Latest Odisha News

BREAKING NEWS

ନେତ୍ରବନ୍ଧ ଆଇରନ୍ ଓର୍ ଖଣି ଖନନ ପାଇଁ ପଲ୍ଲୀ ସଭା; ୩୦୦ରୁ ଉର୍ଦ୍ଦ୍ୱ ସ୍ଥାନୀୟ ନିଯୁକ୍ତି

କୋଇଡ଼ା: ନେତ୍ରବନ୍ଧ ଆଇରନ୍ ଓର୍ ଖଣି ରେ ଜେଏସଡବ୍ଲୁ ସହଯୋଗୀ ଭୂଷଣ ଷ୍ଟିଲ୍ ଏବଂ ପାୱାର ଲିମିଟେଡ ର ଖନନ ପାଇଁ ବୁଧବାର ବାଲାଡିହି ଗ୍ରାମରେ ପଲ୍ଲୀ ସଭା ବା ଜନ ଶୁଣାଣି ଅନୁଷ୍ଠିତହୋଇଯାଇଛି। ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କ ସହ ପ୍ରଭାବିତ ଗ୍ରାମର ୫୦୦ ଜଣ ଏହି ସଭାରେ କମ୍ପାନୀ…

ଆଇନଜୀବୀ ଦିବସରେ ମଧୁ ବିଚାରର ଆହ୍ୱାନ

ବିଭୁ ପ୍ରସାଦ ତ୍ରିପାଠୀ  ସାରା ରାଜ୍ୟରେ ଆଜି ଆଇନ୍‌ଜୀବୀ ଦିବସ ପାଳନ ଅବସରରେ ଉତ୍କଳଗୌରବ କୁଳବୃଦ୍ଧ ମଧୁସୁଦନ ଦାସଙ୍କ ବିଚାର ଓ ଆଦର୍ଶର ପ୍ରାସଙ୍ଗିକତା ଆହୁରି ଉଦ୍‌ଜୀବୀତ ହୋଇଉଠୁଛି । ବିଧାନସଭା ଓ ସଂସଦରେ ଦକ୍ଷ ଆଇନ୍‌ଜୀବୀମାନଙ୍କ ପ୍ରତିନିଧିତ୍ୱ ଧିରେ ଧିରେ ହ୍ରାସ ପାଇବା, ଆଇନ୍…

ଅନୁବାଦ କବିତା : କବର ତଳର ଭାବନା

ମୂଳ ରୁଷିୟାନ : ଆଲେକଜାଣ୍ଡାର ବ୍ଲକ  ସେମାନେ ଆମକୁ ଯେବେ ପୋତିଦେବେ ମାଟି ତଳେ ବହୁ ଗଭୀରରେ ସବୁଜ କୋମଳ ଘାସ କଅଁଳିବ ଆମର ସେ କବର ଉପରେ ଶୁଣାଯିବ ଟୁପଟାପ୍ କ୍ଷୀଣ ଶବ୍ଦ ସେହି ମାଟି ପରେ ଲାଗିବ ପଡ଼ୁଛି ସତେ ଦୂରେ, ବହୁ ଦୂରେ, ବହୁତ ଉର୍ଦ୍ଧ୍ବରେ । ଆମେ ଯେବେ ଉଠିଯିବୁ ସେ…

ଗଳି ଭିତରୁ ନେଇଗଲେ ୧୧ବର୍ଷର ପୁଅ, ରାଜଧାନୀରୁ ଧରାପଡିଲେ ପିଲାଚୋର

ଭୁବନେଶ୍ୱର: ରାଜଧାନୀରେ ପିଲା ଚୋରି‌ ରାକେଟ୍।ସାମ୍ନାକୁ ଆସିଲା ପିଲା ଚୋରିର ଦୃଶ୍ୟ ।ବୁଲି ବୁଲି ରେକି କରୁଛନ୍ତି। ଗହଳି ସ୍ଥାନରେ ପିଲାକୁ ଦେଖି ଟାର୍ଗେଟ କରୁଛନ୍ତି।ଚିକେନ ପକୋଡା ଓ ଆଇସିକ୍ରିମ ଖୁଆଇ ପିଲାକୁ ଚୋରି କରୁଛନ୍ତି। ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଖଣ୍ଡଗିରି ଥାନା ଜାଗମରା…

ବରଯାତ୍ରୀରେ ନଚେଇଲେ ବିଷାକ୍ତ ନାଗ, କରଞ୍ଜିଆ ରେ ୫ ଜଣ ଗିରଫ

ଭୁବନେଶ୍ୱର: ବରଯାତ୍ରୀ ରେ ନାଗ ସାପ ଧରି ନାଚୁଥିଲେ । ଭିଡିଓ ଭାଇରାଲ ହେଲା । କରଞ୍ଜିଆ ବନ ବିଭାଗ ଆସି ପାଞ୍ଚ ଜଣଙ୍କୁ ଗିରଫ କରିଛି । ଏନେଇ ସ୍ନେକ୍ ହେଲପଲାଇନ ପ୍ରତିଷ୍ଠାତା ଶୁଭେନ୍ଦୁ ମଲ୍ଲିକ୍ ସୂଚନା ଦେଇଛନ୍ତି । ବୁଧବାର କରଞ୍ଜିଆ ସହରରେ ଏକ ବରଯାତ୍ରୀ ଶୋଭାଯାତ୍ରାରେ ଜଣେ ସାପୁଆ ଏକ…

