Latest Odisha News

BREAKING NEWS

ଆଜି ବି ତାଣ୍ଡବ ରଚିବ କାଳବୈଶାଖୀ, ୨୨ ଜିଲ୍ଲାକୁ ୱାର୍ଣ୍ଣିଂ

ଭୁବନେଶ୍ୱର : ଆଜି ବି ତାଣ୍ଡବ ରଚିବ କାଳବୈଶାଖୀ  । ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ରାଜ୍ୟରେ ଆଜି ବି କାଳବୈଶାଖୀର ତାଣ୍ଡବ ଜାରି ରହିବ । ଆଜି ୨୨ଟି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ…

ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର: ୪୮ ଘଣ୍ଟାରେ ନେବ ଅବପାତର ରୂପ

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ୪୮ ଘଣ୍ଟା ଭିତରେ ଏହା ଅଧିକ ସକ୍ରିୟ ହୋଇ ଅବପାତର ରୂପ ନେବ । କ୍ରମେ ଉତ୍ତର ପଶ୍ଚିମକୁ ଗତି କରି ଅବପାତରେ ପରିଣତ ହେବ । ଲଘୁଚାପ…

କବିତା : ପ୍ରେମ

ଅଜୟ କୁମାର ମହାନ୍ତି  ପ୍ରେମର ରଙ୍ଗ କଣ ନିଆଁରେ ଚମକୁଥିଵା ସୁନା ଅଙ୍ଗାର ପରି ସାଧାରଣ ଆକାଶ ଅନନ୍ଯ ଶ୍ୟାମଳ ଅରୁଣିମା ଅସ୍ତରାଗର।। କେମିତି ତାର ଭାଷା କେଉଁ ଆଦିମ ନୀରବତା ଇନ୍ଦ୍ରିୟଙ୍କ ଯାଦୁଟୋନା ଅନ୍ଧମାନଙ୍କ ଲେଖା ବ୍ରେଲି ଅପହଞ୍ଚ ଛୁଏଁ ଅନଲାଇନ୍। ପ୍ରେମର କି ଥାଏ…

ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ପ୍ରସ୍ତୁତ; ଛୁଟି ବାତିଲ୍

ଭୁବନେଶ୍ୱର: ବର୍ତ୍ତମାନର ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପ ଆଉ ପରେ ଅବପାତ ରେ ପରିଣତ ହୋଇପାରେ ବୋଲି ଭୁବନେଶ୍ୱର ପାଣିପାଗକେନ୍ଦ୍ର ଆକଳନ କରିଛି। ସମ୍ଭାବ୍ୟ ବାତ୍ୟା ମୁକାବିଲା ର ଜାଗ୍ରତ ପ୍ରହରୀ ଅଗ୍ନିଶମ ବିଭାଗ ପୁରା ପ୍ରସ୍ତୁତ ଅଛି। ସରକାର ସବୁ ଦିଗରୁ ପ୍ରସ୍ତୁତି କରୁଥିବାବେଳେ…

ରାଜ୍ୟରେ ଚାଲିବ ଇ-ବସ୍

ଭୁବନେଶ୍ୱର: ରାଜ୍ୟରେ ଖୁବ୍‍ ଶୀଘ୍ର ଚାଲିବ ଇ-ବସ୍ । ଏ ନେଇ ପରିବହନ ବିଭାଗ ଅଧିକାରୀ ଓ କ୍ରୁଟ୍ କୁ ପରାମର୍ଶ ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ଏ ସକାଶେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ଗୁରୁବାର ଲୋକସେବା ଭବନ ରେ ‘ମୋ ବସ୍’…

ଧର୍ମପଦ ପୁରସ୍କାର ପାଇଁ ଚୟନ କମିଟି ଗଠିତ, ସୁଦର୍ଶନ ସାହୁ ଅଧ୍ଯକ୍ଷ

ଭୁବନେଶ୍ୱର: ଧର୍ମପଦ ପୁରସ୍କାର ପାଇଁ ଗଠନ ହୋଇଛି ଚୟନ କମିଟି । ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ର ପ୍ରସ୍ତାବକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅନୁମୋଦନ କରିଛନ୍ତି । ବିଭାଗ ସାତ ଜଣିଆ ଏକ କମିଟି ଗଠନ କରି ରାଜ୍ୟ ପାଳଙ୍କ ନିକଟକୁ ପ୍ରସ୍ତାବ ଦେଇଥିଲା । କମିଟି ଗଠନ ସହ…

