ୟୁପିର ବଡ ବଦମାଶ ହେବେ ଅଜୟ
ମୁମ୍ବାଇ:ଅଜୟ ଦେବଗାନ ତାଙ୍କର ଆଗାମୀ ଫିଲ୍ମ ଭୋଳା ଫିଲ୍ମର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ତାମିଲ ସୁପରହିଟ କୈଥୀର ଏହା ରିମେକ ଅଟେ । ୟୁପିର ଏକ କୁଖ୍ୟାତ ଡନ ଉପରେ ଫିଲ୍ମଟି ଆଧାରିତ । ଅଜୟଙ୍କ ସହ ତବୁ ଏହି ଫିଲ୍ମରେ ପୁନର୍ବାର ଏକତ୍ର ଅଭିନୟ କରିବେ । ତବୁ ପୋଲିସ ଅଫିସର ଭୂମିକା…