ଭାରତ ନିରପେକ୍ଷ ହୋଇ ଋଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ କରିପାରିବନି

ଭୁବନେଶ୍ୱର: ଭାରତ ର ନିରପେକ୍ଷତା ଋଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ କରିଦେବନି । ଯେବେ ଠାରୁ ଯୁଦ୍ଧ ଆରମ୍ଭ ହେଲାଣି ଭାରତ ଶାନ୍ତି ପାଇଁ ଆହ୍ୱାନ କରୁଛି । ଆଉ ସମସ୍ତ କାର୍ୟ୍ୟାନୁଷ୍ଠାନରୁ ଦୂରେଇ ରହୁଛି । ଋଷିଆ କୁ ଯୁଦ୍ଧ ବିରତି କରିବାକୁ ଆହ୍ୱାନ କରୁଛି । ହେଲେ ତା ବିରୋଧରେ ଛିଡ଼ା ହେବାକୁ…

ଅଜୟ କହିଲେ ହିନ୍ଦୀ ଆମ ରାଷ୍ଟ୍ରଭାଷା, ଟ୍ୱିଟରଟି ପଢ଼େଇଲେ ପାଠ

ଭୁବନେଶ୍ବର: ‘ଟ୍ୱିଟରଟି’ ବୁଧବାର ବଲିଉଡ଼ ଅଭିନେତା ଅଜୟ ଦେବଗନଙ୍କୁ ବଢ଼ିଆ ପାଠ ପଢ଼େଇଛନ୍ତି । ଅଜୟ କନ୍ନଡ ଅଭିନେତା କିଚ୍ଚା ସୁଦୀପଙ୍କୁ ବୁଝାଉଥିଲେ ଯେ, ହିନ୍ଦୀ ଆମ ମାତୃଭାଷା ଏବଂ ରାଷ୍ଟ୍ର ଭାଷା । ଏହା ଥିଲା ଏବଂ ରହିବ । କିଚ୍ଚା ସୁଦୀପ ଏକ ସାକ୍ଷାତକାରରେ କହିଥିଲେ, ହିନ୍ଦୀ ଆଉ…

ଭୁବନେଶ୍ୱରରେ ପ୍ରଥମ ଟାଇବକ୍ସ ପ୍ରତିଯୋଗିତା

ଭୁବନେଶ୍ୱର: ଆସନ୍ତା ମେ ୧ ରେ ପ୍ରଥମ କରି ରାଜ୍ୟସ୍ତରୀୟ ଟାଇବକ୍ସ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ବୁଦ୍ଧେଶ୍ୱରୀ କଲୋନୀ କମ୍ପ୍ଲେକ୍ସ ସେଣ୍ଟର୍ ଠାରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତରେ ବିଭିନ୍ନ ଜିଲ୍ଲାରୁ ୩୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗନେବେ। ଟାଇବକ୍ସ ଏକ ସାମରିକ…

ନୀଳମାଧବ ପୀଠ ବିକାଶ ପ୍ରକଳ୍ପ ପାଇଁ ୧୦୦ କୋଟି ଟଙ୍କା

ଭୁବନେଶ୍ୱର  : କଣ୍ଟିଲୋ ନୀଳମାଧବ ପୀଠର ପାରିପାର୍ଶ୍ୱିକ ବିକାଶ ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଲାଭ କରିଛି । ଏଥିନିମନ୍ତେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ୧୮ ମାସ ମଧ୍ୟରେ କାମ ଶେଷ ହେବ । ସମ୍ୱନ୍ୱିତ ଐତିହ୍ୟ ଓ କୀର୍ତ୍ତିରାଜି…

୭୫ ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ ବିଚାରକ ମଣ୍ଡଳୀ ତାଲିକାରେ ଦୀପିକା ସାମିଲ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୋକନ  ଅର୍ନ୍ତଜାତୀୟ ସିନେମା ଫେଷ୍ଟିଭାଲ ‘କାନ୍ସ’ରେ ଦୀପିକା ବିଚାରକ ମଣ୍ଡଳୀ ତାଲିକାରେ ସାମିଲ ହୋଇଛନ୍ତି ।  କାନ୍ସ ଫେଷ୍ଟିଭାଲ ତରଫରୁ ବଲିଉଡ ସୁପରଷ୍ଟାର ଦୀପିକାଙ୍କୁ ଏହି ଅର୍ନ୍ତରାଷ୍ଟ୍ରୀୟ ପ୍ରତିଯୋଗିତାର ୮ ଜଣ ବିଚାରକ ମଣ୍ଡଳୀ ମଧ୍ୟରେ ସାମିଲ କରାଯାଇଛି…