Latest Odisha News

BREAKING NEWS

କୋଟିପତି ଯନ୍ତ୍ରୀ କାର୍ତ୍ତିକେଶ୍ୱରଙ୍କ ଦୁର୍ନୀତି: ଆନିକଟ୍‌ ମରାମତି ପାଇଁ ଆସିଥିବା ଅନୁଦାନ ହଡପ୍‌

 ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପଡ଼ିଥିବା କୋଟିପତି ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦୁର୍ନୀତିର ଫିଟୁଛି ଗୁମର । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତିର ଚିତ୍ର ସାମ୍ନାକୁ ଆସିଛି । ବର୍ଷା ଜଳ ସଂରକ୍ଷଣ ପାଇଁ ଉଦ୍ଧିଷ୍ଟ ସମାପଲ୍ଲୀ ଓ ପଥରା ଗାଁ ନିକଟରେ…

ମହାନଦୀରେ ଗାଧୋଇବା ବେଳେ ନିଖୋଜ ତୃତୀୟ ନାବାଳକର ମୃତଦେହ ଉଦ୍ଧାର

କଟକ: ଜଗତପୁର ଥାନା ଯୋବ୍ରା ବ୍ୟାରେଜ୍ ନିକଟରେ ମହାନଦୀରେ ଗାଧୋଇବା ବେଳେ ନିଖୋଜ ଥିବା ତୃତୀୟ ନାବାଳକର ମୃତଦେହ ଗୁରୁଦ୍ୱାର ନିକଟରୁ ଉଦ୍ଧାର ହୋଇଛି। ଆଜି ସକାଳ ପ୍ରାୟ ୬ଟା ବେଳେ ତୃତୀୟ ନାବାଳକର ମୃତଦେହ ମିଳିଥିବା ଜଣାଯାଇଛି। ମୃତକ ହେଲେ ରାଜ୍ ଓରଫ ସିଦ୍ଦିକ୍ ଖାନ୍ (୧୭)। ଗତ ରବିବାର…

ପୋଷା ବିଲେଇ ଖାଇଦେଲା ୫୦ ହେୟାରବ୍ୟାଣ୍ଡ, ଆସନ୍ତୁ ଜାଣିବା ତା ପରେ କଣ ହେଲା

ଲଣ୍ଡନ: ୪୪ ବର୍ଷୀୟା ପଲ ସ୍ପ୍ରାଗେଟ ତାଙ୍କ ପୋଷା ବିଲେଇ ବେରୀକୁ ବହୁତ ଭଲ ପାଆନ୍ତି । ହଠାତ ଦିନେ ବେରୀ ତଳେ ପଡି ଛଟପଟ ହେଲା । ଏହା ଦେଖି ସ୍ପାଗେଟ ତାଙ୍କୁ ତୁରନ୍ତ ପଶୁ ଡାକ୍ତରଖାନା ନେଇଗଲେ । ପ୍ରାରମ୍ଭିକ ଚିକିତ୍ସାରେ ଡାକ୍ତର କିଛି ଜାଣି ନ ପାରିବାରୁ ସ୍କାନ ପାଇଁ କହିଥିଲେ । ସ୍କାନ…

[ଦେଖନ୍ତୁ ଭିଡିଓ] ଝାଡଖଣ୍ଡ କେବୁଲ୍ କାର୍ ଦୁର୍ଘଟଣା, କ୍ୟମେରାରେ କଏଦ୍ ଲାଇଭ୍ ଡେଥ୍

ଭୁବନେଶ୍ୱର: କିଛି କ୍ଷଣର ଖୁସୀ ସାଜିଥିଲା ମରଣଯନ୍ତା । ବଂଚିବାର ଆଶା ପାଲଟିଥିଲା ଆତଙ୍କ । ଝାଡଖଣ୍ଡ କେବୁଲ୍ କାର୍ ଦୁର୍ଘଟଣାରେ ଦିନ ତମାମ ଜାରି ରହିଥିଲା ଜବୀନ ମୃତ୍ୟୁର ଖେଳ । ହେଲିକପ୍ଟର୍ ଜରିଆରେ ଉଦ୍ଧାର କାର୍ଯ୍ୟ ହୋଇଥିଲେ ବି କ୍ୟାମେରାରେ କଏଦ ହୋଇଥିଲା ମୃତ୍ୟୁର ତାଣ୍ଡବଲିଳା ।…

