Latest Odisha News

BREAKING NEWS

୭.୨୧ କୋଟି ଟଙ୍କାର ମାଲିକ ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତ ଗିରଫ

ଭୁବନେଶ୍ବର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି କଳାରାହାଙ୍ଗ ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କୁ ଭିଜିଲାନ୍ସ ଗିରଫ କରିଛି। ଏଲ୍‌ଆଇଙ୍କ ୯୧ଟି ପ୍ଲଟ ସହ ୭ କୋଟି ୨୧ ଲକ୍ଷ ଟଙ୍କାର ସଂପତ୍ତି କାଲି ଠାବ ହୋଇଥିଲା । ଭିଜିଲାନ୍ସ ବିଭାଗକୁ ସୂଚନା ମିଳିଛି ଯେ, ଶ୍ରୀ ରାଉତଙ୍କ ଆୟ…

[ଦେଖନ୍ତୁ ଭିଡିଓ] ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ! ଗଛମୂଳେ ପ୍ରସବ କଲେ ମହିଳା

ଢ଼େଙ୍କାନାଳ : ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଯେତେ ଡିଣ୍ଡିମ ପିଟିଲେ ବି ବାସ୍ତବ ଚିତ୍ର କିନ୍ତୁ ଭିନ୍ନ ରହିଛି ।  ଆଜି ବି ରାଜ୍ୟର ଅନେକ ଗାଁରେ ଚିକିତ୍ସା ସୁବିଧା ନାହିଁ । କେଉଁଠି ହସ୍ପିଟାଲ ନାହିଁ ତ କେଉଁଠି ହସ୍ପିଟାଲ ଥିଲେ ଡାକ୍ତର ନାହାନ୍ତି…

ଚୀନରେ କରୋନା ରଚୁଛି ତାଣ୍ଡବ: ଘୁଂଚିଲା ଏସିଆନ ଗେମ୍ସ

ବେଜିଂ: ଚୀନରେ କରୋନା ଭାଇରସ ପୁନର୍ବାର ଦ୍ରୁତ ବେଗରେ ବ୍ୟାପିବାରେ ଲାଗିଛି । ଏହାକୁ ଦେଖି ଏଠାରେ ହେବାକୁ ଥିବା ଏସିଆନ ଗେମ୍ସ ଆୟୋଜନକୁ ଘଂଚାଇ ଦିଆଯାଇଛି । ଏସିଆନ ଗେମ୍ସ ଆୟୋଜକ କମିଟି ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରିଛି । ୧୦ରୁ ୨୫ ସେପ୍ଟମ୍ବର ପର୍ଯ୍ୟନ୍ତ ଏହା ଆୟୋଜିତ ହେବାକୁ ଥିଲା…

ପ୍ରଫେସର ଗୀତାଞ୍ଜଳି ଦାଶ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି

ଭୁବନେଶ୍ବର: ପ୍ରଫେସର୍ ଗୀତାଞ୍ଜଳି ଦାଶ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ନିଯୁକ୍ତ ହୋଇଛନ୍ତି । ଓଡ଼ିଶା ୟୁନିଭର୍ସିଟି ଆକ୍ଟ ୧୯୮୯ର ଧାରାରେ ଦିଆଯାଇଥିବା କ୍ଷମତାର ବ୍ୟବହାରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଫେସର ଗୀତାଞ୍ଜଳି ଦାଶଙ୍କୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ଭାବେ…

[ଦେଖନ୍ତୁ ଭିଡିଓ] ଚିଲିକା ଚିଲିକା ଡଙ୍ଗାବୁଡିରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

 ଖୋର୍ଦ୍ଧା :  ନିଖୋଜ ହେବାର ୧୯ ଘଣ୍ଟା ପରେ ମିଳିଲା ମୃତଦେହ । ଚିଲିକାରେ ଡଙ୍ଗାବୁଡ଼ି ନିଖୋଜ ହୋଇଥିବା ବ୍ୟକ୍ତିଙ୍କ ମୃତଦେହ ବଡ଼କୂଳ ନିକଟ ଖାରିବନ୍ଧରୁ ଉଦ୍ଧାର କରାଯାଇଛି । ଭାରତୀୟ ନୌସେନା, ଓଟିଡିସି, ବାଲୁଗାଁ ପୋଲିସ ସହାୟତାରେ ଉଦ୍ଧାର କାମ ଜାରି ରହିଥିଲା । ମୃତ ବ୍ୟକ୍ତିଙ୍କ ନାଁ…

