Latest Odisha News

BREAKING NEWS

ଅସାନି ପ୍ରଭାବରେ ଓଡ଼ିଶାରେ ବର୍ଷା, ଆଜି ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆନ୍ଧ୍ର ଉପକୂଳ ମୁହାଁ ହେଉଛି ବାତ୍ୟା ଅସାନି । ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି । ଆଜି ଉପକୂଳ ଓଡ଼ିଶା କିଛି ଜିଲ୍ଲାରେ ବର୍ଷା ହେଉଛି । ଆଜି ପାଇଁ ୮ ଜିଲ୍ଲାକୁ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲା ହେଲା କୋରାପୁଟ, ରାୟଗଡ଼ା,…

ଦୁର୍ବଳ ହେଲା ଭୀଷଣ ବାତ୍ୟା ‘ଅସାନି’, ଆନ୍ଧ୍ର ଆଡ଼େ ମୁହାଁଇଛି

ଭୁବନେଶ୍ୱର: ଦୁର୍ବଳ ପଡୁଛି ବାତ୍ୟା ଅସାନି । ଭୀଷଣ ବାତ୍ୟାରୁ ଏକ ବାତ୍ୟାରେ ପରିଣତ ହୋଇଛି । ଏବେ ଆନ୍ଧ୍ର ଆଡ଼େ ମୁହାଁଉଛି ଅସାନି । ବର୍ତ୍ତମାନ ବାତ୍ୟା ମଛଲିପଟ୍ଟନମରୁ ୬୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ, କାକିନାଡ଼ାରୁ ୧୮୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମ, ଗୋପାଳପୁରଠାରୁ…

ରାଧାରାଣୀ ପଣ୍ଡା ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ ମ୍ୟାନେଜ ହୋଇଗଲେ ମଙ୍ଗଳ ସାହୁ

ଝାରସୁଗୁଡା: ଆଜି ବିଜେପିର ବ୍ରଜରାଜନଗର ବିଧାୟକ ପ୍ରାର୍ଥୀ ଭାବେ ରାଧାରାଣୀ ପଣ୍ଡା ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ରହିଛି । ଏହି ସମୟରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଉପସ୍ଥିତ ରହିବେ ବୋଲି ସୂଚନା ରହିଛି । ହେଲେ ଏହା ପୂର୍ବରୁ ନିକଟରେ ଜିଲ୍ଲା ବିଜେପି ସଭାପତି…

ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ‘ସେନସୋରୀ’ ପାର୍କ

ଭୁବନେଶ୍ୱର: ଦିବ୍ୟାଙ୍ଗଙ୍କ ପାଇଁ ଭୁବନେଶ୍ୱରରେ ଖୋଲିଲା ସ୍ୱତନ୍ତ୍ର ପାର୍କ । ସେମାନଙ୍କ ଚିତ୍ତ ବିନୋଦନ ପାଇଁ ଏକ ସୁରକ୍ଷିତ ପରିବେଶର ଆବଶ୍ୟକତାକୁ ବୁଝି ବିଏସସିଏଲ ଚେଷ୍ଟାରେ ତିଆରି ହୋଇଛି ଏହି ପାର୍କ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅଶୋକ…

୯ ମଦ୍ୟପ ପାଇଲଟଙ୍କୁ ନିଲମ୍ବିତ କଲା ଡିଜିସିଏ

ଭୁବନେଶ୍ୱର: ଚଳିତ ବର୍ଷ ଆରମ୍ଭରୁ ଏପ୍ରିଲ ମାସ ଶେଷ ସୁଦ୍ଧା ୯ ଜଣ ପାଇଲଟ୍ କାର୍ଯ୍ୟସ୍ଥଳରେ ମଦ ପିଇ ସସପେଣ୍ଡ ହୋଇଛନ୍ତି । ଏହି ପାଇଲଟ୍ ମାନେ ମଦ ପିଇ ନିଶାସକ୍ତ ଅବସ୍ଥାରେ ଫ୍ଲାଇଟ୍ ଉଡେଇବାକୁ ଗଲାବେଳେ ଧରାପଡ଼ିଛନ୍ତି । ସୌଭାଗ୍ୟବଶତଃ ଏମାନେ ବିମାନ ଚଢ଼ିବା ଆଗରୁ ଆଲକୋହଲ ଟେଷ୍ଟ ହୋଇଛନ୍ତି…