ଇଂଲିଶ ଚ୍ୟାନେଲ ଅତିକ୍ରମ କରିବା ଲକ୍ଷ୍ୟରେ ସୁଚେତା, ଭୁବନେଶ୍ୱରରେ ଚାଲିଛି ପ୍ରସ୍ତୁତି

ଭୁବନେଶ୍ୱର: ସୁଚେତା ଦେବ ବର୍ମନ ଜୁଲାଇରେ ଇଂଲିଶ ଚ୍ୟାନେଲ ଅତିକ୍ରମ କରିବା ପାଇଁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ କଠିନ ଅଭ୍ୟାସ ଜାରୀ ରଖିଛନ୍ତି । ୩୮ ବର୍ଷୀୟା ଏହି ଲଙ୍ଗ ଡିଷ୍ଟାନ୍ସ ଓପନ ୱାଟର ସନ୍ତରଣକାରୀ ବିଶ୍ୱର ୧୩ଟି କଷ୍ଟକର ସ୍ଥାନରେ ପହଁରିବା ପାଇଁ ଆଶା ବ୍ୟକ୍ତ କରିଛନ୍ତି ।…

ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ,ଭର୍ଚୁଆଲ ମୋଡରେ ଯୋଗଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ…

ପୁରୀ : ପୁରୀରେ ଆଜି ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଉଦଘାଟନ ହୋଇଯାଇଛି । ୨୫ ଏକର ଜାଗାରେ ନିର୍ମିତ ଏହି ମେଡିକାଲର ଶୁଭ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ କେନ୍ଦ୍ର…

ସ୍ଲିପର୍ ହିଟ୍ ସାବ୍ୟସ୍ତ “ଦ କଶ୍ମୀର ଫାଇଲ୍ସ”, ଜାଣନ୍ତୁ କେତେ କଲା ଇନକମ୍ ?

ମୁମ୍ବାଇ: ବାଦ ବିବାଦକୁ ବାଦ୍ ଦେଇ ପୁଣି ଏକ ରେକର୍ଡ କରିଛି ଫିଲ୍ମ ଦ କଶ୍ମୀର ଫାଇଲ୍ସ । ୧୯୯୦ରେ କଶ୍ମୀରୀ ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାର ଉପରେ ଆଧାରିତ ଏହି ଫିଲ୍ମଟି ସ୍ଲିପର୍ ହିଟ୍ ସାବ୍ୟସ୍ତ ହୋଇଛି । କରୋନା ମହାମାରୀ ପାଇଁ ଠପ୍ ପଡିଥିଲା ଫିଲ୍ମ ଇଣ୍ଡଷ୍ଟ୍ରୀ । ବିଳମ୍ବରେ…

ଯୋଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ,୧୪୪ ଧାରା ଜାରି କଲା ପୋଲିସ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡାରେ ଗୋଷ୍ଠୀ ସଂଘର୍ଷ । ଜାରି ହେଲା ୧୪୪ ଧାରା । କେନ୍ଦୁଝର ଜିଲ୍ଲା ଯୋଡାରେ ହନୁମାନ ଝଣ୍ଡା ନେବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଉତ୍ୟକ୍ତ ଲୋକଙ୍କୁ ଘଉଡାଇବା ପାଇଁ ନାକେଦମ ହେଲା ପୋଲିସ । ପୋଲିସ ଫାଙ୍କା ଗୁଳି ଚାଳନା କରିବା ସହ ସ୍ଥାନୀୟ…

ସିଲଭର ଏଜ୍ ଫାଉଣ୍ଡେସନ ଦ୍ୱାରା ଏଲ୍ଡର୍ସ ଫେଷ୍ଟ ଆୟୋଜନ : ପ୍ରତିଭା ପ୍ରଦର୍ଶନ କଲେ ବରିଷ୍ଠ ନାଗରିକ

ଭୁବନେଶ୍ୱର : ସିଲଭର ଏଜ୍ ଫାଉଣ୍ଡେସନ ଦ୍ୱାରା ଏଲ୍ଡର୍ସ ଫେଷ୍ଟ ଆୟୋଜନ କରାଯାଇଛି । ବରିଷ୍ଠ ନାଗରିକ ମାନଙ୍କ କଲ୍ୟାଣ ପାଇଁ ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରୁଥିବା ରାଜ୍ୟର ଏକମାତ୍ର ସଙ୍ଗଠନ ସିଲଭର ଏଜ୍ ଫାଉଣ୍ଡେସନ ପକ୍ଷରୁ ଚତୁର୍ଥ ଏଲ୍ଡର୍ସ ଫେଷ୍ଟ ଭୁବନେଶ୍ୱର ମଦର୍ସ ପବ୍ଲିକ ସ୍କୁଲ…

ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଲୋକାର୍ପିତ

ପୁରୀ:  ପୁରୀଠାରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସପିଟାଲକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭ୍ୟ ଭର୍ଚୁଆଲ ମୋଡରେ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ମେଡିକାଲ କଲେଜ ଉଦଘାଟନ…