘ ୧୧ ବର୍ଷ । ନିଜେ ଓକିଲ ହୋଇ ବି ହୋଇ ପାରିଲାନି ଛାଡ଼ପତ୍ର । ଶେଷରେ ବାଲେଶ୍ୱର ପରିବାର ଅଦାଲତରେ ବିଷ ପିଇଦେଲେ ମହିଳା ଓକିଲ ।  ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ଓକିଲ ଜଣକ ନିଜେ ନିଜ ଛାଡ଼ପତ୍ର ମାମଲା ଲଢ଼ୁଥିଲେ । ତେବେ ନ୍ୟାୟିକ ପ୍ରକ୍ରିୟାରେ…

ଅର୍ଥ ହେରଫେର ମାମଲାରେ ଗିରଫ ହେଲେ IAS ଅଫିସର ପୂଜା ସିଙ୍ଘଲ

ରାଞ୍ଚି: ଗିରଫ ହେଲେ ଝାଡଖଣ୍ଡର ଖଣି ଏବଂ ଶିଳ୍ପ ସଚିବ ପୂଜା ସିଙ୍ଘଲ । ମନରେଗା ଘୋଟାଲା, ନିଜ ଆୟରୁ ଅଧିକ ସମ୍ପତ୍ତି ଏବଂ ଦୁର୍ନୀତିର ଗୁରୁତର ଅଭିଯୋଗରେ ଘେରି ରହିଥିବା ଝାଡଖଣ୍ଡର ଖଣି ଏବଂ ଶିଳ୍ପ ସଚିବ ତଥା ଆଇଏଏସ ଅଫିସର ପୂଜା ସିଙ୍ଘଲଙ୍କୁ ଇଡି ଗିରଫ କରିଛି । ଏହା ପୂର୍ବରୁ ତାଙ୍କୁ…

ଇସ୍ରାଏଲ ସେନା ଗୁଳି ମାଡରେ ମୃତ୍ୟୁବରଣ କଲେ ଅଲ ଜଜୀରା ସାମ୍ବାଦିକ

ନୂଆଦିଲ୍ଲୀ: ଜେନିନରେ ଇସ୍ରାଏଲ ସେନା ଗୁଳିମାଡରେ ଅଲ ଜଜୀରାର ସାମ୍ବାଦିକ ଶିରୀନ ଅବୁଙ୍କ ପରଲୋକ ହୋଇଛି । ଇସ୍ରାଏଲ ସେନା ଜାଣିଶୁଣି ତାଙ୍କୁ ମାରିଛି ବୋଲି ଅଲ ଜଜୀରା ଅଭିଯୋଗ ଆଣିଛି । ତେବେ ଏହାକୁ ଇସ୍ରାଏଲ ପକ୍ଷରୁ ଖଣ୍ଡନ କରାଯାଇଛି । ସେନା ଜେନିନରେ ଥିବା ଏକ ଶରଣାର୍ଥୀ କ୍ୟାମ୍ପରେ ରେଡ…

ଅଭିଷେକ, ମାଧୁରୀ ପାଇବେ ସହିଦ ସ୍ପୋର୍ଟିଂ-ମାରୁତି ଇଷ୍ଟେଟ କ୍ରିକେଟର ଅଫ-ଦ -ଇୟର ପୁରସ୍କାର

ଭୁବନେଶ୍ୱର: ୨୦୨୧-୨୨ ସିଜିନ୍‍ ପାଇଁ  ଅଭିଷେକ ରାଉତ ଏବଂ ମାଧୁରୀ ମେହେଟ୍ଟା ପାଇବେ ସହିଦ ସ୍ପୋର୍ଟିଂ-ମାରୁତି ଇଷ୍ଟେଟ କ୍ରିକେଟର ଅଫ୍‍ ଦ ଇୟର ପୁରସ୍କାର ।  ଅଭିଷେକ ୨୯ତମ ପୁରୁଷ କ୍ରିକେଟର ଏବଂ ମାଧୁରୀ ୮ମ ମହିଳା କ୍ରିକେଟ ଅଫ୍‍-ଦ-ଇୟର ପୁରସ୍କାର ହାସଲ କରିବେ । ରଣଜୀ ଟ୍ରଫି ସହ ଅନ୍ୟ…