ଡିସେମ୍ବର ୨୩ରେ ରିଲିଜ ହେବ ରଣବୀରଙ୍କ ସର୍କସ

ମୁମ୍ବାଇ: ରୋହିତ ଶେଟ୍ଟୀ ନିର୍ଦ୍ଦେଶିତ କମେଡି ଡ୍ରାମା ସର୍କସ ଫିଲ୍ମର ରିଲିଜ ତାରିଖ ଆଜି ଘୋଷଣା କରାଯାଇଛି । ରଣବୀର ସିଂ ଏହି ଫିଲ୍ମରେ ଡବଲ ରୋଲ କରୁଛନ୍ତି । ଫିଲ୍ମର ଶୁଟିଂ ଶେଷ ହୋଇଯାଇଛି ଏବଂ ଏହାକୁ ୨୩ ଡିସେମ୍ବରରେ ରିଲିଜ କରାଯିବ ବୋଲି ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି ।…

ତରବରରେ ସାନିଟାଇଜର ପିଇଦେଲେ ଆଥଲେଟ୍

ଭୁବନେଶ୍ୱର: ଜାପାନରେ ୟାମାନାଶି ହାଇସ୍କୁଲ୍ ର ତିନି ଜଣ ଆଥଲେଟ୍ ତରବରରେ ପାଣି ବଦଳରେ ସାନିଟାଇଜର ପିଇ ହସ୍ପିଟାଲରେ ପଡ଼ିଛନ୍ତି । ଏକ ୫ କିଲୋମିଟର ୱାକ୍ ରେସ୍ ବେଳେ ଭୁଲ୍ ରେ ସାନିଟାଇଜର ମିଶା ଡ୍ରିଙ୍କ୍ସ ପିଇଦେଇଥିଲେ । ଏହା ପରେ ତିନି ଜଣ ଯାକ ଆଥଲେଟ୍ ଅସୁସ୍ଥ ହୋଇଯାଇଛନ୍ତି । ଏହି…

୪ ବର୍ଷର ଶିଶୁପୁତ୍ର ରୁଦ୍ରାକ୍ଷ ମଲ୍ଲିକକୁ ନୃଶଂସ ହତ୍ୟା

ଢେଙ୍କାନାଳ: ୪ବର୍ଷର ଶିଶୁକୁ ନୃଶଂସ ଭାବେ ହତ୍ୟା କରାଯାଇଛି। ଢେଙ୍କାନାଳ ତୁମୁସିଙ୍ଗା ସୋଗର ଗାଁ ଝଗଡ଼ପଦାରେ ଏହି ଶିଶୁଟିକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୪ ବର୍ଷର ଶିଶୁପୁତ୍ର ରୁଦ୍ରାକ୍ଷ ମଲ୍ଲିକ । ଅପରାହ୍ନରେ ଗାଁରେ ପିଲାମାନଙ୍କ ସହିତ ଖେଳୁଥିବା ବେଳେ ହଠାତ କେଉଁ ଆଡେ ଗାଏବ…

ବାତ୍ୟା ଅସାନୀକୁ ନେଇ ବଢୁଛି ଭୟ: କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲାଙ୍କ ସମୀକ୍ଷା

ଦିଲ୍ଲୀ: ଆସନ୍ତା ବାତ୍ୟା ଅସାନୀକୁ ନେଇ ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ଉନ୍ନୟନ କମିଶନର ଯୋଗ ଦେଇଥିଲେ । ବାତ୍ୟା ପରିସ୍ଥିତି ଏବଂ ପ୍ରସ୍ତୁତିକୁ ନେଇ ଏହି ବୈଠକରେ ଆଲୋଚନା କରାଯାଇଥିଲା । ଏହାରି ମଧ୍ୟରେ…

୮୭ ବର୍ଷ ବୟସରେ ୧୦ମ, ଦ୍ୱାଦଶ ପାସ କଲେ ଓମ ପ୍ରକାଶ ଚୌତାଲା

ନୂଆଦିଲ୍ଲୀ: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲା ୮୭ ବର୍ଷ ବୟସରେ ଉଭୟ ୧୦ମ ଓ ଦ୍ୱାଦଶ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି । ହରିୟାଣା ବୋର୍ଡ ପକ୍ଷରୁ ବିଧିବଦ୍ଧ ଭାବେ ମାର୍କଶିଟ ପ୍ରଦାନ କରାଯାଇଛି । ମହାରାଣା ପ୍ରତାପଙ୍କ ୪୨୮ତମ ଜନ୍ମ ବାର୍ଷିକ କାର୍ଯ୍ୟକ୍ରମରେ ଚୌତାଲ…