ବିବାହ ଆଗରୁ ଭାବି ସ୍ୱାମୀଙ୍କୁ ଗିରଫ କଲେ ଆସାମ ଏସଆଇ

ଭୁବନେଶ୍ୱର: ଆସାମ ର ଜଣେ ଠକ କୁ ବାହାଘର ଆଗରୁ ଧରିଛନ୍ତି ଏସଆଇ କନ୍ୟା । ଉଭୟଙ୍କ ର ନିର୍ବନ୍ଧ ସରିଯାଇଥିଲା । ଆଉ ଅଳ୍ପ ଦିନ ବାକି ଥିଲା ଶୁଭ ଦିନ । ହେଲେ ଠକାମି ଶିକାର ହୋଇଥିବା କିଛି ଲୋକ କନ୍ୟା ର ଜୀବନ ବଂଚାଇବା ସହ ଠକ କୁ ଧରା ପକେଇ ଦେଇଥିଲେ । ଏହି ଠକ ହେଉଛି, ରାଣା ପୋଗାଗ । ସେ…

ଡୋଜର ଚକା ରେ ପମ୍ପ ଦେଲା ବେଳେ ଚାଲିଗଲା ପ୍ରାଣ

ରାୟପୁର: ବୁଲ୍ ଡୋଜର ରେ ପମ୍ପ ଦେଉ ଦେଉ ପ୍ରାଣ ଚାଲିଗଲା । ମଙ୍ଗଳବାର ସିଲତାରା ଅଂଚଳରେ ଦୁଇ ଜଣ ବ୍ୟକ୍ତି ଏକ ବୁଲ୍ ଡୋଜର ଚକା ରେ ପମ୍ପ ଭରୁଥିଲେ । ହଠାତ୍ ବୋମା ଫୁଟିଲା ଭଳି ଆବାଜ୍ ହେଲା । କିଛି ସମୟ ଚାରିଆଡ଼େ ଧୂଆଁ ଧୂଆଁ ହୋଇଗଲା । ତା ପର ଦୃଶ୍ୟ ଦେଖଣାହାରୀଙ୍କୁ ଆଶ୍ଚର୍ଯ୍ୟ କରିଦେଲା ।…

ଦଙ୍ଗଲ କଲେକ୍ସନ ଅତିକ୍ରମ କଲା କେଜିଏଫ ୨, ଓଟିଟି ରାଇଟ୍ସ ୩୨୦ କୋଟିରେ ବିକ୍ରୀ

ମୁମ୍ବାଇ: କେଜିଏଫ ୨ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛି । ଏହା ଓଭରାଲ ୧୧୦୦ କୋଟି ଟଙ୍କା ଆୟ କରି ୪ର୍ଥ ସ୍ଥାନରେ ରହିଥିବା ବେଳେ ହିନ୍ଦୀରେ ଦଙ୍ଗଲ ରେକର୍ଡ ଭାଙ୍ଗି ଦ୍ୱିତୀୟ ସ୍ଥାନ ହାସଲ କରିଛି । ଦଙ୍ଗଲ ୩୮୭.୩୮ କୋଟି ଆୟ କରିଥିବା ବେଳେ କେଜିଏଫ ୨ ବକ୍ସ ଅଫିସରେ ୩୯୧.୬୫ କୋଟି…

[ଦେଖନ୍ତୁ ଭିଡିଓ] ସମୁଦ୍ର ମଝିରେ ରହସ୍ୟମୟୀ ତନାହଲୋତ: ଦିନ ରାତି ସୁରକ୍ଷା ଦେଉଛି ସାପ

ଇଣ୍ଡୋନେସିଆ: ଧର୍ମ ଆଉ ବିଶ୍ୱାସ। ଏହି ଆଧାରରେ ଆମେ। ଭାରତରେ ଅନେକ ମଠ ମନ୍ଦିର ରହିଛି । ଆଉ ସେହି ମନ୍ଦିର ଭଗବାନଙ୍କ ଉପରେ ରହିଛି ଆମର ଅଗାଢ ବିଶ୍ୱାସ। କେବେଳ ଯେ ଆମ ଦେଶରେ ନୁହେଁ ବିଦେଶରେ ମଧ୍ୟ କିଛି ସ୍ଥାନରେ ଭଗବାନଙ୍କ ମନ୍ଦିର ଅଛି। ତା ପୁଣି ଅକ୍ଷୁର୍ଣ୍ଣ । ଆଉ ସେହି ମନ୍ଦିରରେ…