Latest Odisha News

BREAKING NEWS

ଗୁଣି ଗାରେଡି ସନ୍ଦେହରେ ହତ୍ୟା ମାମଲା: ବାପା ଓ ୨ପୁଅଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ

ଧର୍ମଗଡ : ଧର୍ମଗଡ ଗୁଣି ଗାରେଡି ସନ୍ଦେହରେ ସମ୍ପର୍କୀୟଙ୍କୁ ହତ୍ୟା ଘଟଣାରେ ଆସିଛି ରାୟ । ବାପା ଓ ୨ ପୁଅଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଜେଲ୍ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି ଧର୍ମଗଡ଼ ଏଡିଜେ । ଶିଶୁପାଳ ବିଶି ଏବଂ ତାଙ୍କ ଦୁଇ ପୁଅ ଦିଗାମ୍ବର ବିଶି ଏବଂ…

[ଦେଖନ୍ତୁ ଭିଡିଓ] ବଢୁଛି ପେଟ୍ରୋଲ୍ ଓ ଡିଜେଲ ଦର, ଜଳିଯାଉଛି ଇଲେକ୍ଟ୍ରିକ୍ ଗାଡି

ଭୁବନେଶ୍ୱର: ପେଟ୍ରୋଲ୍ ଓ ଡିଜେଲର ବଢୁଥିବା ଦାମ୍ ଏବେ ଲୋକଙ୍କୁ ଇଲେକ୍ଟ୍ରିକ୍ ଯାନ ଆପଣେଇବାକୁ ଉତ୍ସାହିତ କରୁଛି । ହେଲେ ଦୁଇ ଚକିଆ ଇଲେକ୍ଟ୍ରିକ୍ ଗାଡିରେ ଲଗାତାର ଭାବେ ଅଗ୍ନିକାଣ୍ଡ ଘଟଣା ଲୋକଙ୍କୁ ଦ୍ୱନ୍ଦରେ ପକାଇଛି । ନାସିକରୁ ଆସିଛି ଏହି ଭିଡିଓ । ଜିତେନ୍ଦ୍ର ଇଭି ନାମକ ଏକ…

କେବୁଲ କାର ଦୁର୍ଘଟଣା ଘଟଣା , ଉଦ୍ଧାର କାର୍ଯ୍ୟ ଶେଷ , ବଞ୍ଚିଗଲା ୪୭ ଲୋକଙ୍କ ଜୀବନ

ଦେଓଘର : ଝାଡଖଣ୍ଡ ଦେଓଘର  ତ୍ରିକୁଟ ପାହାଡ ଉପରେ କେବୁଲ କାର ଦୁର୍ଘଟଣା କାଯ୍ୟରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ୪୬ ଘଣ୍ଟା ଅପରେସନ ପରେ ୪୭ ଲୋକଙ୍କୁ ଉଦ୍ଧାର କରାଯାଇଛି ।ଏହି ଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଯାଇଛି । ଦୁର୍ଗମ ପାହାଡ ଇଲାକା ଥିବା ହେତୁ ସେନା କର୍ମଚାରୀ ହେଲିକପ୍ଟର…

ଲଗାତାର ପରାଜୟ ପରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ଆଉ ଏକ ଝଟ୍‌କା

ଭୁବନେଶ୍ୱର: ଚଳିତବର୍ଷ ଫଟାଫଟ୍ କ୍ରିକେଟ୍ ଫର୍ମାଟ୍ ଆଇପିଏଲରେ ଚେନ୍ନାଇ ସୁପର୍ କିଙ୍ଗସ୍‌ର ଭାଗ୍ୟ ଏତେଟା ଭଲ ନାହିଁ । ବୋଲିଂ ଠାରୁ ଆରମ୍ଭ କରି ବ୍ୟାଟିଂ ଓ ଫିଲ୍ଡିଂରେ ଏହି ଦଳ ନିଜ ସମର୍ଥକଙ୍କୁ ନିରାଶ କରିଛି । ତେବେ ଲଗାତାର ପରାଜୟ ପରେ ଏବେ ଏହି ଦଳକୁ ଆଉ ଏକ ଝଟ୍‌କା ଦୋହଲାଇ ଦେଇଛି ।…

ଭାଇ ସାଜିଲା ଭାଇର ହତ୍ୟାକାରୀ , ପରିବାରର ୫ ସଦସ୍ୟଙ୍କୁ ହତ୍ୟା

ମାହାଙ୍ଗା : ଜମିବାଡି ବିବାଦରୁ ଗଡିଲା ୫ ମୁଣ୍ଡ । ବଡ ଭାଇର ପରିବାରକୁ ନାଶ କଲା ସାନ ଭାଇ । ରକ୍ତ ଭୁଲିଗଲା ରକ୍ତ ସମ୍ପର୍କ । ମାହାଙ୍ଗା ଥାନା କୁସୁପୁର ଗାଁରେ ବିଭତ୍ସ୍ୟ ହତ୍ୟାକାଣ୍ଡ । ବିଳମ୍ବିତ ରାତିରେ ସାନ ଭାଇ ସାଜିଲା ରକ୍ତମୁଖା । ବଡ ଭାଇର ପରିବାରକୁ ମାରି ପଦା କରିଦେଲା ସାନ ଭାଇ…

