Latest Odisha News

BREAKING NEWS

ଆଜି ରାଜ୍ୟରୁ ୮୫୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଭିତରେ ରହିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୮୫୨ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୪୯୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୫୭ । ୧୮ ବର୍ଷ ଭିତରେ ଆଉ ୧୮୧ ଜଣ ସଂକ୍ରମିତ ହୋଇଛନ୍ତି ।…

ପଞ୍ଚାୟତ ନିର୍ବାଚନ: ମହିଳା ଭୋଟରଙ୍କ ଭିତରେ ଜବରଦସ୍ତ ଉତ୍ସାହ

ଭୁବନେଶ୍ୱର: ନିର୍ବାଚନରେ ମହିଳା । ପ୍ରାର୍ଥୀ ହୁଅନ୍ତୁ କି ଭୋଟର । ନିର୍ବାଚନରେ ସେମାନଙ୍କର ସଂଖ୍ୟା ବଢୁଛି । ଚଳିତ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ପଦବୀରେ ମହିଳା ପ୍ରତିଦ୍ୱନ୍ଦିତା କରୁଛନ୍ତି । ଆଜି ପ୍ରଥମ ପର୍ଯ୍ୟାୟ ଭୋଟ ବେଳେ ବି ମହିଳା ଭୋଟରଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି ।…

ଗତକାଲି ଅପେକ୍ଷା ଆଜି ଦେଶରେ ସାମାନ୍ୟ ବଢ଼ିଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବରେ କମିବା ପରେ ଆଜି ବଢିଛି ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୦ହଜାର ୬୧୫ ଆକ୍ରାନ୍ତ । ଗତକାଲି ଅପେକ୍ଷା ୧୧ ପ୍ରତିଶତ ଅଧିକ ବଢ଼ିଛି । ଦେଶରେ ପଜିଟିଭ୍ ହାର ରହିଛି ୨.୪୫ ପ୍ରତିଶତ । ପାଞ୍ଚଟି ରାଜ୍ୟ କେରଳ, ମହାରାଷ୍ଟ୍ର,…

ଫୋକସରେ ମାଓ ଇଲାକାରେ ମତଦାନ, ସୁରକ୍ଷା ଦାୟିତ୍ୱରେ ୨୩୫ ପ୍ଲାଟୁନ୍ ଫୋର୍ସ

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ସୁରକ୍ଷିତ ଓ ଶୃଙ୍ଖଳିତ ମତଦାନ ଉପରେ ଫୋକସ୍ କରାଯାଉଛି । ରାଜ୍ୟର ମାଓ ଅଧ୍ୟୁଷିତ ଅଞ୍ଚଳରେ ବି ଆରମ୍ଭ ହୋଇଛି ମତଦାନ । ସେସବୁ ସ୍ଥାନରେ ସମ୍ବେଦନଶୀଳ ବୁଥ୍ ଉପରେ ପୋଲିସର…

ପଞ୍ଚାୟତ ନିର୍ବାଚନ: ଆଜି ପ୍ରଥମ ପର୍ଯ୍ୟାୟ ମତଦାନ

ଭୁବନେଶ୍ୱର: ଆଜି ଭୋଟିଂ ଡେ । ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୩୦ ଜିଲ୍ଲାର ୭୧ଟି ବ୍ଲକର ୨୦୦ ଜିଲ୍ଲା ପରିଷଦ ଆସନରେ ଭୋଟ୍ ନିଆଯାଉଛି । ସେହିପରି ୧୬୬୯ଟି ଗ୍ରାମ ପଞ୍ଚାୟତ ପାଇଁ ମତଦାନ ଚାଲିଛି । ଏଥିପାଇଁ କରାଯାଇଛି ୨୨ହଜାର ୩୭୯ଟି…

