ଭୁବନେଶ୍ୱର: ପୁଣି ରାଜଧାନୀରେ ମାତିଲେ ପଲସର ଲୁଟେରା ଗ୍ୟାଙ୍ଗ । ହେଲମେଣ୍ଟ ପିନ୍ଧି ଆସି ଜଣେ ବ୍ୟବସାୟୀଙ୍କ ଠାରୁ ଲୁଟି ନେଲେ ୩ ଲକ୍ଷ ନଗଦ କ୍ୟାସ୍ । ଏଭଳି ଘଟଣା ଘଟିଛି ଶୈଳଶ୍ରୀ ବିହାର ଅଞ୍ଚଳରେ ।
ଲୁଟ୍ ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି ଗୁଜୁରାଟର ଜଣେ ବେପାରୀ । ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦ୍ତ ଜାରି ରଖିଛି ।
Comments are closed, but trackbacks and pingbacks are open.