Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଅସାନୀ ବାତ୍ୟା ଯୋଗୁ ପ୍ରବଳ ବର୍ଷା: ବଢୁଛି ଚାଷୀର ଚିନ୍ତା

କେନ୍ଦ୍ରାପଡ଼ା : ଦୁର୍ବଳ ହେଉଛି ଅସାନୀ । ବିଭିନ୍ନ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବ । ଏନେଇ ଚିନ୍ତାରେ ପଡିଛନ୍ତି କେନ୍ଦ୍ରାପଡ଼ା ଚାଷୀ କୁଳ । ଧାନ ଚାଷ ବେଳେ ଯେତେବେଳେ ଚାଷୀ କୁଳ ଧାନ ଅମଳ କରିବା କଥା ସେତେବେଳେ ପ୍ରବଳ ବର୍ଷା ଯୋଗୁଁ ଶହ ଶହ ଏକର ଚାଷ ଜମି ଜଳମଗ୍ନ ରହିଥିଲା । …

ଆର ପାରିରେ ମହାନ ସନ୍ତୁର ବାଦକ ପଣ୍ଡିତ ଶିବକୁମାର

ମୁମ୍ବାଇ: ଭାରତର ମହାନ ସନ୍ତୁର ବାଦକ ତଥା ସଙ୍ଗୀତକାର ପଣ୍ଡିତ ଶିବକୁମାର ଶର୍ମାଙ୍କ ଆଜି ୮୪ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । କିଡନୀ ସମସ୍ୟା ଯୋଗୁ ସେ ୬ ମାସ ଅସୁସ୍ଥ ଥିଲେ ହଠାତ ହୃଦଘାତ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲେ ମଧ୍ୟ ବଂଚାଇବା ସମ୍ଭବପର ହୋଇ ନ ଥିଲା ।…

[ଦେଖନ୍ତୁ ଭିଡିଓ] ସଫଳ ହେଲା ୧୨ଘଣ୍ଟିଆ ବନ୍ଦ ଡାକରା:ମେଡିକାଲ କଲେଜ ପରିଚାଳନା କରିବାକୁ MCL ର ପ୍ରତିଶ୍ରୁତି

ଅନୁଗୁଳ: ମେଡିକାଲ କଲେଜ ପରିଚାଳନାକୁ ନେଇ ତାଳଚେର ୧୨ଘଣ୍ଟିଆ ବନ୍ଦ ଦିଆ ଯାଇଥିଲା । ଯାହାକି ସଫଳ ହୋଇଛି । ବନ୍ଦ ବେଳେ ତ୍ରିପାକ୍ଷିକ ଆଲୋଚନା ହୋଇଥିବା ବେଳେ ଏଥିରେ ମୁଣ୍ଡ ନୂଆଁଇଛି MCL । ମେଡିକାଲ କଲେଜ ପରିଚାଳନା କରିବାକୁ MCL ରାଜି ହୋଇଥିବା ବେଳେ MCL ମେଡିକାଲ କଲେଜ ପରିଚାଳନାର…

ଦ୍ରାବିଡ ବିଜେପିରେ ଯୋଗ ଦେବା ନେଇ ଜୋର ଧରିଲା ଚର୍ଚ୍ଚା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଦି ୱାଲ ଭାବେ ପରିଚିତ ରାହୁଲ ଦ୍ରାବିଡ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଛି । ହିମାଚଳ ପ୍ରଦେଶରେ ଚଳିତ ମାସ ୧୨ରୁ ୧୫ ପର୍ଯ୍ୟନ୍ତ ବିଜେପିର ଯୁବମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟସମିତି ଆୟୋଜିତ ହେବ । ଏଥିରେ ଦ୍ରାବିଡ ଯୋଗ ଦେବେ ବୋଲି ଜଣାପଡିବା…

ଦାନିଶ ସିଦ୍ଦିକଙ୍କୁ ମିଳିଲା ୨ୟ ଥର ପାଇଁ ସମ୍ମାନଜନକ ପୁଲଟିଜର ପୁରସ୍କାର

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନ ଗୋଷ୍ଠୀ କବଜା କଲାବେଳେ ରିପୋର୍ଟିଂ କରି ପ୍ରାଣ ହରାଇଥିବା ଭାରତୀୟ ସାମ୍ବାଦିକଙ୍କୁ ଆଜି ଦ୍ୱିତୀୟ ଥର ପାଇଁ ସମ୍ମାନଜନକ ପୁଲଟିଜର ପୁରସ୍କାର ପ୍ରଦାନ କରାଯାଇଛି । କୋଭିଡ ସମୟରେ ଚମତ୍କାର ଫିଚର ଫଟୋଗ୍ରାଫି ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି । ୩୯…

ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା ଭାରତର ଲମ୍ବା ବଲପେନ

ନୂଆଦିଲ୍ଲୀ: ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି ଭାରତର ଲମ୍ବା ବଲପେନ । ଆଚାର୍ଯ୍ୟ ମକୁନରୀ ଶ୍ରୀନିବାସ ଏହି ପେନ ତିଆରି କରିଥିଲେ । ବିଶ୍ୱର ଏହି ବଡ ବଲ ପଂଏଟ ପେନର ଲମ୍ବା ୫.୫ ମିଟର ଓ ଓଜନ ୩୭.୨୩ କିଲୋଗ୍ରାମ । ସାଧାରଣ ବଲପେନଠାରୁ ଏହା ୩୮ଗୁଣା ବଡ । ଗିନିଜ ବୁକ ଅଫ…

ଦୁଇ ଦିନ ଗଞ୍ଜାମ ଜିଲ୍ଲାରେ ସମୁଦ୍ର ଉପକୂଳ ଯିବା ପାଇଁ ଲୋକଙ୍କୁ ବାରଣ

ବ୍ରହ୍ମପୁର: ବାତ୍ୟା ଅସାନି ଭୀଷଣ ରୂପ ଧାରଣ କରି ସମୁଦ୍ର ଭିତରେ ଓଡ଼ିଶା ଉପକୂଳ ମୁହାଁ ହେଉଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବାତ୍ୟା ସ୍ଥଳଭାଗ ଛୁଇଁବ ନାହିଁ । କିନ୍ତୁ ଏହାର ପ୍ରଭାବରେ ଓଡ଼ିଶା ଉପକୂଳରେ ବର୍ଷ ପବନ ହେବ । ଅଶାନ୍ତ ରହିବ ସମୁଦ୍ର । ଏଥିପାଇଁ ଗଞ୍ଜାମ…

ଲଙ୍କା ଜଳୁଛି: ମହିନ୍ଦା ରାଜପକ୍ସେଙ୍କ ଘର ଜାଳିଦେଲେ ବିକ୍ଷୋଭକାରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଶ୍ରୀଲଙ୍କାରେ ସ୍ଥିତି ବିଗିଡିବାରେ ଲାଗିଛି । ଖରାପ ଆର୍ଥିକ ସଂକଟ ଭିତରେ ଦେଶରେ ଜରୁରିକାଳୀନ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ବିରୋଧୀଙ୍କ ଚାପରେ ଗତକାଲି ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ସେ ଇସ୍ତଫା ଦେଇଥିଲେ । ଏହାପରେ ଶ୍ରୀଲଙ୍କାରେ ବିଭିନ୍ନ ସ୍ଥାନରେ…

ହାଇକୋର୍ଟରେ ASIର ସତ୍ୟପାଠ ପରେ ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ ଟାର୍ଗେଟ୍

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ହାଇକୋର୍ଟରେ ASIର ସତ୍ୟପାଠ ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଟ୍ୱିଟ୍ କରି ସେ କହିଛନ୍ତି, ମହାପ୍ରଭୁ ଜଗନ୍ନାଥ ନିଜକୁ ଓ ଶ୍ରୀମନ୍ଦିରକୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି । ଏକ…

ଅସାନି ପ୍ରଭାବରେ ଆଜିଠୁ ଓଡ଼ିଶାରେ ବର୍ଷା

ଭୁବନେଶ୍ୱର: ଉପକୂଳ ମୁହାଁ ହେଉଛି ବାତ୍ୟା ଅସାନି । ସାଙ୍ଗରେ ନେଇ ଆସୁଛି ବର୍ଷା ପବନ । ତାପୂର୍ବରୁ କିଛି ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଆଜିଠୁ ଉପକୂଳ ଓଡ଼ିଶାରେ ୩ ଦିନ ବର୍ଷା ହେବ । ଆଜି ଉପକୂଳ ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଏଥିସହ ଗଞ୍ଜାମ,…