୧୨ ଚକିଆ ଟ୍ରକରେ ଲୁଚାଇ ନେଉଥିଲେ ଗଞ୍ଜେଇ, ଭୁବନେଶ୍ୱରରୁ ଧରିଲା NCB ଜୋନାଲ ଟିମ୍

ଭୁବନେଶ୍ୱର: ଗାଡି ପାର୍ଟସ ବୋଝେଇ ଟ୍ରକରେ ଲୁଚାଇନେଉଥିଲେ ଗଞ୍ଜେଇ। ସିକ୍ରେଟ ଚାମ୍ବର କରି ସପ୍ଲାୟ କରୁଥିଲେ ୫କ୍ବିଣ୍ଟାଲ ୬କେଜି ଗଜେଇ। ଆନ୍ଧ୍ରପ୍ରଦେଶର ଅନକାପାଲିରୁ ହରିୟାନାର ହିସାର ସପ୍ଲାୟ ବେଳେ ଏନସିବି ଜୋନାଲ ଟିମ ଧରିଲା ପାର୍ଟସ ବୋଝେଇ ୧୨ ଚକିଆ ଟ୍ରକ। ଭୁବନେଶ୍ୱରର ଚନ୍ଦକା…

ବାତ୍ୟା ନେଇ ୪୮ ଘଣ୍ଟା ପରେ ଆସିବ ସ୍ପଷ୍ଟ ଚିତ୍ର, ଭୟଭୀତ ନହୋଇ ସତର୍କ ରହିବାକୁ SRCଙ୍କ ପରାମର୍ଶ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର । ବାତ୍ୟା ନେଇ କିଛି ସମୟ ପରେ ଆସିବ ସ୍ପଷ୍ଟ ଚିତ୍ର । ଯଦି ବାତ୍ୟା ହୁଏ, ତେବେ ରାଜ୍ୟର ୧୮ ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି । ଏଥିପାଇଁ ୧୮ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା…

ଭିସୁଟରେ ଛାତ୍ର ଅଶାନ୍ତି, ପରୀକ୍ଷାକୁ ବିରୋଧ କରି ଶହ ଶହ ଛାତ୍ରଛାତ୍ରୀଙ୍କ ଧାରଣା

ସମ୍ୱଲପୁର : ଭିସୁଟରେ ଛାତ୍ର ଅଶାନ୍ତି । ୧୮ ଘଣ୍ଟାରେ ପହଞ୍ଚିଲା ଭିସୁଟ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । ଭିସିଙ୍କ ସହ ଆଲୋଚନା ପରେ ବି ନିସ୍କର୍ଷ ବାହାରି ପାରି ନଥିବା ବେଳେ ଜିଦରେ ଅଟଳ ରହିଛନ୍ତି ବୁର୍ଲା ଭିସୁଟ ଛାତ୍ରଛାତ୍ରୀ । ଆସନ୍ତାକାଲି ସେମାନଙ୍କର ପଞ୍ଚମ ସେମିଷ୍ଟାର ପରୀକ୍ଷା…

ମୋ ବସ୍‌ ସେବାରେ ସାମିଲ ହେବ ଇ-ବସ୍‌ ସେବା: ରାଜଧାନୀରେ ଗଡିବ ବ୍ୟାଟେରୀ ଚାଳିତ ବସ୍

ଭୁବନେଶ୍ୱର: : ମୋ ବସ୍‌ ସେବାରେ ସାମିଲ ହେବ ଇ-ବସ୍‌ ସେବା  । ଖୁବ୍‌ ଶୀଘ୍ର ବ୍ୟାଟେରୀ ଚାଳିତ ବା ଇ-ବସ୍‌ ସାମିଲ ହେବ ବୋଲି  ‘ମୋ ବସ’ ସେବା, କ୍ରୁଟ୍‌ ସଂପର୍କରେ ସମୀକ୍ଷା କରି ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ସେ କହିଛନ୍ତି ରାଜ୍ୟ ରାଜଧାନୀ ସହରାଂଚଳରେ ପରିବହନ…

ହଷ୍ଟେଲ ଛାତରୁ ଖସି ମାଟ୍ରିକ ପରୀକ୍ଷାର୍ଥୀ ମୃତ

ରାୟଗଡା  : ହଷ୍ଟେଲ ଛାତରୁ ଖସି ୧୦ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ । ରାୟଗଡା ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି । ବିଷମ କଟକ ବ୍ଲକ ଅନ୍ତର୍ଗତ ବେଥିଆପଡା ପଞ୍ଚାୟତ କପାପଦର ମଙ୍ଗଳ ବିଭାଗ ହାଇସ୍କୁଲରେ ହଷ୍ଟେଲ ଛାତରୁ ଖସି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ । ମୃତ ଛାତ୍ର ଘଣ୍ଟିଖାଲ ଗାଁର ଭରତ…