Latest Odisha News

BREAKING NEWS

ଶିଶୁମାନେ ଅଧିକ ଆଣ୍ଠୁଗଣ୍ଠି ଜନିତ ରୋଗର ଶିକାର

ଭୁବନେଶ୍ୱର: ଶିଶୁମାନେ ଅଧିକ ଆଣ୍ଠୁଗଣ୍ଠି ଜନିତ ରୋଗର ଶିକାର ହେଉଛନ୍ତି । ଠିକ ସମୟରେ ରୋଗର ଚି଼ହ୍ନଟ, ପରୀକ୍ଷଣ ଓ ଚିକିତ୍ସା ଦ୍ୱାରା ହିଁ ଶିଶୁ ମାନଙ୍କୁ ଏଭଳି ସମସ୍ୟାରୁ ଦୂରେଇ ରଖି ହେବ । ଏହି ମତ ରଖିଛନ୍ତି ଚଣ୍ଡିଗଡ ସ୍ଥିତ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ରିସର୍ଚ୍ଚ…

ଭାରତର କଡା ପଦକ୍ଷେପ: ରଦ୍ଦ ହେଲା ଚାଇନିଜ ଟୁରିଷ୍ଟ ଭିସା

ନୂଆଦିଲ୍ଲୀ:ଚୀନ ବିପକ୍ଷରେ ରବିବାର ଭାରତ ଆଉ ଏକ କଡା ଆଭିମୁଖ୍ୟ ଗ୍ରହଣ କରିଛି । ଚାଇନିଜଙ୍କ ପାଇଁ ଦିଆ ଯାଉଥିବା ଟୁରିଷ୍ଟ ଭିସାକୁ ଭାରତ ରଦ୍ଦ କରିଛି । ପୂର୍ବରୁ ଚାଇନାରେ ପାଠ ପଢ଼ୁଥିବା ୨୨ ହଜାର ଭାରତୀୟ ଛାତ୍ରଛାତ୍ରୀ କଟକଣା ଯୋଗୁ ଯାଇପାରୁ ନାହାନ୍ତି । ଏ ନେଇ ଭାରତ ସରକାର ବାରମ୍ବାର…

ଲାଞ୍ଚ ନେଇ ଧରାପଡ଼ିଲେ ଦିଲ୍ଲୀ ପୋଲିସ କନେଷ୍ଟବଳ; ଇନସ୍ପେକ୍ଟରଙ୍କ ଘରେ ସିବିଆଇ ରେଡ୍

ଭୁବନେଶ୍ୱର: ଲାଞ୍ଚ ନେଇ ଧରା ପଡ଼ିଲା ଦିଲ୍ଲୀ ପୋଲିସ୍ । ଅମିତ ଲାହୁଚା ନାମକ ଜଣେ କନେଷ୍ଟବଳକୁ ସିବିଆଇ ଭୁବନେଶ୍ୱର ଶାଖା ଲାଞ୍ଚ ନେବା ବେଳେ ଧରିଛି । ସାଢ଼େ ଚାରି ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛି ଅମିତ ଲାହୁଚା । ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖାର କନେଷ୍ଟବଳ ଅମିତ ଏକ…

ମହିଳା ଟି୨୦ : ନକଆଉଟକୁ ଉନ୍ନୀତ ହେଲା ଓଡିଶା

ଭୁବନେଶ୍ୱର: ଥିରୁୱନ୍ତପୁରମରେ ଚାଲିଥିବା ଜାତୀୟ ମହିଳା ଟି୨୦ କ୍ରିକେଟରେ ଓଡିଶା ପ୍ରଭାବୀ ପ୍ରଦର୍ଶନ ଜାରୀ ରଖି ନକଆଉଟରେ ପ୍ରବେଶ କରିଛି । ରବିବାର ମୁକାବିଲାରେ ଓଡିଶା ୨ ରନରେ ତାମିଲନାଡୁକୁ ପରାସ୍ତ କରି କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି । ଏପ୍ରିଲ ୨୮ରୁ ସୁରଟରେ ନକଆଉଟ ପର୍ଯ୍ୟାୟ…

ବରୁଣଙ୍କ କାନ୍ଦ ସହି ନ ପାରି ଓମଲେଟ ଖୁଆଇଥିଲେ ଦିବ୍ୟା ଭାରତୀ

ମୁମ୍ବାଇ: ଅଭିନେତା ବରୁଣ ଧାୱନ ୨୪ ଏପ୍ରିଲରେ ତାଙ୍କର ୩୫ତମ ଜନ୍ମଦିନ ପାଳନ କରିଛନ୍ତି । ସେ ଏହି ଅବସରରେ ଏକ ପୁରୁଣା ସ୍ମୃତି ଶେୟାର କରିଛନ୍ତି । ବାପା ଡେଭିଡ ଧାୱନଙ୍କ ସହ ସେ ପ୍ରାୟ ଫିଲ୍ମ ସେଟକୁ ଯାଇଥାନ୍ତି । ଗୋବିନ୍ଦା ଓ ଦିବ୍ୟା ଭାରତୀ ଅଭିନୀତ ଶୋଲା ଔର ଶବନମ ଶୁଟିଂ ବେଳେ ୪…

