Latest Odisha News

BREAKING NEWS

ୟୁକ୍ରେନ ଉପରେ ରୁଷ ଆକ୍ରମଣର ଆଉ ଏକ କାରଣ କଣ ଧଳା ସୁନା !

କୀଭ: ୟୁକ୍ରେନ ଉପରେ ରୁଷ ଆକ୍ରମଣର ୨ ମାସ ପୂର୍ଣ୍ଣ ହେବାକୁ ଯାଉଛି । ନାଟୋ ସହିତ ୟୁକ୍ରେନ ସମ୍ପର୍କକୁ ଏହାର ମୁଖ୍ୟ କାରଣ କୁହା ଯାଉଥିଲେ ମଧ୍ୟ ୟୁକ୍ରେନରେ ଥିବା ଧଳା ସୁନା ଏହାର ଆଉ ଏକ କାରଣ ଭାବେ ବିବେଚନା କରାଯାଉଛି । ଧଳା ସୁନା ବା ଲିଥିୟମ ଡୋନାବସର ପୂର୍ବାଂଚଳରେ ମାଟି ତଳେ ବହୁ…

ଭୁବନେଶ୍ୱର ଚିନ୍ତାମଣିଶ୍ୱରରେ ଚାଞ୍ଚଲ୍ୟ : ୧୫ମାସର ଶିଶୁକୁ ହତ୍ୟା ପରେ ବାପା-ମା’ଙ୍କ ଆତ୍ମହତ୍ୟା

ଭୁବନେଶ୍ୱର  : ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ଚାଞ୍ଚଲ୍ୟ । ୧୫ମାସର ଶିଶୁକନ୍ୟାକୁ ହତ୍ୟା ପରେ ବାପା-ମା’ଙ୍କ ଆତ୍ମହତ୍ୟା । ମୃତକ ତୁଷାର ରାଜେନ୍ଦ୍ର ଜଗତପ ଓ ପତ୍ନୀ ନିଲା ତୁଷାର ଜଗତପ୍‌ । ଥିବା ବେଳେ ଶିଶୁର ବୟସ ୧୫ ମାସ ବୋଲି ଜଣାପଡିଛି । ଖବର…

ଜଳୁଛି ଓଡ଼ିଶା, ଗରମ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ

ଭୁବନେଶ୍ୱର : ଅସହ୍ୟ ଗରମରେ କଲବଲ ହେଉଛି ଓଡ଼ିଶା । ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତିରୁ ମୁକ୍ତି ମିଳିବନି ବୋଲି ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷକରି ଆଭ୍ୟନ୍ତର ଓଡ଼ିଶାରେ ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ, ଉପକୂଳରେ ୨ରୁ ୩…

ଆଜି ୧୨ ଘଣ୍ଟିଆ ଆଠଗଡ଼ ବନ୍ଦ : ଗାଡି ଚଳାଚଳ ସହ ଦୋକାନ ବଜାର ବନ୍ଦ

କଟକ: ଆଜି ଆଠଗଡ଼ରେ ବନ୍ଦ ଡାକରା ଦିଆଯାଇଛି। ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।  ଆଠଗଡ଼ ସୁରକ୍ଷା ମଞ୍ଚ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ଆଠଗଡ଼ ବ୍ଲକର ୭୧ଟି ପଞ୍ଚାୟତ କଟକ ଉନ୍ନୟନ ସଂସ୍ଥା ଅଧିନକୁ ଯିବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଠଗଡ଼ ସଙ୍ଗଠନ ପକ୍ଷରୁ…

ନିଲମ୍ବିତ ଏଏସଆଇଙ୍କ ଘରେ ଭିଜିଲାନ୍ସ ରେଡ୍ : ୪ଟି ସ୍ଥାନରେ ଚଢ଼ାଉ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ପୂର୍ବତନ ଏଏସଆଇ ଜୟଦାସ ଖରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଭିଜିଲାନ୍ସ ପକ୍ଷରୁ ମିଳିତ ଭାବେ ଏହି ଚଢ଼ାଉ କରାଯାଇଛି । ମାଲକାନଗିରି ସମେତ ଜୟଦାସଙ୍କ ବାସଭବନ, ନବରଙ୍ଗପୁର ଓ କୋରାପୁଟରେ ଚଢ଼ାଉ ଚାଲିଛି । ଚଢ଼ାଉ…

