Latest Odisha News

BREAKING NEWS

ଟିକଟ ପାଇଁ ଅଥୟ ହେଲେଣି ଆଶାୟୀ ,୨ ଦିନ ଭିତରେ ବିଜେଡି ଟିକଟ ଘୋଷଣା

ଭୁବନେଶ୍ୱର :ସରିଲା ଗାଁ ଭୋଟ ଏବେ ପୌର ନିର୍ବାଚନ ଚିନ୍ତା । ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାଠାରୁ ଆଶାୟୀଙ୍କ ନିଦ ହଜି ଯାଇଛି । ଟିକଟ ଆଶାରେ ଆଶାୟୀ ମାନେ ବ୍ୟସ୍ତ ହୋଇପଡିଲେଣି । ଏନେଇ ବିଧାୟକଙ୍କ ଘର ଶହ ଶହ ବାୟୋଡାଟା ଦେଇ ନେହୁରା ହେଉଛନ୍ତି ପ୍ରାର୍ଥୀ ମାନେ । ନାମାଙ୍କନ…

ପାରାଚୁଟରେ ଓହ୍ଲାଇ ଖାରକିଭର ହସ୍ପିଟାଲରେ ଆକ୍ରମଣ କଲା ରୁଷ ସେନା

ଖାରକିଭ(ୟୁକ୍ରେନ୍): ୟୁକ୍ରେନ-ରୁଷ ଭିତରେ ସାତ ଦିନ ହେଲା ଘମାଘୋଟ ଯୁଦ୍ଧ ଚାଲିଛି । ଚାରିପଟରୁ ୟୁକ୍ରେନ ଉପରେ ହମଲା କରୁଛି ରୁଷ ସେନା । ତୁହାକୁ ତୁହା ବିସ୍ଫୋରଣ ସାଙ୍ଗକୁ ମିସାଇଲ୍ ମାଡ଼ କରୁଛି । ଖାରକିଭକୁ ନିଜ ଦଖଲରେ ନେବାକୁ ରୁଷ ସେନା ଆକ୍ରମଣ ଜାରି ରଖିଛି । ଆଜି ଲଢୁଆ ଯୁଦ୍ଧ…

ଭାରତୀୟଙ୍କୁ ଆଣିବା ପାଇଁ ଗଲା ଆଉ ୨ଟି ବାୟୁସେନା ଏୟାରକ୍ରାଫ୍ଟ

ନୂଆଦିଲ୍ଲୀ: ୟୁକ୍ରେନରୁ ଫେରୁଛନ୍ତି ଭାରତୀୟ । ଅପରେସନ୍ ଗଙ୍ଗାରେ ସେମାନଙ୍କୁ ସୁରକ୍ଷିତ ଭାବରେ ଫେରାଇ ଅଣାଯାଉଛି । ଏହି ଅଭିଯାନରେ ସାମିଲ ହୋଇଛି ଭାରତୀୟ ବାୟୁସେନା । ଆଜି ଭୋରରୁ C-17 ଏୟାରକ୍ରାଫ୍ଟ ରୋମାନିଆ ଅଭିମୁଖେ ଯାଇଛି । ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଖୁବଶୀଘ୍ର ଆଉ…

ରାଜ୍ୟରେ ଦେଢ଼ ଶହ ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ତଳକୁ ତଳକୁ ଖସୁଛି କରୋନା କାୟା । ଦୈନିକ ସଂକ୍ରମଣ ଏବେ ଦେଢ଼ ଶହ ତଳକୁ ଖସିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୧୪୩ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୮୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫୭ । ୧୮ ବର୍ଷ ଭିତରେ ଆଉ ୨୮ ପଜିଟିଭ୍ ବାହାରିଛନ୍ତି । ଆଜି ୨୪…

ପୌର ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହେଉଛି ନାମାଙ୍କନ ଦାଖଲ । ୭ ତାରିଖ ଯାଏ ଆଶାୟୀ ପ୍ରାର୍ଥୀ ନାମାଙ୍କନ ଦାଖଲ କରିପାରିବେ । ୯ ତାରିଖ ପ୍ରାର୍ଥିପତ୍ର ଯାଞ୍ଚ ଓ ୧୪ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ପାଇଁ…

