ଓଡିଶା ଆଥଲେଟିକ୍ସ ମିଟ: ଶଟପୁଟରେ ଅଂଶିକାଙ୍କ ନୂତନ ରାଜ୍ୟ ରେକର୍ଡ
ଭୁବନେଶ୍ୱର: ୬୮ତମ ଓଡିଶା ଆଥଲେଟିକ୍ସ ମିଟରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି ଅଂଶିକା ରାଉତରାୟ । ଶଟପୁଟ ୧୦ ବର୍ଷରୁ କମ୍ ବାଳିକା ବିଭାଗରେ ସେ ନୂତନ ରାଜ୍ୟ ରେକର୍ଡ ସହ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଅଂଶିକା ୧୧.୭୫ ମିଟର ଦୂରତାକୁ ଶଟପୁଟ ଫିଙ୍ଗିଥିଲେ । ମୟୂରଭଞ୍ଜର ଦୀପା ସିଂ ଦ୍ୱିତୀୟ…