ପୁଲୱାମା ଏନକାଉଣ୍ଟରରେ ୨ ଆତଙ୍କବାଦୀ ହଫିଜ୍ ଓ ସହିଦ ନିପାତ

ଜମ୍ମୁ :ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିପାତ । ପୁଲୱାମା ଜିଲ୍ଲାର ମିତ୍ରିଗମ୍ ଇଲାକାରେ ବୁଧବାର ସାରାରାତି ଜାରି ହୋଇଥିବା ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି । ଅଲବନ୍ଦ୍ର ସଂଗଠନର ଏହି ଦୁଇ ଆତଙ୍କବାଦୀ ହେଉଛନ୍ତି ଏଜାଜ ହଫିଜ୍ ଓ ଶହିଦ୍ ଅୟୁବ । ଏମାନଙ୍କ ପାଖରୁ ୨ଟି ଏକେ ୪୭…

ଛେଳିଗଡ଼ ଜଳ ବିଦ୍ୟୁତ ପ୍ରକଳ୍ପର ସମୀକ୍ଷା କଲେ 5-T ସଚିବ

ଗଞ୍ଜାମ: ଗଜପତି ଛେଳିଗଡ଼ ଜଳ ବିଦ୍ୟୁତ ପ୍ରକଳ୍ପର ସମୀକ୍ଷା ପରେ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ ଓ 5-T ସଚିବ । ଘଟକେଶ୍ବର ଜଳସେଚନ ପ୍ରକଳ୍ପ ସ୍ଥଳୀକୁ ଯାଇ ନିର୍ମାଣର ଅଗ୍ରଗତୀ ସମ୍ପର୍କରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ଜିଲ୍ଲାର ବୃହତ ଘଟେକେଶ୍ବର ଜଳସେଚନ…

ଏଆଇପିଏଚ୍ ପାଇଲା ଆଉଟ୍‌ଷ୍ଟାଣ୍ଡିଂ ୟୁନିଭର୍ସିଟି ପୁରସ୍କାର

ଭୁବନେଶ୍ୱର: ଜନସ୍ୱାସ୍ଥ୍ୟ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଓଡ଼ିଶାର ପ୍ରଥମ ଉଚ୍ଚ ଶିକ୍ଷାନୁଷ୍ଠାନ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟକୁ ‘ଆଉଟ୍‌ଷ୍ଟାଣ୍ଡିଂ ୟୁନିଭର୍ସିଟି’ ପୁରସ୍କାର ମିଳିଛି। ଶିକ୍ଷା କ୍ଷେତ୍ରରେ ସାମଗ୍ରିକ ଭାବେ ଉତ୍କର୍ଷ ପାଇଁ ‘ୱାର୍ଲ୍ଡ ଏଜୁକେସନ କଂଗ୍ରେସ’ ପକ୍ଷରୁ ଏହି…

ମାଓ ଅଂଚଳରେ ୪-ଜି ନେଟୱାର୍କ

ନୂଆଦିଲ୍ଲୀ : ମାଓ ଅଂଚଳରେ ଲାଗିବ ୪-ଜି ନେଟୱାର୍କ। ଏବେ ର ୨-ଜି ନେଟୱର୍କ ୪-ଜି କୁ ଉନ୍ନୀତ କରାଯିବ। ଦ୍ରୁତ ଇଂଟରନେଟ୍ ସହ ବେତାର ମୁଖ୍ଯସ୍ରୋତରେ ଯୋଡିହେବ ଏହି ସମସ୍ତ ପଛୁଆ ଅଂଚଳ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୟୁନିଭର୍ସାଲ…

ନେତ୍ରବନ୍ଧ ଆଇରନ୍ ଓର୍ ଖଣି ଖନନ ପାଇଁ ପଲ୍ଲୀ ସଭା; ୩୦୦ରୁ ଉର୍ଦ୍ଦ୍ୱ ସ୍ଥାନୀୟ ନିଯୁକ୍ତି

କୋଇଡ଼ା: ନେତ୍ରବନ୍ଧ ଆଇରନ୍ ଓର୍ ଖଣି ରେ ଜେଏସଡବ୍ଲୁ ସହଯୋଗୀ ଭୂଷଣ ଷ୍ଟିଲ୍ ଏବଂ ପାୱାର ଲିମିଟେଡ ର ଖନନ ପାଇଁ ବୁଧବାର ବାଲାଡିହି ଗ୍ରାମରେ ପଲ୍ଲୀ ସଭା ବା ଜନ ଶୁଣାଣି ଅନୁଷ୍ଠିତହୋଇଯାଇଛି। ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କ ସହ ପ୍ରଭାବିତ ଗ୍ରାମର ୫୦୦ ଜଣ ଏହି ସଭାରେ କମ୍ପାନୀ…