କିଭ୍ ଛାଡିଲେ ସବୁ ଭାରତୀୟ: ସେମାନଙ୍କୁ ଆଣିବା ପାଇଁ ୩ ଦିନରେ ଯିବ ୨୬ ବିମାନ

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଫେରୁଛନ୍ତି ଭାରତୀୟ । ରାଜଧାନୀ କିଭରେ ଆଉ କେହି ଭାରତୀୟ ନାହାନ୍ତି । ସମସ୍ତ ଭାରତୀୟ କିଭ୍ ଛାଡ଼ିଛନ୍ତି । ସୁରକ୍ଷିତ ଭାବରେ ସମସ୍ତେ ସେଠାରୁ ବାହାରି ଆସିଛନ୍ତି । ଏହାପରେ ସେଠାରେ ଥିବା ଭାରତୀୟ ଦୂତାବାସକୁ ବନ୍ଦ କରି ଦିଆଯାଇଛି । ଦୂତାବାସ…

ୟୁକ୍ରେନରୁ ୨୪ ଘଣ୍ଟାରେ ଉଦ୍ଧାର ହୋଇଛନ୍ତି ୧୩୭୭ ଭାରତୀୟ

ନୂଆଦିଲ୍ଲୀ: ୟୁକ୍ରେନ-ରୁଷ୍ ମଧ୍ୟରେ ଯୁଦ୍ଧ ତୀବ୍ର ହେବାରେ ଲାଗିଛି । ଘମାଘୋଟ ଲଢ଼େଇ ଚାଲିଛି । ଖାରକିଭରେ ତୁହାକୁ ତୁହା ହମଲା କରୁଛନ୍ତି ରୁଷ୍ ସେନା । ଏଭଳି ସ୍ଥିତିରେ ୟୁକ୍ରେନରୁ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଉଛି । ଗତ ୨୪ ଘଣ୍ଟାରେ ୟୁକ୍ରେନରୁ ୧୩ଶହ ୭୭ ଭାରତୀୟଙ୍କୁ ଉଦ୍ଧାର…

ରୁଷ୍ ପାଇଁ ଆମେରିକା ବାୟୁସୀମା ବନ୍ଦ କଲେ ବାଇଡେନ୍

ଓ୍ୱାଶିଂଟନ୍: ୟୁକ୍ରେନ ବିରୋଧରେ ଯୁଦ୍ଧ କରି ବିଶ୍ୱ ଦରବାରରେ ଏକ ଘରକିଆ ହେଉଛି ରୁଷିଆ । ୟୁରୋପୀୟ ସଂଘର ବହୁ ରାଷ୍ଟ୍ର ରୁଷ୍ ଉପରେ ପ୍ରତିବନ୍ଧନ ଲଗାଉଛନ୍ତି । ଏବେ ରୁଷ୍ ବିରୋଧରେ ବଡ଼ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ରୁଷକୁ ଆମେରିକାର ବାୟୁସୀମା ବନ୍ଦ କରିଛନ୍ତି ।…

ୟୁକ୍ରେନରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ରୋମାନିଆ ଗଲା ବାୟୁସେନାର C-17 ଏୟାରକ୍ରାଫ୍ଟ

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ଜୋରଦାର ଉଦ୍ୟମ ଚାଲିଛି । ଅପରେସନ୍ ଗଙ୍ଗାରେ ସ୍ୱଦେଶ ଫେରୁଛନ୍ତି ଭାରତୀୟ । ଏହି ଅଭିଯାନରେ ଏବେ ସାମିଲ ହୋଇଛି ଭାରତୀୟ ବାୟୁସେନା । ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବାୟୁସେନାର C-17 ଏୟାରକ୍ରାଫ୍ଟ ରୋମାନିଆ ଯାତ୍ରା…

ବିଦ୍ୟାଳୟ ବ୍ୟବସ୍ଥାର ପୁନଃ-ଆରମ୍ଭ ଏବଂ ସମ୍ଭାବିତ ସମସ୍ୟା

ପ୍ରଫୁଲ୍ଲ ସାମଲ  ଫେବୃଆରୀ ପ୍ରାରମ୍ଭରେ, ଅନେକ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିଗୁଡିକରେ କୋଭିଡ-୧୯ ପଜିଟିଭିଟି ହାରରେ ସନ୍ତୋଷଜନକ ପରିସ୍ଥିତି ହେବା ସହିତସକ୍ରିୟ ମାମଲାରେ ହ୍ରାସ, ବୟସ୍କମାନଙ୍କ ମଧ୍ୟରେ ସକ୍ରିୟ ପ୍ରତିରୋଧକତା ବୃଦ୍ଧି ଏବଂ ଓମିକ୍ରନ୍ଭାରିଆଣ୍ଟରେ…