ଶାହାଙ୍କୁ ଧମକ: ବାସନ୍ଦ ହେବେ ବୋରିୟା ମଜମୁଦାର

ମୁମ୍ବାଇ: ୱିକେଟକିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହଙ୍କୁ ଧମକାଇବା ଘଟଣାରେ ବିସିସିଆଇ ପତ୍ରକାର ତଥା ବାୟୋଗ୍ରାଫି ରାଇଟର ବୋରିୟା ମଜମୁଦାରଙ୍କୁ ବାସନ୍ଦ କରିବା ପାଇଁ ଚିନ୍ତା କରୁଛି । ଷ୍ଟାଡିୟମ ପ୍ରବେଶ ଉପରେ ମଧ୍ୟ ତାଙ୍କ ଉପରେ କଟକଣା ଲାଗିପାରେ । ଏଥିନେଇ ସମସ୍ତ ଷ୍ଟେଟ ୟୁନିୟନକୁ…

ଜେଲେନସ୍କି ହସ୍ତାକ୍ଷର ରଚିତ ବେସବଲ୍ ବିକି ସହାୟତା ପାଣ୍ଠି ଯୋଗାଡ଼ କରୁଛି ୟୁକ୍ରେନ

ଭୁବନେଶ୍ୱର: ଯୁଦ୍ଧର ଶିକାର ୟୁକ୍ରେନ ଏବେ ଚାରିଆଡୁ ସହାୟତା ଅପେକ୍ଷାରେ । ବିଭିନ୍ନ ମିତ୍ର ଦେଶ ସହ ବିଶ୍ୱର ବୃହତ ଶକ୍ତିକୁ ସହାୟତା ପାଇଁ ଆହ୍ୱାନ କରୁଛି । କେବଳ ସାମଗ୍ରିକ ସହାୟତା ନୁହେଁ ସାମରିକ ସାହାଯ୍ୟ ବି ଲୋଡ଼ା । ଅର୍ଥନୀତି ଦ୍ରୁତ ହ୍ରାସ ଯୋଗୁଁ ପାଣ୍ଠି ଯୋଗାଡ଼ କରିବା ମଧ୍ୟ ଏବେ…

ନଟି ହିରୋଙ୍କ ଡାଟି ଷ୍ଟୋରୀ, ଏମ ସୁମନ କୁମାରଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ନଟି ହିରୋଙ୍କ ଡାଟି ଷ୍ଟୋରୀ । ଟିଭି ସିରିଏଲ ଅଭିନେତା ଏମ ସୁମନ କୁମାରଙ୍କୁ ବାନ୍ଧିଲା ପୋଲିସ । ସିରିଏଲ ଅଭିନେତାଙ୍କ ଲଭ ସେକ୍ସ ଧୋକ୍କା । ବିବାହ ପ୍ରତିଶ୍ରୁତି ଦେଇ ଅଭିନେତ୍ରୀକୁ ଦେଲେ ଧୋକ୍କା। ଶେଷରେ ହିରୋର ହେଟ ଷ୍ଟୋରୀର‌ ପେଡି ଖୋଲିଲେ ଅଭିନେତ୍ରୀ। ପାହାଳ ଥାନାରେ…

ଭାରତୀୟ ମହିଳା ଲିଗରେ ସାମିଲ୍ ସାଲିଆ ସାହିର ସୁଲେଖା

ଭୁବନେଶ୍ୱର: କଥାରେ ଅଛି ଦୃଢ ଇଛାଶକ୍ତି ଆଗରେ ସମସ୍ତ ବାଧାବନ୍ଧନ ହାର ମାନେ । ସ୍ୱପ୍ନ ପୂରଣ କରିବା ଲାଗି ବଡଲୋକ ର ମୋହର କିମ୍ବା ଅମାପ ଧନର ଆବଶ୍ୟକତା ନାହିଁ । ବରଂ ଦୃଢ ସଂକଳ୍ପ ଓ କଠିନ ପରିଶ୍ରମ ବଳରେ ଯଦି ଜଣେ ଚାହେଁ ତେବେ ସେ ବିଶ୍ୱବିଜୟୀ ହୋଇପାରେ । ଏହି ଧାରାରେ ଚର୍ଚ୍ଚାକୁ…

ନାଇଜେରିଆ ତେଲ ରିଫାଇନରୀରେ ବିସ୍ଫୋରଣ: ଶତାଧିକ କର୍ମଚାରୀ ମୃତ, ଅନେକ ଆହତ

ନାଇଜେରିଆ ତେଲ ରିଫାଇନରୀରେ ବିସ୍ଫୋରଣ । ଶତାଧିକ କର୍ମଚାରୀ ମୃତ, ଅନେକ ଆହତ ହୋଇଥିବା ଜଣାପଡିଛି । ଦକ୍ଷିଣ ପୂର୍ବ ନାଇଜେରିଆର ଏକ ତେଲ ରିଫାଇନାରୀରେ ବିସ୍ଫୋରଣ ହୋଇଛି । ଏଥିରେ ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଛି । ସେହିପରି ବହୁ ସଂଖ୍ୟାରେ କର୍ମଚାରୀ ଆହତ ହୋଇଛନ୍ତି । ବିସ୍ଫୋରଣର…