ରାଜଧାନୀ ଲୋୟର ପିଏମଜିରେ ଯୁବକଙ୍କୁ ହତ୍ୟା ଘଟଣା, ୨ ଅଟକ ,ଚାଲିଛି ତଦନ୍ତ

ଭୁବନେଶ୍ୱର : ଭୁବନେଶ୍ୱର ଲୋୟର ପିଏନଜିରେ ବବୁଲୁ ବେହେରା ହତ୍ୟାକାଣ୍ଡ ଘଟଣା ।ଏହି ଘଟଣାରେ ସଂପୃକ୍ତ ଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି ଖାରବେଳନଗର ପୋଲିସ । ଦୁଇ ଜଣ ଅଭିଯୁକ୍ତ ଶ୍ରମିକ ଅଟନ୍ତି ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି । ସାମାନ୍ୟ ଗଣ୍ଡଗୋଳରକୁ ହତ୍ୟାକାଣ୍ଡ…

କୋର୍ଟରେ ହାଜର ହେଲେ ଡି ବ୍ରଦର୍ସ : ଦୀପୁ ଓ ଓମ୍ ହତ୍ୟା ଘଟଣାରେ ସାକ୍ଷ୍ୟ ଗ୍ରହଣ ପାଇଁ ହାଜର

କଟକ: କୋର୍ଟରେ ହାଜର ହେଲେ ଡି ବ୍ରଦର୍ସ । କଟକ ଜିଲ୍ଲା ଦୌରା ଜଜ୍ କୋର୍ଟରେ ହାଜର ହୋଇଛନ୍ତି ଶୁସୀଲ ଓ ଶୁଶାନ୍ତ ଧଳ ସାମନ୍ତ ।ଦୀପୁ ମଲ୍ଲୀକ ଏବଂ ଓମ୍ ସ୍ୱାଇଁ ହତ୍ୟା କାଣ୍ଡ ମାମଲାରେ ସାକ୍ଷ୍ୟ ଗ୍ରହଣ ପାଇଁ ଦୁଇ ଭାଇଙ୍କୁ କୋର୍ଟରେ ହାଜର କରିଛି ପୋଲିସ । ସୂଚନାଅନୁସାରେ ୨୦୧୩ ମସିହା…

ଯୋଡା ଗୋଷ୍ଠୀ ସଂଘର୍ଷ ଘଟଣା : କେନ୍ଦୁଝରରେ ଇଣ୍ଟରନେଟ ସେବା ବନ୍ଦ ,୧୪୪ ଧାରା ବଳବତ୍ତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡାରେ ଗୋଷ୍ଠୀ ସଂଘର୍ଷ ଘଟଣା । ଏନେଇ କେନ୍ଦୁଝରରେ ଗତକାଲି ଠାରୁ ଇଣ୍ଟରନେଟ ସେବା ବନ୍ଦ ରହିଛି । ହନୁମାନ ଝଣ୍ଡାନେବାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ଗତକାଲିଠାରୁ ଗଣ୍ଡୋଗୋଳ ହୋଇଥିଲା ।ଏନେଇ କାଲିଠାରୁ ଜାରି ହୋଇଥିବା ୧୪୪ ଧାରା ଆଜି ବି ବଳବତ୍ତର…

ବଢୁଛି ରୌଦ୍ର ତାପ: ୧୨ଟି ସହରରେ ପାରଦ ୪୦ ପାର୍

ଭୁବନେଶ୍ୱର : ଦିନକୁ ଦିନ ରାଜ୍ୟରେ ବଢୁଛି ରୌଦ୍ର ତାପ । ଅସହ୍ୟ ଗରମରେ ଆଉଟୁପାଉଟୁ ହେଉଛନ୍ତି ଲୋକେ । ଗତକାଲି ରାଜ୍ୟର ୧୨ଟି ସହରରେ ପାରଦ ୪୦ ପାର୍ କରିଥିଲା । ୪୨ ଦଶମିକ ୬ ଡିଗ୍ରୀ ସହ ବାରିପଦା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ତାପଛକୁ ବଲାଙ୍ଗିର, ଝାରସୁଗୁଡ଼ା, ସୋନପୁର ଆଦି…

ୟୁକ୍ରେନର ବୁଚା ସହରରେ ରୁଷିଆର ନରସଂହାର: ଦୁଷ୍କର୍ମ ସହ ବଢୁଛି ହତ୍ୟା

ୟୁକ୍ରେନର ବୁଚା ସହରରେ ରୁଷିଆ ଯେଉଁ ନରସଂହାର କରିଛି, ତା’ର ଛାତିଥରା ଦୃଶ୍ୟ ଏବେ ସାମ୍ନାକୁ ଆସିବାରେ ଲାଗିଛି । ୟୁକ୍ରେନର ରାଜଧାନୀ କିଭର ବୁଚା ଅଂଚଳରେ ଦୁଷ୍କର୍ମ, ହତ୍ୟା, ନିର୍ଯାତନା ଓ ବର୍ବରତାର ଦୃଶ୍ୟ ସାରା ବିଶ୍ୱବାସୀଙ୍କୁ ଚକିତ କରିଦେଇଛି । ଏହି ଅଂଚଳକୁ ଗସ୍ତ କରି ଜାତୀୟ,…