Latest Odisha News

BREAKING NEWS

ପିଲାଙ୍କ ଟିଫିନ ପ୍ରସ୍ତୁତ କରିବା ପାଇଁ ତୃତୀୟ ଥର ପାଇଁ ଟେନିସରୁ ଅବସର ନେଲେ କ୍ଲାଇଷ୍ଟର୍ସ

ଲଣ୍ଡନ: ବିଶ୍ୱର ପୂର୍ବତନ ଏକ ନମ୍ବର ମହିଳା ଟେନିସ ଖେଳାଳି ତୃତୀୟ ଥର ପାଇଁ ଅବସର ଘୋଷଣା କରିଛନ୍ତି । ୩୮ ବର୍ଷୀୟ ଏହି ବେଲଜିୟମ ଷ୍ଟାର ଖେଳାଳି କହିଛନ୍ତି ପିଲାଙ୍କ ଟିଫିନ ପ୍ରସ୍ତୁତ କରିବା ପାଇଁ ମୁଁ ବାଧ୍ୟ ହୋଇ ଅବସର ନେଉଛି । ଏହା ପୂର୍ବରୁ ୨୦୦୭ରେ ପରିବାର ଆରମ୍ଭ କରିବା ପାଇଁ ସେ…

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ଆତଙ୍କବାଦୀ

ଶୋପିୟାଁ: ଦକ୍ଷିଣ କଶ୍ମୀରର ଶୋପିୟାଁ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୪ ଆତଙ୍କବାଦୀ । ଜୈନପାରୋର ବଡିଗାମରେ ଖବର ପାଇବା ପରେ ସମ୍ପୂର୍ଣ୍ଣ ଅଂଚଳକୁ ଘେରାଉ କରିଥିଲେ । ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୪ ଆତଙ୍କବାଦୀ ନିହତ…

ଭାରତରେ ଧୀରେ ଧୀରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିଲ୍ଲୀ-ମୁମ୍ବାଇ ଅଧିକ ସମ୍ବେଦନଶୀଳ

ନୂଆଦିଲ୍ଲୀ: ଭାରତରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଶ୍ୱର ଅନ୍ୟ ଦେଶମାନଙ୍କ ଅପେକ୍ଷା ଭାରତରେ ଆକ୍ରନ୍ତଙ୍କ ସଂଖ୍ୟା କମ୍ । କିନ୍ତୁ ସ୍ଥିତି ଚିନ୍ତାଜନକ । ଗୁରୁବାର ଦେଶରେ ୧୦୦୭ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହ ଆଜି ପର୍ଯ୍ୟନ୍ତ ସମୁଦାୟ…

ଓଲଟିଲା ଧାନ ବୋଝେଇ ପିକଅପ୍ ଭ୍ୟାନ, ୨ମୃତ,୩ ଗୁରୁତର

ରାୟଗଡା : ରାୟଗଡାରେ ମର୍ମନ୍ତୁଦ ଦୁର୍ଘଟଣା । ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ମୀନାଝୋଲା ଓ ବାଡିସୋଲା ଗାଁ ମଝିରେ ଭାରସାମ୍ୟ ହରାଇ ଏକ ମିନିଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି ।ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି ।ସୋମାନଙ୍କୁ ୧୦୮…

ମହିଳା ଓ ଶିଶୁ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ୩ ନୂଆ ମିଶନ

ଭୁବନେଶ୍ୱର: ଅପପୁଷ୍ଟି, ମହିଳା ଓ ଶିଶୁ ମାନଙ୍କ ଉନ୍ନତି, ସଶକ୍ତୀକରଣ ଏବଂ ସୁରକ୍ଷା ସମ୍ବନ୍ଧୀୟ ଏକ କେନ୍ଦ୍ର ରାଜ୍ୟ ମିଳିଳ ଆଲୋଚନା ଅନୁଷ୍ଠିତ ହୋଇଛି । ଏହି ଦିଗରେ କେନ୍ଦ୍ର ସରକାର ତିନୋଟି ନୂଆ ଯୋଜନା ବା ମିଶନ ଘୋଷଣା କରିଛନ୍ତି । ମିଶନ ସକ୍ଷମ ଅଙ୍ଗନୱାଡ଼ି ଏବଂ ପୋଷଣ ୨.୦, ମିଶନ ଶକ୍ତି…

