ନୀତିଶଙ୍କ ସଭାସ୍ଥଳୀରୁ ୧୫ ଫୁଟ ଦୂରରେ ବଡ ଧରଣର ବିସ୍ଫୋରଣ
ନାଳନ୍ଦା:ବିହାରର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତିଶ କୁମାର ଅଳ୍ପକେ ଏକ ବଡ ବିସ୍ଫୋଣରରୁ ବର୍ତି ଯାଇଛନ୍ତି । ନାଳନ୍ଦାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସେ ଯାଇଥିଲେ । ସେଠାରେ ସେ ସଭାସ୍ଥଳୀରେ ବସିଥିବା ବେଳେ ଏହାଠାରୁ ୧୫ ଫୁଟ ଦୂରତାରେ ଏକ ବଡ ଧରଣର ବିସ୍ଫୋରଣ ଘଟିଥିଲା ।…