[ଭିଡିଓ] ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲା : ଲଳିତ ଆତ୍ମହତ୍ୟା କରିଛି ବୋଲି କହିଲେ ବାପା ଓ ଭାଇ
ଝାରସୁଗୁଡା : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି । ଆଜି ମୃତ ଲଳିତ ସାହୁଙ୍କ ବାପା ବେଳାରସେନ ସାହୁ ଓ ଭାଇ ବିରଞ୍ଚି ସାହୁ ଝାରସୁଗୁଡା ଥାନାରେ ପହଁଞ୍ଚି ଲିଖିତ ଅଭିଯୋଗ କରିବା ସହ ଲଳିତ ଆତ୍ମହତ୍ୟା କରିଥିବା କଥା ସ୍ୱିକାର…