ପଂଜାବୀ ଷ୍ଟାଇଲରେ ବିବାହ କଲେ ରଣବୀର କାପୁର ଓ ଆଲିୟା ଭଟ୍ଟ

ମୁମ୍ବାଇ: ମୁମ୍ବାଇରେ ସରିଲା ରଣବୀର ଓ ଆଲିୟାଙ୍କ ବିବାହ । ସମାରୋହରେ କେବଳ ପରିବାର ଲୋକେ ଓ ବଛାବଛା ବନ୍ଧୁବାନ୍ଧବଙ୍କ ସମେତ ଅତିଥୀ ସାମିଲ ହୋଇଥିଲେ । ଏହି ଧାରାରେ ବଲିଉଡର କିଛି ଜଣାଶୁଣା ଚେହେରା ମଧ୍ୟ ଉପସ୍ଥିତ ଥିବା ନେଇ ସୂଚନା ରହିଛି । ରଣବୀର ଓ ଆଲିୟାଙ୍କ ବିବାହ ସମୟର ଫଟୋ…

[ଦେଖନ୍ତୁ ଭିଡିଓ] ଆତ୍ମହତ୍ୟା ପନ୍ଥା ବାଛିଥିଲେ ଯୁବତୀ, ଦେବଦୂତ ସାଜିଲେ ସିଆଇଏସ୍‌ଏଫ୍ କର୍ମୀ

ଭୁବନେଶ୍ୱର: ଆଜି ସକାଳୁସକାଳୁ ଜଣେ ଯୁବତୀ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଏପରିକି ଆଂଶିକ ସଫଳ ମଧ୍ୟ ହୋଇଥିଲେ । ହେଲେ ବୋଧ ହୁଏ ସେହି ଯୁବତୀଙ୍କ ପାଇଁ ଦଇବ କିଛି ଭିନ୍ନ ଚିନ୍ତା କରିଥିଲା । ଯୁବତୀ ଜଣକ ଛାତରୁ ଡେଇଁଥିଲେ ସତ ହେଲେ ଜଣେ ସିଆଇଏସ୍‌ଏଫ୍ କର୍ମୀଙ୍କ ଉପସ୍ଥିତି ବୁଦ୍ଧି…

ଇମ୍ରାନ ବଢ଼ିଆ କମେଡ଼ି କରିପାରିବେ, ସେ ‘କପିଲ ଶର୍ମା ସୋ’ ଯାଆନ୍ତୁ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ‘ଦ କପିଲ ଶର୍ମା ସୋ’ରେ ଚରିତ୍ରଟେ ମିଳୁ । ପାଜି ଅର୍ଥାତ୍ ସିଦ୍ଧୁ ଅବସର ନେବା ପରେ ତାଙ୍କ ଚୌକି ଖାଲି ପଡ଼ିଛି । ଇମ୍ରାନଙ୍କ ପୂର୍ବତନ ପତ୍ନୀ ରେହାମ ଖାନ୍ କଟାକ୍ଷ କରି ଏମିତି କହିଛନ୍ତି । ବୁଧବାର ପେଶାୱାରରେ…

ଏଥର ବକ୍ସ ଅଫିସରେ କଙ୍ଗନା ଓ କାର୍ତିକ ମଧ୍ୟରେ ମୁକାବିଲା

ମୁମ୍ବାଇ: ବଲିଉଡ ଉଦୀୟମାନ ଅଭିନେତା କାର୍ତିକ ଆର୍ଯ୍ୟନ ଓ କିୟାରା ଆଡଭାନୀ ଅଭିନୀତ ଭୁଲ ଭୂଲେୟା ୨ର ଟିଜର ରିଲିଜ ହୋଇଯାଇଛି । ଏହି ଟିଜରକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । ଫିଲ୍ମ ୨୦ ମେ ୨୦୨୨ରେ ରିଲିଜ ହେବ ବୋଲି ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏହି କମେଡି ହରର ପ୍ରଥମ ପାର୍ଟ…

ମୁସ୍ତାକ ଅହମ୍ମଦ ଆତଙ୍କବାଦୀ ଘୋଷିତ

ନୂଆଦିଲ୍ଲୀ: ଭାରତର ଗୃହ ବ୍ୟାପାର ମନ୍ତଣାଳୟ ମୁସ୍ତାକ ଅହମ୍ମଦ ଜରଗରଙ୍କୁ ଆତଙ୍କବାଦୀ ଘୋଷିତ କରିଛି । ପାକିସ୍ତାନରେ ସେ ଅଲଉମର ମୁଜାହିଦୀନ ଆତଙ୍କବାଦୀ ସଂଗଠନ ସ୍ଥାପନ କରିଛନ୍ତି । ୧୯୯୯ରେ ଇଣ୍ଡିଆନ ଏୟାରଲାଇନ ବିମାନ ଅପହରଣ କରିବା ପରେ ଆତଙ୍କବାଦୀମାନେ ଯାତ୍ରୀଙ୍କ ବଦଳରେ ୩ଜଣଙ୍କୁ ଜେଲରୁ…