ସୋନମ କାପୁରଙ୍କ ଘରୁ ଚୋରି କରିଥିବା ନର୍ସ ଗିରଫ
ନୂଆଦିଲ୍ଲୀ: ଫିଲ୍ମ ଅଭିନେତ୍ରୀ ସୋନମ କାପୁରଙ୍କ ଶାଶୁ ଘରୁ କିଛି ଦିନ ତଳେ ଅଢ଼େଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ଚୋରି ହୋଇଥିଲା । ବୁଧବାର ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଚୋରକୁ ଧରିଛି । ସୋନମଙ୍କ ଶାଶୁ ଶାରଳା ଆହୁଜାଙ୍କ ବ୍ୟକ୍ତିଗତ ନର୍ସ ଦାୟିତ୍ୱ ତୁଲାଉଥିବା ଅପର୍ଣ୍ଣା ଏବଂ ତାଙ୍କ…