ବଲିଉଡର ଜଣାଶୁଣା କଣ୍ଠଶିଳ୍ପୀ ବାପି ଲାହିରିଙ୍କ ପରଲୋକ

ମୁମ୍ବାଇ: ଆଉ ନାହାନ୍ତି ବଲିଉଡର ଜଣାଶୁଣା କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରିଙ୍କ ପରଲୋକ । ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଗତକାଲି ରାତି ପାଖାପାଖି ୧୧ଟା ବେଳେ ମୁମ୍ବାଇ ଜୁହୁ ସ୍ଥିତ କ୍ରିଟି କେୟାର ହସ୍ପିଟାଲରେ ପ୍ରାଣତ୍ୟାଗ କରିଛନ୍ତି…

କବିତା : କ୍ୟାଲେଣ୍ଡର ଆଉ ତୁମେ

ଅର୍ପିତା ମଲ୍ମିକ  କ୍ୟାଲେଣ୍ଡରର ପୃଷ୍ଠା ଓଲଟେଇବାଟା କେଉଁ ଏକ ବଡ କଥା ଯେ , ମାସ ପରେ ମାସ ଆଉ ବର୍ଷ ପରେ ବର୍ଷ ଦିନ ପରେ ଆଉ ଗୋଟେ ଦିନ ସବୁଦିନ ବଦଳେଇ ଦିନେ ତୁମେ ବି ବଦଳି ଗଲ କ୍ୟାଲେଣ୍ଡର ପରି ଫଗୁଣରୁ ଶ୍ରାବଣକୁ ଓଲଟେଇ ହେଲ ଶୀତର ପ୍ରକୋପରେ ବି ତୁମେ , ଗ୍ରୀଷ୍ମର…

ସାମାଜିକ ଓ ସାଂସ୍କୃତିକ ପ୍ରବର୍ତ୍ତିକମାନଙ୍କ ପାଇଁ ତାଲିମ ଶିବିର

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏବଂ ୟୁନିସେଫର ଆର୍ଥିକ ସହାୟତାରେ ସଂସ୍କୃତିର ପ୍ରଚାର ପ୍ରସାର ଓ କଳାକାରମାନଙ୍କ ଉନ୍ନତି ପାଇଁ ବିଭିନ୍ନ ଜିଲ୍ଲାର ନିର୍ବାଚିତ ପ୍ରବର୍ତ୍ତକମାନଙ୍କ ପାଇଁ ଏକ ୪ ଦିନିଆ ତାଲିମ ଶିବିର ସ୍ଥାନୀୟ ସଂସ୍କୃତି…

ଲାସା ଜ୍ୱର ମହାମାରୀର ରୂପ ନେବ: ସ୍ୱାସ୍ଥ୍ୟ ଅଧିକାରୀ

ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା ଚିନ୍ତା ସରିନଥିବା ଏବେ ପୁଣି ଲାସା ଜ୍ୱରକୁ ନେଇ ଚିନ୍ତା ବଢିଲାଣି । ଏହା କୌଣସି ସାଧାରଣ ଜ୍ୱର ନୁହେଁ । ଜଣେ ବ୍ୟକ୍ତିର ଜୀବନ ନେବାର କ୍ଷମତା ରଖେ ଏହି ଜ୍ୱର । ବ୍ରିଟେନରେ ଏହି ଜ୍ୱର ୩ ଜଣଙ୍କ ଜୀବନ ନେଲାଣି । ସ୍ୱାସ୍ଥ୍ୟ ଅଧିକାରୀମାନେ ଏହା ମହାମାରୀର…

କୋଟିଆ ପଞ୍ଚାୟତ ନିର୍ବାଚନ: ପ୍ରାର୍ଥୀ ତାଲିକା ସଂଗ୍ରହ ପାଇଁ ପଟାଙ୍ଗିରେ ଆନ୍ଧ୍ର ଟିମ୍

କୋଟିଆ: ଆଉ କିଛି ଦିନ ପରେ କୋଟିଆରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ । ରାଜନୈତିକ ବିଚାର ବିମର୍ଷ ଚାଲିଥିବା ବେଳେ ଏଜେଣ୍ଟଙ୍କ ମାଧ୍ୟମରେ ଅନୁପ୍ରବେଶ ଜାରି ରଖିଛି ଆନ୍ଧ୍ର ପ୍ରଶାସନ । ଦୁଇ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। ସୁପ୍ରିମକୋର୍ଟରେ ମାମଲାର…